ମହିଳା ମାନେ ମଥାରେ ଏମିତି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ହୋଇ ଯାଇଥାନ୍ତି ଦୂର…

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସିନ୍ଦୁର ର ବହୁତ ଅଧିକ ମହତ୍ଵ ଅଛି । ଏହା ଗୋଟେ ନାରୀ ପାଇଁ ବିବାହର ପ୍ରତୀକ ହୋଇଥାଏ । ଜଣେ ବିବାହିତା ନାରିଙ୍କ ମଥାରେ ସିନ୍ଦୁର ନିଶ୍ଚୟ ରହିଥାଏ । ଗୋଟେ ବିବାହିତା ହିଲା ଙ୍କୁ ସିନ୍ଦୁର ବିନା ଅଧୁରା ମାନାଯାଏ । ହିନ୍ଦୁ ଧର୍ମ ଅନୁଯାୟୀ ସିନ୍ଦୁର ର ଆଧ୍ୟାତ୍ମିକ ମହତ୍ଵ ଅଛି । ସିନ୍ଦୁର ଲଗାଇବା ସମୟରେ ନାରୀ ମାନେ ଅଜାଣତରେ କିଛି ଭୁଲ କରି ଦିଅନ୍ତି । ଯାହା ସେମାନଙ୍କ ସ୍ଵାମୀ ଓ ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସିନ୍ଦୁର ଲଗାଇବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

1- ମାନ୍ୟତା ଅନୁସାରେ ଯେଉଁ ସ୍ତ୍ରୀ ମଥାର ମଝିରେ ସିନ୍ଦୁର ନ ଲଗାଇ ସାଇଟ ରେ ଲଗାଇଥାଏ ତାର ସ୍ଵାମୀ ତାକୁ ପଚାରେ ନାହିଁ । ଏହା ସହ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ ।

2- ଯେଉଁ ସ୍ତ୍ରୀ ମଥାର ମଝିରେ ସିନ୍ଦୁର ଲଗାଇଥାନ୍ତି ତାଙ୍କ ସ୍ଵାମୀ ଙ୍କ ଆୟୁଷ ବହୁତ ଲମ୍ବା ହୋଇଥାଏ ।

3- ଯଦି କୌଣସି ସ୍ତ୍ରୀ ଜାଣିବାକୁ ଚାହୁଁ ଛନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ କେତେ ଭଲ ପାଉଛନ୍ତି । ତେବେ ସ୍ଵାମୀ ଙ୍କ ହାତ ରୁ ସିନ୍ଦୁର ଲଗାନ୍ତୁ । ଯଦି ସିନ୍ଦୁର ଟିକେ ନାକ ଉପରେ ପଡେ ତେବେ ଜାଣି ନେବେ ବି ଆପଣଙ୍କ ସ୍ଵାମୀ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

4- ଏମିତି ମାନାଯାଏ ଯେଉଁ ସ୍ତ୍ରୀ ନିଜ ମଥାର ସିନ୍ଦୁର କୁ ଲୁଚାଇ ଦିଅନ୍ତି ତାଙ୍କ ସ୍ଵାମୀଙ୍କର ସମ୍ମାନ ସମାଜରେ ଲୁଚିକି ରୁହେ । ଓ ସମାଜରେ ମାନ ସମାନ ମିଳେ ନାହିଁ । ସେଥିପାଇଁ ସିନ୍ଦୁର ଲମ୍ବା ଓ ଦେଖାଇକି ଲଗାଇବା ଦରକାର ।

5- ସିନ୍ଦୁର ଲଗାଇବା ସମୟରେ ନାରୀଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ମଥାରେ ସାଇଟ କରି ସିନ୍ଦୁର ଲଗାଇଲେ ସ୍ଵାମୀ ଅନ୍ୟ ସ୍ତ୍ରୀ ପ୍ରତି ଆକ୍ରୁଷ୍ଟ ହୁଅନ୍ତି । ସେଥିପାଇଁ ଏହି ଭୁଲ ବିବାହିତା ନାରୀ ମାନେ କରନ୍ତୁ ନାହିଁ ।

6- ମଥାରେ ସିନ୍ଦୁର ଲଗାଇବା ସମୟରେ ଯଦି ହଠାତ ହାତ ରୁ ଖସିଯାଏ ତେବେ ଏହା ଅଶୁଭ ହୋଇଥାଏ । ଏହା ସମ୍ପର୍କ ଖରାପ ହେବାର ସଂକେତ ହୋଇଥାଏ ।

7- ଯେଉଁ ବ୍ୟକ୍ତି ଙ୍କୁ ସ୍ଵପ୍ନ ରେ ସିନ୍ଦୁର ଲଗାଉଥିବା ନାରୀ ର ଦର୍ଶନ ହୋଇଥାଏ ଏହାକୁ ଶୁଭ ମାନାଯାଏ ।

8- ଯେଉଁ ସ୍ତ୍ରୀ ସିନ୍ଦୁର ଲଗାଇବା ପୂର୍ବରୁ ସିନ୍ଦୁର କୁ ପ୍ରଣାମ କରି ଓ ମା ଙ୍କୁ ସମର୍ପଣ କରି ଲଗାଇ ଥାଏ ସେ ସୌଭାଗ୍ୟବତୀ ହୋଇଥାଏ । ଓ ତାଙ୍କ ସ୍ବାମୀଙ୍କ ଆୟୁଷ ବଢିଥାଏ ।

9- ଏମିତି ମାନାଯାଏ କି ପବିତ୍ର ଓ ଶୁଭ ଦିନରେ ସ୍ଵାମୀ ସ୍ତ୍ରୀ ମଥାରେ ସିନ୍ଦୁର ଲଗାଇଲେ ଉଭୟ ସବୁ ଦିନ ପାଇଁ ଖୁସିରେ ରହିବେ । ଏହା ଦ୍ଵାରା ସମ୍ପର୍କ ରେ କାହାର ନଜର ଲାଗେ ନାହିଁ ।

10- ମହିଳାମାନେ ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *