ଲୁଣ ଆପଣଙ୍କୁ କରିପାରେ ଧନୀ ! କରନ୍ତୁ ଲୁଣ ର ଏହି 2ଟି ଛୋଟ ଉପାୟ…

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ଉପାୟମାନ ରହିଛି ଯାହାକୁ ଆମେ ପାଳନ କରିବା ଉଚିତ । ଗୃହରେ ଯଦି ଆର୍ଥିକ ସମସ୍ଯା, ପାରିବାରିକ ସମସ୍ଯା, ଧନ ଜନିତ ସମସ୍ଯା ବା ଅନ୍ୟ ଯେ କୌଣସି ସମସ୍ଯା ଅଛି ତେବେ ବାସ୍ତୁ ଶାସ୍ତ୍ର ରେ ଲିଖିତ ଉପାୟମାନର ପାଳନ କରିବା ଉଚିତ । ଯାହା ଦ୍ଵାରା ଏହି ସବୁ ସମସ୍ଯା ରୁ ମୁକ୍ତି ପାଇ ହେବ । ତେବେ ଆଜି ଆମେ ଲୁଣର 2ଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା ବ୍ୟକ୍ତି ଧନବାନ ହୋଇ ପାରିବ ।

ଲୁଣ ଏମିତି ଏକ ପଦାର୍ଥ ଯାହାକୁ ଆମେ ରୋଷେଇ ରେ ବ୍ୟବହାର କରିଥାଉ । ଲୁଣ ବୀନା ଖାଦ୍ୟ ସ୍ବାଦିଷ୍ଟ ହୋଇପାରେ ନାହିଁ । ଲୁଣର ଏମିତି କିଛି ପ୍ରୟୋଗ ଅଛି ଯାହାକୁ କରିବା ଦ୍ଵାରା ମଣିଷ ଜୀବନରେ ଉନ୍ନତି ଆସିଥାଏ । ଲୁଣ କୁ କେବଳ ରୋଷେଇ କରିବାରେ ନୁହେଁ ବରଂ ଅନେକ ଉପାୟ ମାନଙ୍କରେ ମଧ୍ୟ ପ୍ରୟୋଗ କରା ଯାଇଥାଏ । ଲୁଣର ଏହି ସବୁ ଉପାୟ ଗୁଡିକ କରିବା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିଥାଏ ।

ଆପଣ ମାନେ ଗୃହରେ ପୋଛା ନିଶ୍ଚୟ ଲଗାଉ ଥିବେ । ତେବେ ଅନେକ ଗୃହିଣୀ ମାନେ ଖାଲି ପାଣି ରେ ଘରେ ପୋଛା ଲଗାଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ତେବେ ଲୁଣର ପ୍ରଥମ ଉପାୟ ଟି ହେଉଛି ଆପଣ ଗୃହରେ ସପ୍ତାହ କୁ ଥରେ ପୋଛା ଲଗାନ୍ତୁ । ଆଉ ପୋଛା ପାଣି ରେ ଲୁଣ ପକାଇ ଘର ପୋଛନ୍ତୁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ଘରେ ଝଗଡା ବିବାଦ କମ ହୋଇଥାଏ ।

ଏହା ସହ ଗୃହରେ ନେଗେଟିଭ ଶକ୍ତି ରବେଶ କରିପାରେ ନାହିଁ । ଯେ ପର୍ଯ୍ୟନ୍ତ ଆପଣଙ୍କ ଗୃହରୁ ସମସ୍ଯା ଦୂର ହୋଇ ନାହିଁ ସେତେ ଯାଏଁ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ଦ୍ଵିତୀୟ ଉପାୟ ଟି ହେଉଛି ଗୋମତା ଙ୍କୁ ଆମେ ଆମେ ପୂଜା କରିଥାଉ । କାରଣ ଗୋମତା ଙ୍କ ଥରେ 33 କୋଟି ଦେବୀ ଦେବତା ବାସ କରିଥାନ୍ତି । ପ୍ରତି ମାସରେ ଦୁଇ ଥର ଗାଈ ର ଗୋବର କୁ ସୁଖାନ୍ତୁ ।

ଏହା ପରେ ଲୋବର ଗୁଣ୍ଡ କୁ ଆଣି ସୁଖୀ ଯାଇଥିବା ଗୋବର ରେ ପକାଇ ନିଆଁ ଲଗାଇ ଦିଅନ୍ତୁ । ନିଆଁ ଏମିତି ଲଗାଇବେ ଯେମିତି ସେଥିରୁ ଧୂଆଁ ବାହାରିବ । ଏହି ଧୂଆଁ କୁ ଆପଣ ମାନେ ସନ୍ଧ୍ୟା ସମୟରେ ବ୍ୟବହାର କରିବେ । ଏହା ଏକ ଛୋଟ ଉପାୟ ହେଲେ ମଧ୍ୟ ତ କାମ ଦେଇଥାଏ ।

ଏହି ଉପାୟ କୁ ସେତେବେଳେ ଯାଏଁ କାରଣରୁ ଯେବେ ଯାଏଁ ଆପଣଙ୍କ ଘରୁ ଆର୍ଥିକ ସମସ୍ଯା ହେଉ, ରୋଗ ଜନିତ ସମସ୍ଯା, ପାରିବାରିକ ସମସ୍ଯା ଅହେଉ ଏହି କ୍ଷେତ୍ର ରେ ବହୁତ ଭଲ କାମ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *