ମହିଳା ମାନେ ପାଦରେ ମୁଦି ପିନ୍ଧିବା ଦ୍ବାରା କଣ ପାଇଁ ସ୍ବାମୀ ଋଣ ଆଉ କଷ୍ଟରେ ବୁଡି ଯାଆନ୍ତି ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସୁନା ଗହଣା କୁ ନେଇ କିଛି କଥା ଜାଣିବା ନିହାତି ଜରୁରୀ ଅଟେ । କାରଣ ସୁନା ରୂପା ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ସୁନା ହଜିବା ବା ମିଳିବା ଏହା ଉଭୟ ଅଶୁଭ ହୋଇଥାଏ । ସୁନା କୁ ଗୁରୁ ଗ୍ରହର ପ୍ରତୀକ ମାନାଯାଏ । ସେଥିପାଇଁ ସୁନା ମିଳିବା ବା ହଜିବା ଗୁରୁ ଗ୍ରହର ପ୍ରଭାବ କୁ ବଢାଇଥାଏ ବା କମାଇ ଥାଏ । ଯାହାକୁ ଭଲ ମାନାଯାଏ ନାହିଁ । ମହିଳାଙ୍କୁ ଗହଣା ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ଆଜି ଆମେ ଜାଣିବା ସୁନା ଗହଣା କେମିତି ଆମ ଜୀବନକୁ ପ୍ରଭାବିତ କରିଥାଏ । ଗୋଡ ରେ ମୁଦି ପିନ୍ଧିବା ବିବାହିତା ନାରୀ ଙ୍କୁ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କିଏ ପାଦ ରେ ମୁଦି କାହିଁକି ପିନ୍ଧା ଯାଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଗୋଡ ମୁଦି କୁ ଶ୍ରୀଙ୍ଗାର ର ଶେଷ ଆଭୁଷଣ ମାନାଯାଏ । ଦୁଇ ଆଙ୍ଗୁଠି ମଝିରେ ମୁଦି ପିନ୍ଧିବାର ମାନ୍ୟତା ଅଛି । ବାସ୍ତବରେ ସବୁ ଶ୍ରୀଙ୍ଗାର ମଥା ମଣି ଓ ଗୋଡ ମୁଦି ରେ ହୋଇଥାଏ ।

ସୁନା ର ମଥା ମଣି ଓ ଗୋଡ ମୁଦି ର ଅଭୁତ ଅଧିକ ମହତ୍ଵ ଥାଏ । ଏହାର ଆତ୍ମା ର କାରକ ସୂର୍ଯ୍ୟ ତଥା ମନର କାରକ ଚନ୍ଦ୍ରମା ଉଭୟଙ୍କର କୃପା ସବୁବେଳେ ରହିବା ପାଇଁ ମଥା ରେ ସବୁବେଳେ ମଥା ମଣି ଓ ଗୋଡ ରେ ରୂପା ମୁଦି ପିନ୍ଧିବା ଉଚିତ ହୋଇଥାଏ । ସୁନା ମୁଦି ପିନ୍ଧିବା କୁ ଅଶୁଭ ମାନଯାଏ । ଏହା ବ୍ଯତୀତ ବିଜ୍ଞାନ ରେ ମଧ୍ୟ କୁହା ଯାଇଛି ରୂପା ର ମୁଦି ଗୋଡ ରେ ପିନ୍ଧିବା ଦ୍ଵାରା ମାନସିକ ଶାନ୍ତି ମିଳିଥାଏ ।

ବିବାହିତା ନାରୀ ମାନେ ଧ୍ୟାନ ରଖିବା ଉଚିତ କି ଗୋଡ ମୁଦି କେବେ ବି ହଜିବା ଉଚିତ ନୁହେଁ । ଏହା ସହ ଗୋଡ ର ମୁଦି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ ନୁହେଁ । ଏମିତି ଯଦି କରାଯାଏ ତେବେ ସ୍ବାମୀଙ୍କୁ ସ୍ୱାସ୍ଥ୍ୟ ସମସ୍ଯା ବା ରୁଣ ଜନିତ ସମସ୍ଯା ହିପାରେ । ମାନସିକ ଅସାନ୍ତି ବଢିପାରେ । ଘରର ମହିଳା ଏମିତି ପାଉଁଜି ଓ ମୁଦି ପିନ୍ଧିବା ଦରକାର ଯେଉଁଥିରୁ ଧୀରେ ଧୀରେ ସାଉଣ୍ଡ ଆସୁଥିବ ।

ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ । ଯେଉଁ ମହିଳାଙ୍କର କାନ ଫୁଲ ହଜିଯାଏ ସେମାନଙ୍କୁ ଖରାପ ଖବର ଶୁଣିବାର ସମ୍ଭାବନା ଥାଏ । ନାକ ଫୁଲ ହଜିବା ଦ୍ଵାରା ଅପମାନର ସାମନା କରିବାକୁ ପଡିପାରେ । ଝୁମକା ହଜିବା ଦ୍ଵାରା ବଡ ଚିନ୍ତାର କାରଣ ହୋଇପାରେ । ହାତ ବା ନେକଲେସ ହଜିବା ଦ୍ଵାରା ଖୁସି ରେ କମି ଆସିଥାଏ । ଏଣୁ କୌଣସି ବି ଗହଣା ହଜିବା ଉଚିତ ନୁହେଁ । ହଜିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ କଷ୍ଟର ସାମ୍ନା କରିବାକୁ ପଡିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *