ମାତ୍ର ଥରେ ଏହି ପତ୍ରର କାଢା ବନେଇ ପିଅନ୍ତୁ ଦେଖିବେ ଥଣ୍ଡା, କାଶ, କଫ ରୁ ତୁରନ୍ତ ମିଳିବ ଆରାମ

ବନ୍ଧୁଗଣ ଥଣ୍ଡା, କାଶ, ଫୁସଫୁସ, ଗଳା ରେ ଜମା କଫ ତୁରନ୍ତ ବାହାରିଯିବ । ଯଦି ଆପଣଙ୍କୁ ଏବେ ଥଣ୍ଡା, କାଶ ସମସ୍ଯା ହୋଇଛି ବା ବହୁତ ଦିନରୁ କଫ ଜମା ହୋଇଛି ତେବେ 3 ଥର ଏହି ରେମେଡି ର ପ୍ରୟୋଗ କରନ୍ତୁ । ଏହିଭଳି ସମସ୍ଯା ଲାଗି ରହିଛି ତେବେ ଏହି ଉପାୟ କୁ ନିହାତି 3 ଥର ଟ୍ରାଏ କରନ୍ତୁ । ନିଶ୍ଚୟ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା ଏହି ରେମେଡି ବନାଇବାର ଉପାୟ ବିଷୟରେ ।

ଏହି ରେମେଡି ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ପିଜୁଳି ପତ୍ର ଯାହା ଆପଣଙ୍କୁ ସହଜରେ ମିଳିଯିବ । ପିଜୁଳି ପତ୍ର ବଡ ମିଳିଗଲେ ଥରକ ପାଇଁ 3ଟି ନିଅନ୍ତୁ ଏବଂ ଛୋଟ ମିଳିଲେ 3ରୁ 4ଟି ନିଅନ୍ତୁ । ପିଜୁଳି ପତ୍ରକୁ ଭଲ ଭାବେ ଧୋଇ ଏହାର ପ୍ରୟୋଗ କରନ୍ତୁ । ଯଦି ସମ୍ଭବ ପାଣିରେ ପତ୍ରକୁ ଭିଯାଇ ରଖନ୍ତୁ । ଏହି ପତ୍ରର ଟେଷ୍ଟ କଶା ହୋଇଥିଲେ ବି ଫାଇଦା ଦେଇଥାଏ ।

ପିଜୁଳି ପତ୍ରରୁ ଏହାର ଫାଇଦା ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ପିଜୁଳି ପତ୍ରକୁ ଧୋଇବା ପରେ ଡେମ୍ଫ କୁ କାଢି ଦିଅନ୍ତୁ । ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏବେ ପାଣିକୁ ଫୁଟିବାକୁ ଦିଅନ୍ତୁ । ପାଣି ଫୁଟିବା ପରେ ପିଜୁଳି ପତ୍ର ପକାନ୍ତୁ । ଏହା ପରେ 2ଟି ଗୁଜୁରାତି, ଲବଙ୍ଗ, 3ଟି ଗୋଲମରୀଚ, ଅଧ ଇଞ୍ଚ ଲମ୍ବର ଅଦା ନିଅନ୍ତୁ ।

ଏହି ସବୁ ସାମଗ୍ରୀ କୁ ଭଲ ଭାବେ ବାଟି ଦିଅନ୍ତୁ ଓ ପାଣି ରେ ପକାଇ ଦିଅନ୍ତୁ । ପାଣିକୁ ଭଲ ଭାବେ ଫୁଟାନ୍ତୁ । ଏଥିରେ ଚିନୀ ବା ମିଶ୍ରି ର ପ୍ରୟୋଗ କରନ୍ତୁ ନାହିଁ । କିନ୍ତୁ ମହୁ ବା ଗୁଡ ମିଶାଇ ପାରିବେ । ପାଣି ଫୁଟି ଫୁଟି ଅଧା ହୋଇଗଲେ ଏହାକୁ ଛାଣି ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ମହୁ ମିଶାଇ ପାରିବେ । ଗୁଡ ପାଣି ଫୁଟିବା ପୂର୍ବରୁ ପ୍ରୟୋଗ କରିବେ ।

ଏହାକୁ ଥଣ୍ଡା ନ କରି ଉଷୁମ ସେବନ କରିବାକୁ ହେବ । ଯେଉଁ ମାନଙ୍କର ପୁରୁଣା ରୁ ପୁରୁଣା ଥଣ୍ଡା, କାଶ, କଫ ଭଳି ସମସ୍ଯା ଲାଗି ରହିଛି ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହାକୁ ଦିନକୁ 2 ଥର ସେବନ କରି ପାରିବେ । ଏହାର ମାତ୍ର ଅଧିକ ଦେବେ ନାହିଁ । ବହୁ ପୁରୁଣା କସ ସମସ୍ଯା ଥିଲେ ସେମାନେ ଦିନକୁ 2 ଥର ଏହାର ସେବନ କରି ପାରିବେ ।

ଯେଉଁ ମାନଙ୍କୁ ଏବେ ଏବେ ଥଣ୍ଡା ଆସ ସମସ୍ଯା ଆରମ୍ଭ ହୋଇଛି ସକାଳୁ ଏହାକୁ ଥରେ ସେବନ କରନ୍ତୁ । ପ୍ରଥମର ଥର ସେବନ କରିବା ପାଇଁ ଏହାର ରେଜଲ୍ଟ ଭଲ ଦେଖିବାକୁ ମିଳିବ । ଗଳା ଓ ଛାତି ରେ କଫ ଜମା ହୋଇଥିଲେ ଏହାକୁ 7 ଦିନ ଯାଏଁ ଏହାର ସେବନ କରନ୍ତୁ । ଏହା ସହ ଗରମ ଗରମ ଖାଦ୍ୟ ଖାଆନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *