ଏହି ଦୁନିଆରେ ଯିଏ ଭଲ ଜୀବନ ବଞ୍ଚିବା ପାଇଁ ଚାହାଁନ୍ତି ସେହି ବ୍ୟକ୍ତି ସବୁ ପ୍ରକାର ଚେଷ୍ଟା କରନ୍ତି, ଅଧିକରୁ ଅଧିକ ଟଙ୍କା କମେଇ ପାରିବେ ସେଥି ପାଇଁ ଦିନ ରାତି ପରିଶ୍ରମ କରିଥାଏ । କିନ୍ତୁ ସେତିକି ଟଙ୍କା ରୋଜଗାର କରିପାରେନି ଯାହା ଦ୍ଵାରା ସେ ଗୋଟେ ଭଲ ଜୀବନ ର ଆନନ୍ଦ ପାଇପାରିବ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଟଙ୍କା କମେଇବା ପାଇଁ ସାରା ଦିନ ମଣିଷ ଘରୁ ବାହାରେ ଖରାରେ ପରିଶ୍ରମ କରିଥାଏ ।
ଆଉ କେହି ନିଜ ବ୍ୟବସାୟରେ ଜୀବନ ଦେଇ କାମ କରେ କାରଣ ସେ ଅଧିକରୁ ଅଧିକ ଟଙ୍କା କମାଇବାକୁ ଚାହେଁ ।
ହେଲେ କହିବାକୁ ଚାହୁଁଛୁ କେତେ ଥର ମଣିଷକୁ ଅସଫଳ ହେବାକୁ ପଡିଥାଏ, କିଛି ବ୍ୟକ୍ତି ବି ଟଙ୍କା କମେଇବା ପାଇଁ ଖରାପ ରାସ୍ତା ମଧ୍ୟ ବାଛି ନେବାକୁ ପଛାନ୍ତି ନାହିଁ । ବହୁତ ଶୀଘ୍ର ଧନୀ ହେବାର ଚେଷ୍ଟାରେ ସେ କିଛି ଲୋକ ଖରାପ କାମ ଯେମିତି ଚୋରୀ, ଲୁଟ ଆଦି ମଧ୍ୟ କରନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ କୌଣସି ଖରାପ ରାସ୍ତା ଆପଣେଇବେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଆପଣେଇକି ଆପଣ ବି ଧନବାନ ହେବେ ।
ଯେମିତିକି ଆମେ ସମସ୍ତେ ଜାଣିଛେ କି ମାଘ ମାସ ଚାଲିଛି ଏବଂ ଆସ୍ଥା ର ମହାପର୍ବ ଆଜିଠାରୁ ଆରମ୍ଭ ହୋଇଛି ଆପଣଙ୍କୁ କହି ରଖୁଛୁ କି ଏହି ଦିନ କଣ କଲେ ଆପଣ ବହୁତ ଲାଭକାରୀ ହୋଇପାରିବେ । ଏଥି ପାଇଁ ଆପଣଙ୍କୁ ପ୍ରଥମେ ଏକ ୧୦ ଟଙ୍କିଆ ମୁଦ୍ରା ଏବଂ ତା ସହ ଟଙ୍କିକିଆ ମୁଦ୍ରା ଆବଶ୍ୟକ ହେବ । ମନେ ରହେ ଆପଣଙ୍କୁ ନୋଟ ନୁହେଁ କଏନ ହିଁ ନବାକୁ ହବ । ଏହାପରେ ଆପଣଙ୍କ ଘରେ ଲକ୍ଷ୍ମୀ ମନ୍ଦିର ରେ ଯାଇକି ଲକ୍ଷ୍ମୀଙ୍କ ସାମ୍ନାରେ ଲଗେଇବାକୁ ହେବ ଏବଂ ଏହି ୧୧ ଟଙ୍କା କୁ ଲକ୍ଷ୍ମୀଙ୍କ ଆଗରେ ରଖିଦିଅ ।
ତାପରେ ଆପଣ ଆପଣଙ୍କର ଦୁଇ ହାତ ଯୋଡି ଆପଣଙ୍କ ମନରେ ଯାହା ଅଛି ତାହା କୁ ସାତ ଥର କହିବାକୁ ହବ । ତାପରେ ଏହି ମନ୍ତ୍ର ‘ଓ ନମୋ ଭଗବତେ ବାସୁଦେବାୟ ନାମ’ ଜପ ୨୧ ଥର କରିବାକୁ ହବ । ଏହାପରେ ଆପଣ ସେହି କଏନ କୁ ଦୀପ ଉପରେ ୧୧ ଥର ବୁଲେଇ ତା ପରେ ସେହି କଏନ କୁ କିଛି ଗରିବ ପିଲାକୁ ବା କିଛି ଗରିବ ବ୍ୟକ୍ତି କୁ ଦେଇଦିଅ । ଗରିବ ଲୋକ ସେହି ଟଙ୍କାକୁ ଖର୍ଚ୍ଚ କରିବା ଦ୍ଵାରା ଆପଣଙ୍କ ଘରକୁ ବି ମା ଲକ୍ଷ୍ମୀ ଆସିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ, ଯଦି ପସନ୍ଦ ଆସେ ତେବେ ଲାଇକ ଓ ଶେୟାର କରନ୍ତୁ । ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।