GK- ମଣିଷ ଦିନକୁ କେତେ ଥର ରୁ ଅଧିକ ପରିସ୍ରା ଗଲେ କିଡନୀ ଖରାପ ଅଛି ବୋଲି ଜାଣିପାରିବା ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁଥି ରେ ପ୍ରୋଟିନ ଅଧିକ ପରିମାଣରେ ଥାଏ ?

ଉତ୍ତର- ଅଣ୍ଡା ।

2- ବିଶ୍ଵ ର ସବୁଠୁ ଉଚ୍ଚ ପର୍ବତ ଶିଖର କେଉଁ ଦେଶରେ ଅବସ୍ଥିତ ଅଟେ ?

ଉତ୍ତର- ନେପାଳ ।

3- ପରିବା ମାନଙ୍କର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଭେଣ୍ଡି ।

4- କେଉଁ ଜୀବ ର କ୍ଷୀର ରୁ ଔଷଧ ତିଆରି କରାଯାଏ ?

ଉତ୍ତର- ସିଂହ ।

5- ପିଜୁଳି କେଉଁ ରୋଗ ପାଇଁ ଉପକାରୀ ଅଟେ ?

ଉତ୍ତର- ବ୍ଲଡ଼ ପ୍ରେସର ।

6- ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ଅଛି ?

ଉତ୍ତର- ରାଜସ୍ଥାନ ।

7- ଆମିଷ ଖାଉ ନ ଥିବା ବ୍ଯକ୍ତିର କେଉଁ ଭିଟାମିନ ର ଅଭାବ ହୋଇଥାଏ ?

ଉତ୍ତର- ଭିଟାମିନ ବି-12 ।

8- କେଉଁ ପକ୍ଷୀ କେବେ ବି ମାଟି କୁ ଛୁଇଁ ନ ଥାଏ ?

ଉତ୍ତର- ବାଦୁଡି ।

9- ଧଳା ରଙ୍ଗର ସେଓ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

10- କଣ ଖାଇବା ଦ୍ଵାରା ଆଖି ର ପାୱାର ବଢିଥାଏ ?

ଉତ୍ତର- ପାଳଙ୍ଗ ଶାଗ ।

11- ଗୋଟିଏ ଲିଟର ଇନ୍ଧନ ରେ ହେଲିକ୍ୟାପ୍ଟର କେତେ ଦୂରତା ଅତିକ୍ରମ କରିଥାଏ ?

ଉତ୍ତର- 4କିମି ।

12- କେଉଁ ଜୀବ ର ଦାନ୍ତ ସବୁଠୁ ମହଙ୍ଗା ଅଟେ ?

ଉତ୍ତର- ଗଣ୍ଡା ।

13- ସୂର୍ଯ୍ୟ ରେ ସବୁଠୁ ଅଧିକ କେଉଁ ଗ୍ଯାସ ଥାଏ ?

ଉତ୍ତର- ହାଇଡ୍ରୋଜେନ ।

14- କେଉଁ ଫଳ ଖାଇଲେ ଓଜନ କମ ହୋଇଥାଏ ?

ଉତ୍ତର- ଖଜୁରୀ ।

15- ସବୁଦିନ ଲିପଷ୍ଟିକ ଲଗାଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- କ୍ୟାନ୍ସର ।

16- ଗୁଗୁଲ ରେ ଗୋଟିଏ ମିନିଟ ରେ କେତେ ପ୍ରଶ୍ନ ପଚରା ଯାଇଥାଏ ?

ଉତ୍ତର- 37 ଲକ୍ଷ ।

17- କେଉଁ ପ୍ରାଣୀ କୁ ଛୁରୀ ରେ କାଟିଲେ ମଧ୍ୟ କାଟି ନ ଥାଏ ?

ଉତ୍ତର- ଜେଲିଫିସ ।

18- ଭାରତର କେଉଁ ରାଜ୍ୟରେ ଯୌତୁକ ରେ ସାପ ଦିଆଯାଏ ?

ଉତ୍ତର- ମଧ୍ୟ ପ୍ରଦେଶ ।

19- ଗଧର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 30 ବର୍ଷ ।

20- ମଣିଷ ଦିନକୁ କେତେ ଥରରୁ ଅଧିକ ପରିସ୍ରା ଗଲେ କିଡନି ଖରାପ ଅଛି ବୋଲି ଜାଣିପାରିବା ?

ଉତ୍ତର- 8ରୁ ଅଧିକ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *