କାହାର ନାମ ଚିନ୍ତା କରି ଗୋଟିଏ ଶଙ୍ଖ ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-LOVE QUIZ

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଶଙ୍ଖ ର ଚିତ୍ର । ଏହା ସହ 3ଟି ରଙ୍ଗର ଶଙ୍ଖ ମଧ୍ୟ । ଆପଣ ଏହି ଶଙ୍ଖ ଆଧାରରେ ନିଜର ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ ଜାଣି ପାରିବେ । ଆପଣ କାହାର ବି ନାମ ଚିନ୍ତା କରି ଏହି 3ଟି ଶଙ୍ଖ ମଧ୍ୟରୁ ଯେ କୌଣସି ଗୋଟେ ବାଛନ୍ତୁ । ଆପଣ ନିଜର ପ୍ରିୟ ବ୍ୟକ୍ତି ଙ୍କ କଥା ଭାବି ଏହି 3ଟି ଶଙ୍ଖ ରୁ ଗୋଟେ ବାଛନ୍ତୁ । ଆପଣ 1 ରୁ 3 ମଧ୍ୟରେ ଯେଉଁ ଶଙ୍ଖ କୁ ଚାହିଁବେ ବାଛି ପାରିବେ । ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ଶଙ୍ଖ କୁ ବାଛିଛନ୍ତି ତେବେ ଆପଣଙ୍କର ମନ୍ଦ ଦଶା ଖୁବ ସମୟ ମଧ୍ୟରେ ଦୂର ହୋଇଯିବ । ଚନ୍ଦ୍ରଙ୍କର ଫଳ ଆପଣଙ୍କ ଲାଗି ଅଗଣ୍ୟ ରହିବ । ଚନ୍ଦ୍ରକାନ୍ତି ରୋପ୍ୟ ମୁଦ୍ରିକରେ ଧାରଣ କରନ୍ତୁ । ବର୍ତ୍ତମାନ ଯେଉଁ କଥା ପାଇଁ ଆପଣ ବ୍ୟସ୍ତରେ ରହୁଛନ୍ତି ତାହାର ଫଳ ଡେରି ରେ ମିଳିବ । ଗୁପ୍ତ ଧନ ର ଆଶା ଆପଣଙ୍କ ମନରେ ରହୁଛି । କିନ୍ତୁ ସେମିତି ସମ୍ଭବ ନୁହେଁ । ଯଦି କେବେ ବା ମିଳିବ ତାହା ଗୋପନୀୟରେ ମିଳିବ । ଏବେ ଆପଣ ସେ କଥାକୁ ମିଥ୍ୟା ଭାବି ପାରନ୍ତି । ଆପଣ ଅଯଥାରେ ଖର୍ଚ୍ଚ କରନ୍ତୁନି । ଆପଣ ନିଜର ଭବିଷ୍ୟତକୁ ନେଇ ଚିନ୍ତା ମଧ୍ୟ କରୁଛନ୍ତି । ଶୁଭ ସମୟର ଆରମ୍ଭ ହୋଇସାରିଛି ।

2- ଆପଣ ଯଦି ଦ୍ଵିତୀୟ ଶଙ୍ଖ କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ମୁଣ୍ଡ ଉପରେ ଗୁଡାଏ ବୋଝ ରହିଛି ଏପରି ରହିଛି କଣ କରିବେ ବୁଝିପାରୁ ନାହାନ୍ତି । ଗୁପ୍ତ ଶତ୍ରୁ ଆପଣଙ୍କର କ୍ଷତି କରୁଛନ୍ତି । କାର୍ଯ୍ୟ ରେ ବାଧା ଦେଉଛନ୍ତି । ସେଥିପାଇଁ ଆପଣ ଚିନ୍ତା କରୁଛନ୍ତି । କୌଣସି ମୁକ୍ତା ର ଧାରଣ କରିଲେ ଏହା ଦୂର ହେବ । ଆପଣଙ୍କ ମନର କଥା କହିବାକୁ ଗଲେ ଆପଣ ବଡ ଦୁଶ୍ଚିନ୍ତା ରେ ପଡି ଯାଇଛନ୍ତି । ବଡ ଧର୍ମ ସଙ୍କଟ ରେ ପଡି ଯାଇଛନ୍ତି । କିନ୍ତୁ ଏହା କ୍ଷଣ ମାତ୍ର। 2-3 ଦିନ ମଧ୍ୟରେ ଆପଣଙ୍କର ସମସ୍ୟାର ସମାଧାନ ହୋଇଯିବ ।

3- ଆପଣ ତୃତୀୟ ଶଙ୍ଖ କୁ ବାଚିଛନ୍ତି ତେବେ ଆପଣ ଚିନ୍ତାରେ ବିବ୍ରତ ଅଛନ୍ତି । ମନରେ ଉଦବେଗ ଜାତ ହେଉଛି । ଅନ୍ୟ ମାନଙ୍କ ପାଇଁ ଚିନ୍ତାରେ ଅଛନ୍ତି । ପାରିବାରିକ ଅସାନ୍ତି, ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଛି । ଆପଣଙ୍କର ସମୟ ଭଲ ନାହିଁ । ଆଉ ଗୋଟେ ବର୍ଷ ଆପଣଙ୍କ ସହ ଏମିତି ହୋଇପାରେ । ଆପଣ ସର୍ବଦା ହନୁମାନ ଚାଳିଶା ର ପାଠ କରନ୍ତୁ । ଏହା ଆପଣଙ୍କ ପାଇଁ ଶ୍ରେଷ୍ଠ ରହିବ । କୌଣସି ଭଲ ପଣ୍ଡିତଙ୍କୁ ଜାତକ ଦେଖନ୍ତୁ । ଅର୍ଥ ଅଭାବ କାରଣରୁ ଆପଣ ରୋଗରେ ପଡିଛନ୍ତି । ଚିନ୍ତା କରନ୍ତୁନି ଏ ସବୁ ଜଲ୍ଦି ଦୂର ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *