S ନାମ ଥିବା (କୁମ୍ଭ ରାଶି) ବ୍ୟକ୍ତି ମାନଙ୍କ ସତ୍ୟ କଥା, ଆପଣଙ୍କ ପାଖରେ ଯଦି ଅଛନ୍ତି ତେବେ ନିଶ୍ଚୟ ଦେଖି ନିଅନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ରହୁଥିବା ପ୍ରତେକ ବ୍ୟକ୍ତି ଜୀବ ଜନ୍ତୁ ଓ ପ୍ରତେକ ବସ୍ତୁର କିଛି ନା କିଛି ନାମ ରହିଥାଏ । ନାମରୁ ହିଁ ବ୍ଯକ୍ତିର ପରିଚୟ ମିଳିଥାଏ । ପ୍ରତେକ ବ୍ୟକ୍ତିଙ୍କ ନାମର କିଛି ନା କିଛି ପ୍ରଭାବ ରହିଥାଏ । ଆଜି ଆମେ ଜାଣିବା ଇଂରାଜୀ ଅକ୍ଷର S ନାମର ଲୋକଙ୍କ ସ୍ଵଭାବ, ଆଚାର, ବ୍ୟବହାର, ଭବିଷ୍ୟତ କେମିତି ରହିଥାଏ । S ନାମର ବ୍ୟକ୍ତି ରାଶିଚକ୍ର ଅନୁଯାୟୀ ପ୍ରାୟତଃ କୁମ୍ଭ ରାଶିର ହୋଇଥାନ୍ତି । ଏହି ଅକ୍ଷର ଟି ଇଂରାଜୀ ଅକ୍ଷରର 24ତମ ଲେଟର ଅଟେ ।

ଯେପରି ସିଂହ ଝାମ୍ପ ମାରିବା ଆଗରୁ ଗୋଟେ ପାଦ ପଛକୁ ଯାଇଥାଏ ସେହିପରି S ନାମର ବ୍ୟକ୍ତି ଜୀବନରେ କେବେ ପଛକୁ ନ ଫେରି ଅଧିକ ଶକ୍ତିଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଢି ଯାଇଥାନ୍ତି । କଠିନ ସ୍ଥିତି ରେ ଏମାନେ ହାର ନ ମାନି ସ୍ଥିତିର ସମାନ କରିଥାନ୍ତି । ଏମାନେ ନିଜର ନୂଆ ରାସ୍ତା ବାହାର କରନ୍ତି । ଏମାନେ ସିଂହ ସମାନ ହୋଇଥାନ୍ତି । ଏମାନେ କାହାକୁ ଭରସାରେ କରନ୍ତି ନାହିଁ ।

ଯଦି କେହି ବାରମ୍ବାର ଏମାନଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି ସେମାନେ ନିଜର ସିଂହ ସମାନ ରୂପ ଦେଖାଇଥାନ୍ତି । ଏମାନେ ନିଜ ପରିଚୟ ନିଜେବ ସୃଷ୍ଟି କରନ୍ତି । ଏମାନେ ନିଜକୁ ଏମିତି ପ୍ରସ୍ତୂତ କରିଥାନ୍ତି ଯେଉଁ ସ୍ଥାନକୁ ଯାଇଥାନ୍ତି ନିଜର ଚାପ ପକାଇଥାନ୍ତି । ଏମାନେ ଯଶ ଓ ଖ୍ୟାତିର ଅଧିକାରୀ ହୋଇଥାନ୍ତି । ଏମିତି କିଛି କରିଥାନ୍ତି ଦୁନିଆରେ ଏମାନଙ୍କର ହିଁ ପ୍ରତେକ ଜାଗାରେ ଚର୍ଚ୍ଚା ହୋଇଥାନ୍ତି ।

ଯେଉଁ ପରି ବଡ ବଡ ସେଲିବ୍ରେଟି ହୋଇଥାନ୍ତି ସେମାନେ S ନାମର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କର ସ୍ଵପ୍ନ ନିଦ ହେବାକୁ ଦିଏ ନାହିଁ । ଗୋଟେ ଦିନ ନିଜ ନାମ ଦୁନିଆରେ ବିସ୍ତାର କରିଥାନ୍ତି । ଏମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନେ ଅନ୍ୟ ଅପେକ୍ଷା ଗୋଟିଏ ହୋଇଥାନ୍ତି । ଏମାନେ ଦେଖାଇ ହେବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଭଲ ସ୍ଵଭାବର ହୋଇଥାନ୍ତି ।

ଏମାନେ ବିଶ୍ଵସ୍ତ ହେବ ସହ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାର ଇଚ୍ଛା ଅଧିକ ଥାଏ । ସୋସିଆଲ ଲାଇଫରେ ଏମାନେ ହସ ହସ ମୁହଁ ର ହୋଇଥାନ୍ତି । ଏମାନେ ରଚନାତ୍ମକ ହୋଇଥାନ୍ତି । ଏମାନେ ସ୍ଵତନ୍ତ୍ର ପ୍ରିୟବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ ଲାଇଫର ନିସ୍ପତି ବିଚାର କରି ନେଇଥାନ୍ତି ।

କଥା କହିବାର ଶୈଳୀ ରେ ଅନ୍ୟ କୁ ଆକର୍ଷିତ କରନ୍ତି । ଯାହାକୁ ଯିଏ ଦେଖିଲେ ସେମାନଙ୍କର ଫ୍ୟାନ ହୋଇଥାନ୍ତି । ଏମାନଙ୍କୁ କାହା ବିଷୟରେ ନେଗେଟିଭ କଥା କହିବା ପସନ୍ଦ ନୁହେଁ । ଏମାନେ ହୃଦୟରୁ ସଫା ହୋଇଥାନ୍ତି । କାହା ଲାଇଫରେ ଦାଖଲ ଅନ୍ଦାଜ କରିବା ପସନ୍ଦ ନୁହେଁ ।

ଏମାନେ ବନ୍ଧୁଙ୍କ ପାଇଁ ଖରାପ ସମୟରେ ଛିଡା ହୋଇଥାନ୍ତି । ଏମାନଙ୍କୁ ଅଭିନୟ କରିବା ପସନ୍ଦ ନୁହେଁ । ବୈବାହିକ ଜୀବନରେ ପ୍ରଭାବଶାଳି ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *