ଶରୀରର ଏହି 4ଟି ଜାଗାରେ କଳାଜାଇ ଥିବା ବ୍ୟକ୍ତି ହୋଇଥାନ୍ତି ଧନବାନ !

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶରୀରର ଏମିତି କିଛି ମୁଖ୍ୟ ଜାଗା ଅଛି । ଯେଉଁ ଜାଗାରେ କଳାଯାଇ ଥିବା ବହୁତ ଶୁଭ ମାନା ଯାଇଥାଏ । ମନୁଷ୍ୟ ଶରୀରରେ ସାଧାରଣତଃ ବିଭିନ୍ନ ଜାଗାରେ କଳାଜାଇ ରହିଥାଏ । ଏହି ଚିହ୍ନ କେତେକ ଲୋକଙ୍କୁ ବହୁତ ଭଲ ଲାଗିଥାଏ ତ ଆଉ କେତେକ ଲୋକଙ୍କୁ ଏହାର ଥିବା ନ ଥିବା ଫରକ ପକାଇ ନ ଥାଏ । ଶାସ୍ତ୍ର ଅନୁଯାୟୀ ଶରୀରରେ କେଉଁ ଜାଗାରେ କଳାଜାଇ ଥିବା ଅଶୁଭ  ଶୁଭ ହୋଇଥାଏ ତାହା ଉପରେ ଉଲେଖ ରହିଛି । ଆଜି ଆମେ ଆପଣଙ୍କୁ ଏମିତି 4ଟି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ କଳାଜାଇ ଥିଲେ ମଣିଷ ଭାଗ୍ଯବାନ ହୋଇଥାଏ ।

1- ଯେଉଁ ବ୍ୟକ୍ତି ଙ୍କ ଓଠ ର ତଳ ଭାଗରେ କଳାଜାଇ ଥାଏ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏଭଳି ବ୍ୟକ୍ତି ଙ୍କ ର ଅଧୁରା କାମ ପୁରା ହୋଇଥାଏ । ଏହିପରି ଲୋକଙ୍କର ଫାଇନାନ୍ସ ସ୍ଥିତି ବହୁତ ଭଲ ହୋଇଥାଏ । ଯଦି କୌଣସି ପୁରୁଷ ଙ୍କର ଓଠ ତଳେ କଳାଜାଇ ଥାଏ ତେବେ ସେମାନେ ପଇସା କମାଇବାରେ ମାହିର ହୋଇଥାନ୍ତି । ଯେଉଁ ମହିଳାଙ୍କର ଓଠ ରେ କଳାଜାଇ ଥାଏ ସେମାନେ ଅନ୍ୟ ମହିଳାଙ୍କ ଠାରୁ ସଜେଇ ହେବାକୁ ପସନ୍ଦ କରନ୍ତି । ଏମାନେ କମ ପରିଶ୍ରମରେ ଅଧିକ ଫଳ ପାଇଥାନ୍ତି । ଯେଉଁ ମାନଙ୍କର ଓଠ ରେ ମଝିରେ କଳାଜାଇ ଥାଏ ସେମାନଙ୍କର ତାଙ୍କ ପାର୍ଟନର ଙ୍କ ସହ ବହୁତ ଭଲ ସମ୍ପର୍କ ରହିଥାଏ ।

2- ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ନାକ ର ଉପର ଭାଗରେ କଳାଜାଇ ଥାଏ ସେମାନେ ହୃଦୟରୁ ସଫା ହୋଇଥାନ୍ତି  ଏମାନଙ୍କ ମନରେ ଚଳ କପଟ ନ ଥାଏ । ଏମାନେ ସ୍ବାଭିମାନୀ ପ୍ରକୃତିର ହୋଇଥାନ୍ତି । ଏମାନେ ଚାକିରି କରନ୍ତୁ କି ବିଜେନ୍ସ କାରଣରୁ ଏମାନଙ୍କୁ ବହୁତ ସଫଳତା ମିଳିଥାଏ ।

3- ଶାସ୍ତ୍ର ଅନୁସାରେ ହାତ ପାପୁଲି ରେ କଳାଜାଇ ଥିଲେ ଏହା ବହୁତ ଶୁଭ ବୋଲି ମାନାଯାଏ । ଏହା ଅଧିକ ଶୁଭଦାୟକ ହୋଇଥାଏ ଯଦି ପୁରୁଷ ଙ୍କର ଡାହାଣ ଓ ମହିଳାଙ୍କର ବାମ ପାପୁଲି ରେ ଏହା ଥାଏ । ଏହିଭଳି ଲୋକଙ୍କର ଜୀବନ ବିଳାସ ବ୍ୟସନ ରେ କଟିଥାଏ । ଏମାନେ ବହୁତ ଧନବାନ ହୋଇଥାନ୍ତି ।

4- ଶାସ୍ତ୍ର ଅନୁଯାୟୀ ପିଠି ରେ କଳାଜାଇ ହେବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ବ୍ୟକ୍ତି ମାନେ ଭ୍ରମଣ ପ୍ରିୟ ହୋଇଥାନ୍ତି । ଏମିତି କି ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ପରିବାରର କେୟାର ନେଇଥାନ୍ତି । ଏମାନେ ଖୁବ ସମୟରେ ଅଧିକ ଉନ୍ନତି କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *