କେଉଁ ଚିହ୍ନ କବାଟ ରେ ଆଙ୍କିଲେ କଳି ଝଗଡା ଦୂର ହୋଇଥାଏ – ଏହା ସହ ଆହୁରି କିଛି Ajira Anuchinta

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କିଛି ନିୟମ ଓ ଅନୁଶାସନ ରହିଛି ଯାହା ପାଳନ କରିବା ଦ୍ଵାରା ଜୀବନରେ ଅନେକ ସମସ୍ଯା ଦୂର ହୋଇଥାଏ । ଏହା ସହ ଜୀବନ ସୁଖମୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ବିସ୍ତାର ଭାବେ । 1- ବସିବା ବା ଶୋଇବା ସମୟରେ କେବେ ବି ଗୋଡ ଉପରେ ଗୋଡ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ଓ ଆୟୁ କମ ହୋଇଥାଏ ।

2- କେବେ ବି ନିଜ ମୁଣ୍ଡକୁ ଦୁଇ ହାତରେ କୁଣ୍ଡାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ନିବସ୍ତ୍ର ହୋଇ ଶୋଇବା ବା ଗାଧୋଇବା ଦ୍ଵାରା ପାରିବାରିକ ସମସ୍ଯା ଦେଖାଯାଏ ।

3- ମୁଣ୍ଡରେ ତେଲ ଲଗାଇବା ପରେ ବଳିଥିବା ତେଲ ଦେହରେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀର ଅସୁସ୍ଥ ହୋଇଥାଏ । ଦିନ ସମୟରେ ଶୋଇବା ଦ୍ଵାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

4- ଘରେ ଗଙ୍ଗା ଜଳ ରଖୁଥିବା ସ୍ଥାନ ସଫା ସୁତୁରା ରଖିବା ଉଚିତ । ପ୍ରତିଦିନ ଗଙ୍ଗା ଜଳ ସେବନ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ତମ୍ବା ଓ ଚାନ୍ଦି ପାତ୍ରରେ ଗଙ୍ଗା ଜଳ ରଖିବା ଉଚିତ ।

5- ପ୍ରତେକ ଦିନ ସୂର୍ଯ୍ୟ ପୂଜା କରିବା ଉଚିତ । ଏହା ଦ୍ଵାରା ବୁଦ୍ଧି, ବଳ, ସରକାରୀ ଚାକିରି ଓ ମନ ସମାନ ପ୍ରାପ୍ତ ହୋଇଥାଏ । ରବିବାରର ଦିନ ତେଲ, ଲୁଣ, ଆମିଷ ସେବନ କରିବା ଉଚିତ ନୁହେଁ । ରବିବାରରେ ଗରିବ ବ୍ୟକ୍ତିଙ୍କୁ ସହାୟତା କରିଲେ ମନସ୍କାମନା ପୂରଣ ହୋଇଥାଏ ।

6- ରବିବାର ଦିନ ଗାଇକୁ ରୁଟି ଖାଇବାକୁ ଦେଲେ ନିଜର ବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିଲେ ଅଶୁଭତ୍ଵ ଦୂର ହୋଇଥାଏ ।

7- ଗୋଟେ କାଚ ପାତ୍ରରେ ଲୁଣ ରଖିକି ଘରର ଯେ କୌଣସି କୋଣରେ ରଖିଲେ ପଜେଟିଭ ବୃଦ୍ଧି ପାଇଥାଏ । ଶନିବାର ଦିନ ସୋରିଷ ତେଲ ଦାନ ଓ କୁକୁର କୁ ରୁଟି ଖାଇବାକୁ ଦେବା ଦ୍ଵାରା ସବୁ ସଙ୍କଟ ଦୂର ହୋଇଥାଏ ।

8- ମଙ୍ଗଳବାର ଦିନ କେବେ ପଇସାପତ୍ର ଲେନଦେନ କରିବା ଉଚିତ ନୁହେଁ । ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ଜଳରେ ସିନ୍ଦୁର ପକାଇବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

9- ଘରେ ଧନ ହାନି ହେଉଥିଲେ 5ଟି ମଙ୍ଗଳବାର ଓ ଶନିବାର ତେଲରେ ସିନ୍ଦୁର ଲଗାଇ ହନୁମାନ ଜୀ ଙ୍କୁ ଅର୍ପଣ କରିଲେ ତାହା ଦୂର ହୋଇଥାଏ ।

10- ଡେରି ରେ ଶୋଇବା ବା ଉଠିବା କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ଯା ଦେଖା ଦେଇଥାଏ ।

11- ରାତିରେ ଡେରିରେ ଶୋଇବା ଦ୍ଵାରା କେସ ଜଲ୍ଦି ଧଳା ହେବାର ସମ୍ଭାବନା ଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହେଉଥାଏ ସେହି ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଦ୍ଵାରା ଏହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *