ମାତ୍ର ଗୋଟିଏ ମୟୂର ପର ବଦଳାଇ ଦେଇପାରେ ଆପଣଙ୍କର ଭାଗ୍ୟ, ଜାଣନ୍ତୁ କିପରି ? Vaastu Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମୟୁର ପର କେତେ ଉପକାରୀ ହୋଇଥାଏ ଆମ ଜୀବନରେ । ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ । ମୟୁର ପକ୍ଷୀ ର ପରକୁ ମୟୁର ପର କୁହାଯାଏ । ଏହାକୁ ଦେଖି ଲୋକେ ଖୁସି ମହଦୀ ହୋଇଥାନ୍ତି । ଅନେକ ଲୋକ ମୟୁର ପର ଘରେ ରଖିବାକୁ ପସନ୍ଦ କରିଥାନ୍ତି । ହିନ୍ଦୁ ଓ  ବୌଦ୍ଧ ଧର୍ମରେ ପ୍ରତକେ ଲୋକ ଏହି ମୟୁର ପରକୁ ଘରେ ରଖିଥାନ୍ତି । ଭଗବାନ କୃଷ୍ଣ, କାର୍ତ୍ତିକେୟ, ଗଣେଶଙ୍କର ପ୍ରିୟ ହୋଇଥାଏ ମୟୁର ପର କାରଣ ଏହା ବହୁତ ପବିତ୍ର ହୋଇଥାଏ । ନବ ଗ୍ରହର ବାସ ରହିଥାଏ ମୟୁର ପର ରେ । ଏବେ ଆସନ୍ତୁ ଜାଣିବା ମୟୁର ପର କିପରି ଭାଗ୍ୟ ବଦଳାଇ ଦେବ ।

୧- ଯଦି ଆପଣ ଘରେ ଖରାପ ଶକ୍ତି ଥିବାର ଅନୁଭବ କରୁଛନ୍ତି ତେବେ ମୟୂର ପର ଆଣି ରଖନ୍ତୁ । ଦେଖିବେ ସମସ୍ତ ନାକାରାତ୍ମକ ସମାପ୍ତ ହୋଇଯିବ । ଘରେ କୌଣସି ଖରାପ ଊର୍ଜା ପ୍ରବେଶ କରିବା ନାହି ।

୨- ବିଦ୍ୟାରଥି ମାନେ ନିଜ ରୁମ ରେ ମୟୁର ପର ରଖିଲେ ସଠିକ ବିଦ୍ୟା ପ୍ରାପ୍ତ ହୋଇଥାଏ । ଯେଉଁ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ନିଜ ରୁମ ରେ ମୟୁର ପର ଲଗାଇବା ଦ୍ଵାରା ମାତା ସରସ୍ଵତୀ ଙ୍କ ବାସ ରହିଥାଏ ।

୩- ଘରେ ଧନର ବୃଦ୍ଧି ପାଇଁ ଆଲମାରି ବା ଟଙ୍କା ରଖୁଥିବା ଜାଗା ରେ ମୟୁର ପର ରଖନ୍ତୁ । ଆର୍ଥିକ ଲାଭ ପାଇଁ ରାଧା କୃଷ୍ଣଙ୍କ ମୂର୍ତ୍ତି ରେ ମୟୁର ପର ଲଗାଇ ରଖିପାରିବେ ।

୪- ପରିବାର ଲୋକଙ୍କ ମଧ୍ୟରେ ଖରାପ ସମ୍ପର୍କ ବା ବିବାଦ ସ୍ଥିତି ଲାଗି ରହୁଥିଲେ ସେହି ଘରେ ବଂଶୀ ରଖନ୍ତୁ । ସେହି ବଂଶୀ ସହ ମୟୁର ପର ରଖିବା ଦ୍ଵାରା ସମ୍ପର୍କରେ ମଧୁରତା ଭାବନା ଆସିଥାଏ ।

୫- ଗ୍ରହ ଦୋଷ ଦୂର କରିବା ପାଇଁ ମୟୁର ପର ଘରେ ଲଗାଯାଏ । ଏକ ମୟୁର ପର ଆଣି ୨୧ ଥର ପାଣି ସିଞ୍ଚନ କରିବ ପୂର୍ବରୁ ଗ୍ରହଙ୍କର ମନ୍ତ୍ର ଜପ କରନ୍ତୁ । ଏହା ପରେ ମୟୁର ପରକୁ ସେହି ସ୍ଥାନରେ ରଖନ୍ତୁ ଯେଉଁ ଠାରେ ଆପଣଙ୍କର ନଜର ସର୍ବଦା ରହୁଥିବ ।

୬- କୌଣସି ପିଲାଙ୍କ ପ୍ରତି ଖରାପ ଦ୍ରୁଷ୍ଟି ରହୁଥିଲେ ସେମାନଙ୍କୁ ଚାନ୍ଦିର ତାବିଜ ପିନ୍ଧାଇ ଦିଅନ୍ତୁ । ସେଠାରେ ଏକ ଛୋଟ ମୟୁର ଚୁଳ ଲଗାଇଲେ ପିଲାଙ୍କ ପ୍ରତି ଥିବା ଖରାପ ନଜର ଦୂର ହୋଇଥାଏ ।

୭- କୌଣସି ଶତ୍ରୁ ଙ୍କ ଠାରୁ ରକ୍ଷା ପାଇବାକୁ ଶନିବାର ବା ମଙ୍ଗଳବାର ଦିନ ହନୁମାନ ମନ୍ଦିର କୁ ମୟୁର ପର ନେଇ ସେଥିରେ ନିଜ ଶତ୍ରୁ ଙ୍କ ନାଁ ଲେଖି ଦିଅନ୍ତୁ । ସେହି ଦିନ ମୟୁର ପରକୁ ଜଳରେ ପ୍ରବାହିତ କରନ୍ତୁ ।

୮- ଘରର ମୁଖ୍ୟ ଦ୍ବାରରେ ମୟୁର ପର ଲଗାଇଲେ ଶୁଭ ହୋଇଥାଏ । ଘରକୁ ପୋକ ଜୋକ ପ୍ରବେଶ କରିପାରିବେ ନାହି । ୩ଟି ମୟୁର ପର ନେଇ ସିନ୍ଦୁର ଲଗାଇ ହନୁମାନଙ୍କ ମୂର୍ତ୍ତି ପାଖରେ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *