ଚା ପତିରେ ଏହି ଜିନିଷ ମିଶାନ୍ତୁ ଏବଂ ଧୋଇ ନିଅନ୍ତୁ କେଶ ? ଏତେ ଲମ୍ବା ହୋଇଯିବ ଯେ ସମ୍ଭାଳି ପାରିବେନି !

ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତେକ ମଣିଷ କେଶ ଝଡିବା, ଲମ୍ବା ନ ହେବା, ଧଳା କେଶ ତଥା ଦୁଇ ମୁହାଁ କେଶ କୁ ନେଇ ଚିନ୍ତିତ ଅଛନ୍ତି । ଏଥିରୁ ଆରାମ ପାଇବା ପାଇଁ ଦାମୀ ତେଲ ବା ଶ୍ୟାମ୍ପୋ ର ବ୍ୟବହାର କରୁଛନ୍ତି । ତଥାପି କେଶ ସମସ୍ଯା ପୂର୍ବ ଭଳି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ନୁସଖା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା କେଶ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ତେବେ ଚାଲନ୍ତୁ ଜାଣିବା ଏହା କିପରି ତିଆରି କରିବା ଓ ଏହାର ବ୍ୟବହାର କେମିତି କରିବା । ସବୁଠାରୁ ଭଲ କଥା ହେଉଛି ଏହି ରେମେଡି ତିଆରି କରିବା ପାଇଁ ଯେଉଁ ସବୁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ 2ରୁ 3 ଚାମଚ ଚା ପତି । ତା ପରେ ଆବଶ୍ୟକ 1 କପ ଅରୁଆ ଚାଉଳ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏବେ ଏକ ପାତ୍ର ରେ 4 କପ ପାଣି ନେଉଇ ଗ୍ଯାସ ରେ ବଶାନ୍ତୁ । ଏବେ ସେଥିରେ ଏହି ମିଶ୍ରଣ କୁ ଫୁଟାନ୍ତୁ । ଏହି ମିଶ୍ରଣ କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ମରି ଏକ କପ ନ ହୋଇଛି । ଯେମିତି ଚାଉଳ ଓ ଚା ପତି ର ସବୁ ପୋଶକ ତତ୍ତ୍ଵ ପାଣି ରେ ଭଲ ଭାବେ ମିଶ୍ରଣ ହେବ । ଏହି ଉପଚାର ରେ ଚାଉଳ ର ବ୍ୟବହାର ଏଥିପାଇଁ କରା ଯାଇଛି ଯେ କେଶ ଝଡିବା ବା କେଶ ଲମ୍ବା କରିବାରେ ସହାୟକ ହୋଇଥାଏ ।

ସାଧାରଣତଃ ଚାଉଳ ରେ ପେକରା ନାମକ କମ୍ପାଉଣ୍ଡ ମିଳିଥାଏ । ଯାହା ଆମ ବ୍ଲଡ଼ ସରକୁଲେସନ କୁ ଠିକ କରିବାରେ ସାହାଜ୍ଯ କରିଥାଏ । ଏହି ଉପଚାର ଦ୍ଵାରା ଆପଣଙ୍କ କେଶ ହାଡିବା ବନ୍ଦ ହୋଇଯିବ । ଏମିତିକି ଧଳା କେଶ ସମସ୍ଯା ବି ଆଉ ରହିବ ନାହି । ଏବେ ଏହାକୁ ଛାଣି ଦିଅନ୍ତୁ ଅନ୍ୟ ଏକ ପାତ୍ର କୁ । ଆପଣ ଏହି ଉପଚାର କୁ ସପ୍ତାହକୁ ଦୁଇ ଥର ନିହାତି ପ୍ରୟୋଗ କରନ୍ତୁ ।

ଏହା ଛଡା ଯଦି ଆପଣ ଦୁଇ ମୁହାଁ କେଶ କୁ ନେଇ ଚିନ୍ତାରେ ଅଛନ୍ତି ତେବେ ଏହି ରେମଡି ର ପ୍ରୟୋଗ ଦ୍ଵାରା ତାହା ଦୂର ହୋଇଯିବ । ଏହି ଉପାୟର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଘନ, ଲମ୍ବା ଓ ଚମକଦାର ହୋଇଯିବ । ଯଦି ଆପଣଙ୍କର କେଶ ଜନିତ ସମସ୍ଯା ଠିକ ହୋଇଯାଏ ତଥାପି ଏହାର ବ୍ୟବହାର କରନ୍ତୁ ।

ଚା ପତି କେଶ ର ମୂଳକୁ ଇନଫେକସନ କୁ ଦୂର କରିଥାଏ । କେଶ ମୂଳ ଯାଏଁ ଯାଇ କେଶ ଜନିତ ସମସ୍ୟାକୁ ଦୂର କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *