ଓଲିଉଡ ଅଭିନେତ୍ରୀ ମାନଙ୍କ ସ୍ଵାମୀ ମାନେ ରିୟଲ ରେ ଦେଖିବାକୁ କେମିତି ହୋଇଥାନ୍ତି ?

ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋଇନ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଓଡିଆ ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଡ୍ରେସ ସେନ୍ସ, ହେୟାର ଷ୍ଟାଇଲ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କିଛି ହିରୋଇନ ମାନେ ଅଛନ୍ତି ଯେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଖୁବ ଚର୍ଚ୍ଚା କୁ ଆସିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ହିରୋଇନ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

1- ଅର୍ଚ୍ଚିତା : ଆମ ଲିଷ୍ଟର ପ୍ରଥମେ ଆସୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ଦୁହେଁ ପ୍ରେମ ବିବାହ କରିଛନ୍ତି ।

2- ସ୍ୱୀଟି ପଟ୍ଟନାୟକ : ଆମ ଲିଷ୍ଟର ଦ୍ଵିତୀୟରେ ଆସୁଛନ୍ତି ଅଭିନେତ୍ରୀ ସ୍ଵିଟି ଯିଏ କି ଆସା ସିରିଏଲରେ ନଜର ଆସୁଛନ୍ତି । ବର୍ତ୍ତମାନ ସେ ବିବାହ କରି ସାରିଛନ୍ତି ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

3- ଅର୍ପିତା : ଆପଣ ମାନେ ଅର୍ପିତା ଙ୍କୁ ବହୁତ ସାରା ସିରିଏଲରେ ଅଭିନୟ କରିବାର ଦେଖିଥିବେ । ତେବେ “ଦୂର୍ଗା” ସିରିଏଲରେ ସେ ଜବରଦସ୍ତ ଅଭିନୟ କରିବାର ନଜର ଆସିଥିଲେ । ଏହି ଭିଡିଓ ରେ ତାଙ୍କ ସ୍ଵାମିଙ୍କର ଫୋଟୋ ରହିଛି ।

4- ଦୀପ୍ତିରେଖା : ଆପଣ ମାନେ ଓଲିଉଡ ର ଜବରଦସ୍ତ ଗାୟିକା ଦୀପ୍ତିରେଖା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ଦିପ୍ତିରେଖା ଗତ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

5- ବନିଜା ପଣ୍ଡା : ଆପଣ ମାନେ ବନିଜା ପଣ୍ଡା ଙ୍କୁ ବିଭିନ୍ନ ସିରିଏଲରେ ଅଭିନୟ କରିବାର ଦେଖିଥିବେ । ସେ “ସିନ୍ଦୁର ବିନ୍ଦୁ| ସିରିଏଲ ରେ ନିଲୁ ଚରିତ୍ରରେ ଖୁବ ଚମତ୍କାର ଅଭିନୟ କରିଥିଲେ । ଏହି ଭିଡିଓ ରେ ତାଙ୍କ ସ୍ଵାମୀଙ୍କର ଫୋଟୋ ରହିଛି ।

6- ଲୀନା : ଆମ ଲିଷ୍ଟର ଷଷ୍ଠ ରେ ଆସୁଛନ୍ତି ଅଭିନେତ୍ରୀ ଲୀନା । ସେ ଅନେକ ସାରା ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିବାର ନଜର ଆସିଛନ୍ତି । ଏହି ଭିଡିଓ ରେ ତାଙ୍କ ସ୍ବାମୀଙ୍କ ଫୋଟୋ ରହିଛି ।

7- ଝିଲିକ ଭଟ୍ଟାଚାର୍ଜ୍ୟ : ଓଲିଉଡ ର ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ କିଏ ବା ନ ଜାଣେ । ଗତ ଦିନ ମାନଙ୍କରେ ପ୍ରୀତି ରଞ୍ଜନ ଘଡୋଇ ଙ୍କୁ ସେ ବିବାହ କରିଛନ୍ତି ।

8- ମାହି : ଅଭିନେତ୍ରୀ ମାହି ଓ ଅଭିନେତା ଚନ୍ଦନ ଶୁଟିଙ୍ଗ ସେଟରୁ ଭଲ ପାଇ ବାହା ବନ୍ଧନରେ ବାନ୍ଧି ହୋଇଛନ୍ତି । ମାହି ଏବେ ଗୋଟେ କନ୍ୟା ସନ୍ତାନର ମା ହୋଇ ସରାଇଛନ୍ତି ।

9- ପ୍ରିୟଙ୍କା : ଆପଣ ମାନେ ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

10- ଭୈରବୀ : ଆମ ଲିଷ୍ଟର ଦଶମରେ ଆସୁଛନ୍ତି ଅଭିନେତ୍ରୀ ଭୈରବୀ ଯିଏ କି “ଜୀବନ ସାଥି” ସିରିଏଲ ରେ ନଜର ଆସିଥିଲେ । ତାଙ୍କ ସ୍ଵାମୀ ହେଉଛନ୍ତି ରାଜୁ ଯାହାଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *