କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି ନମ୍ବର । ଯେ କୌଣସି ଗୋଟିଏ ନମ୍ବର ଚୁଜ କରନ୍ତୁ ଯେଉଁ ମାନେ ଲଭ ରିଲେସନରେ ଅଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ବା ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଚିନ୍ତାଧାରା ରହିଛି ତାହା ରହିଛି ଆମର ବିଷୟ ବସ୍ତୁ । ଏଥିପାଇଁ ଆପଣ ୫ଟି ନମ୍ବର ମଧ୍ୟରୁ କୌଣସି ଏକ ବାଛନ୍ତୁ ।

ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ସେ ପାନଙ୍କ ବିଷୟରେ ପଜେଟିଭ ଚିନ୍ତା କରୁଛନ୍ତି । ଆପଣଙ୍କର କେୟାରିଙ୍ଗ ନ୍ୟଚର, ଲୋକଙ୍କୁ ଖୁସି ରଖିବା ଭଳି ଚିନ୍ତାଧାରା ଅଛି ତାଙ୍କ ପାଇଁ ଆପଣଙ୍କ ମନରେ । ସମ୍ପର୍କର ମହତ୍ଵ ଆପଣ ବୁଝନ୍ତି । ଆଜିରେ ଖୁସିରେ ରୁହନ୍ତି କାଲିର ଚିନ୍ତା କରନ୍ତି ନାହି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ସେ ଭାବୁଛନ୍ତି ଆପଣ ଅନେକ କଥା ଲୁଚାଉଛନ୍ତି । ଆପଣ ଯାହା ଦେଖାଉଛନ୍ତି ସେମିତି କିଛି ନାହି । ଆପଣ କଞ୍ଜୁସ ଅଟନ୍ତି । ଆପଣ ପ୍ରତେକ ଜିନିଷକୁ ଅଧିକ ଦେଖାଇଥାନ୍ତି । ଆପଣ ନିଜ ପାଇଁ ଅଧିକ ସ୍ଵାର୍ଥପର ଏମିତି ସେ ଭାବୁଛନ୍ତି । ଇଶ୍ଵର ଆପଣଙ୍କୁ ବହୁତ କିଛି ଦେଇଛନ୍ତି କିନ୍ତୁ ଆପଣ ବହୁତ କଞ୍ଜୁସ ଅଟନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ପଜେଟିଭ ଦେଖୁଛନ୍ତି । ଆପଣଙ୍କୁ ସେ ବହୁତ ଭଲ ଭାବୁଛନ୍ତି । ଆପଣ ଭଲ ବନ୍ଧୁ ବା ରିଲେସନସିପ ରଖାଯାଇ ପାରେ । ଏମିତି ମଣିଷ ସେ ତାଙ୍କ ଜୀବନରେ ଚାହୁଁ ଛନ୍ତି । ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଟନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ପାଇଁ ବହୁତ ପଜେଟିଭ ଅଛନ୍ତି । ଆକର୍ଷଣ ଅଛି ପ୍ରେମ ଅଛି ବିଶ୍ଵାସ ଅଛି ଆପଣଙ୍କ ପ୍ରତି ତାଙ୍କର । ସେ ଆପଣଙ୍କୁ ବହୁତ ଭଲ ଭାବୁଛନ୍ତି । ତାଙ୍କ ଜୀବନରେ ସେ ଯେମିତି ମଣିଷ ଚାହୁଁ ଛନ୍ତି ଆପଣ ଠିକ ସେମିତି । ଆପଣ ଲୋକଙ୍କର କେୟାରିଙ୍ଗ କରନ୍ତି ଏମିତି ସେ ଭାବୁଛନ୍ତି ।

୫- ପଞ୍ଚମ ନମ୍ବର : ଆପଣ ଯାହା ପାଇଁ ପଞ୍ଚମ ନମ୍ବର ଭାବୁଛନ୍ତି ଆପଣଙ୍କ ପାଇଁ ତାଙ୍କ ମନରେ ବହୁତ ସାରା ପ୍ରେମ ଅଛି । ଆପଣଙ୍କ ସହ ଲାଇଫ ରେ ଆଗକୁ ବଢିବାକୁ ଚାହୁଁ ଛନ୍ତି । ଆପଣଙ୍କ ସହ ଜୀବନର ପ୍ରତେକ ଟି ମୂହୁର୍ତ୍ତ ବିତାଇବାକୁ ଚାହୁଁ ଛନ୍ତି । ଆପଣଙ୍କ ସହ ବନ୍ଧୁତା ବା ପାର୍ଟନରସିପ ରଖିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କ ସହ ଭଲ ସମ୍ପର୍କ ବନାଇବାକୁ ଚାହୁଁ ଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *