ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି ।
ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ ।
ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ । ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ ।
ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ । ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- ରସୁଣ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ଥଣ୍ଡା ।
୨- କେଉଁ ପଶୁ ଆଖି ବନ୍ଦ କରି ମଧ୍ୟ ଦେଖିପାରେ ?
ଉତ୍ତର- ଓଟ ।
୩- କେଉଁ ରାଜ୍ୟରେ ନାଚୁଥିବା ହରିଣ ଦେଖିବାକୁ ମିଳେ ?
ଉତ୍ତର- ମଣିପୁର ।
୪- ସବୁଠାରୁ ବୁଦ୍ଧିମାନ ମାଛ କିଏ ?
ଉତ୍ତର- ଡଲଫିନ ।
୫- ଘରେ କେଉଁ ଗଛ ଲଗାଇଲେ ଘରେ ରୋଗ ପ୍ରବେଶ କରେ ?
ଉତ୍ତର- ନଡିଆ ଗଛ ।
୬- କେଉଁ ଫଳ ଖାଇବା ଦ୍ଵାରା ମୁହଁ ରୁ ସୌନ୍ଦର୍ଜ୍ୟ ବଢିଥାଏ ?
ଉତ୍ତର- କମଳା ।
୭- କିଏ ଲୁହା କୁ ଖାଇଲେ ବି ହଜମ କରିଥାଏ ?
ଉତ୍ତର- କୁମ୍ଭୀର ।
୮- କିଏ ନିଜ ଇଚ୍ଛା ରେ ଅଣ୍ଡା ଦେଇଥାଏ ?
ଉତ୍ତର- ରାଣୀ ମହୁମାଛି ।
୯- କେଉଁ ଜୀବ ର ଜିଭରେ ବିଷ ରହିଥାଏ ?
ଉତ୍ତର- ଭାଲୁ ।
୧୦- କେଉଁ ପ୍ରାଣୀ ଠିଆ ହୋଇ ସୋଇଥାଏ ?
ଉତ୍ତର- ଘୋଡା ।
୧୧- ପଖାଳ ସହ କଣ ଖାଇଲେ ମଣିଷ ମରି ଯାଇପାରେ ?
ଉତ୍ତର- ଅଣ୍ଡା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।