ମହିଳାମାନେ ରାତିରେ ଶୋଇବା ପୂର୍ବରୁ ତାୱା ଉପରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଦାରିଦ୍ରତା ଭୁଲିଯିବ ଆପଣଙ୍କ ଘରର ରାସ୍ତା 

ନମସ୍କାର ବନ୍ଧୁଗଣ, ଅଭାବ ଅନାଟନରେ ଦିନ କାଟିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ଆପଣ ଏହି କଷ୍ଟରେ ଜୀବନ କଟାଉଛନ୍ତି କି ! ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ଦାରିଦ୍ରତାକୁ ଦୂର କରିବା ପାଇଁ ନେଇ ଆସିଛୁ ଏକ ଉପାୟ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ମହିଳାମାନେ ରାତିରେ ତାୱା ଉପରେ କେଉଁ ଜିନିଷ ରଖି ଶୋଇଲେ ଦାରିଦ୍ରତା ଦୂର ହୋଇଥାଏ ।

ପ୍ରଥମ: ତାୱା ରୋଷେଇ ଘରେ ନିହାତି ରହିଥାଏ ରୁଟି ବନାଇବା ପାଇଁ । ଆପଣ ପ୍ରତ୍ୟକ ଦିନ ରୁଟି କରି ସାରିବା ପରେ ଗୋଟିଏ ଛୋଟ ଶେଷ ରୁଟିଟିଏ କରି ତାୱା ଉପରେ ନିଶ୍ଚୟ ରଖନ୍ତୁ । କୁହାଯାଏ କି ରୁଟି କରିସାରି ଏମିତି ଶେଷ ରୁଟିକୁ ଭର୍ତ୍ତି କରିରଖିବା ଦୋସା ଆଣିଥାଏ ଜୀବନରେ । ଆପଣ ଠିକ ସମୟରେ ଠିକ ନିସ୍ପତି ନେଇପାରିନଥାନ୍ତି । ଆପଣ ଶେଷ ରୁଟିକୁ ଥରେ ତାୱା ଉପରେ ଲେଉଟାଇ ଗ୍ୟାସ ବନ୍ଦ କରିବା ଉଚିତ । ତାୱାକୁ କେବେ ଖୋଲା ରଖିବେ ନାହିଁ । ସବୁବେଳେ ଘୋଡାଇ ଲୁଚାଇ ରଖିବେ ।

ଦିତୀୟ: ରୁଟି କରି ସାରିବା ପରେ ଗରମ ତାୱା ଉପରେ ପାଣି  ଛିଞ୍ଚନ୍ତୁ ନାହିଁ । କାରଣ ସେଥିରୁ ହେଉଥିବା ଶବ୍ଦ ଆପଣଙ୍କ ଘରେ କଳହ ସୃଷ୍ଟି କରିଥାଏ । ତୃତୀୟ: ଧ୍ୟାନରେ ରଖନ୍ତୁ ଆପଣ ରୁଟି କରିବା ପୂର୍ବରୁ ଅଳ୍ପ ଲୁଣ ତାୱା ଉପରେ ପୋକାଇ ତାୱାକୁ ପୋଛିଦେଇ ରୁଟି କରନ୍ତୁ । ଏହାଫଳରେ ଆପଣଙ୍କ ଜୀବନରେ ଥିବା ନକରତ୍ମକ ଶକ୍ତି ଦୂର ହୋଇଥାଏ ।

ଚତୁର୍ଥ: ତାୱା କିମ୍ବା କଡେଇକୁ ସଫା କରିସାରିବା ପରେ କେବେ ମଧ୍ୟ ଓଲଟା କରିରଖନ୍ତୁ ନାହିଁ । ଏହା ଆପଣଙ୍କ ଜୀବନରେ ଚିନ୍ତା ବଢାଇଥାଏ । ଆପଣ ସବୁବେଳେ ରୋଷେଇ ସରିବା ପରେ ଗ୍ୟାସର ଡାହାଣ ପଟେ ହିଁ ତାୱାକୁ ରଖନ୍ତୁ । ପଞ୍ଚମ: ତାୱାରେ ରୁଟି ହୋଇସାରିବା ପରେ ଲେମ୍ବୁ ଏବଂ ଲୁଣ ସାହାର୍ଯ୍ୟରେ ତାୱା ସଫା କରନ୍ତୁ ।

ଆପଣ ଏହାକୁ ଘଷି ତାୱାକୁ ଯେତେ ଚମକାଇବେ ଆପଣଙ୍କ ଘର ପରିବାର ଲୋକଙ୍କ ଭାଗ୍ୟ ମଧ୍ୟ ସେତେ ଚମକିବାକୁ ଲାଗିବ । ଷଷ୍ଠ: ଆପଣ ଶନିବାର ଦିନ ଶେଷ ରୁଟିରେ ଏକ ଦୁଇ ବୁନ୍ଦା ତେଲ ଲଗାନ୍ତୁ । ଏବଂ ସେଥିରେ ଅଳ୍ପ ଗୁଡ ସେଥିରେ ପକାଇ କୁକୁରକୁ ଖାଇବାକୁ ଦିଅନ୍ତୁ । ବିଶ୍ଵାସ କରନ୍ତୁ ଶନି ଦେବଙ୍କ କ୍ରୋଧକୁ ଏହା ଶାନ୍ତ କରିଦେବ ।

ସପ୍ତମ: ରାତିରେ ଶୋଇବା ପୂର୍ବରୁ ଆପଣ ତାୱା ଉପରେ ଗୋଟିଏ ତେଜପତ୍ର ରଖନ୍ତୁ ଏବଂ ଗୋଟିଏ ଗୁଜୁରାତି ରଖି ଦିଅନ୍ତୁ । ରାତିସାରା ଏହିଭଳି ରହିବାକୁ ଦିଅନ୍ତୁ । ଏହାପରେ ସକାଳୁ ଉଠି ତାୱାରୁ ଏହାକୁ ଉଠାଇ ଜାଳି ଦିଅନ୍ତୁ । ଏହା ଆପଣଙ୍କ ଘରକୁ ଧନର ଆଗମନ କରାଇଥାଏ । ପୋଷ୍ଟଟିକୁ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ବନ୍ଧୁଗଣ ।

Leave a Reply

Your email address will not be published. Required fields are marked *