ପୌରାଣିକ ସାଧାରଣ ଜ୍ଞାନ । Q- ଦଶରଥ ଙ୍କ ଝିଅର ନାମ କଣ ? ଏହା ସହ ଜାଣନ୍ତୁ 20+ GK…

ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1- ଗୋ ସେବା କରି କିଏ ପୁତ୍ର ଲାଭ କରିଥିଲେ ?

ଉତ୍ତର- ଦିଲ୍ଲୀପ ।

2- କେଉଁ ଯୋଦ୍ଧା ଯୁଦ୍ଧ କରି ପ୍ରତିଦ୍ଵନ୍ଦୀ ଠାରୁ ବଳ ଟାଣି ନିଏ ?

ଉତ୍ତର- ବାଳି ।

3- କେଉଁ ରାଜା ଏକ ଲକ୍ଷ ବଳି ଦେଇଥିଲେ ?

ଉତ୍ତର- ସୂରଥ ।

4- ସୁବର୍ଣ୍ଣ ମୃଗ କିଏ ହୋଇଥିଲେ ?

ଉତ୍ତର- ମାରିଚି ।

5- ପିତାଙ୍କ ଆଦେଶ ରେ କିଏ ନିଜ ମାତାଙ୍କୁ ହତ୍ୟା କରିଥିଲେ ?

ଉତ୍ତର- ପର୍ସୁରାମ ।

6- କେଉଁ ଗ୍ରନ୍ଥ ଟି ହନୁମାନ ଙ୍କ ଦ୍ଵାରା ଲିଖିତ ଅଟେ ?

ଉତ୍ତର- ମହାନାଟକ ।

7- କେଉଁ ରାଜା ବ୍ରହ୍ମାଙ୍କ ଅଭିଶାପ ରେ ରାକ୍ଷସ ହୋଇଥିଲା ?

ଉତ୍ତର- ବୈରଚନ ।

8- ଶ୍ରୀରାମ ଙ୍କ ଧନୁ ର ନାମ କଣ ?

ଉତ୍ତର- ଆଦ୍ରାବଳି ।

9- ଜନକ ଙ୍କ ସାନ ଭାଇ ଙ୍କ ନାମ କଣ ?

ଉତ୍ତର- କୁଶଧ୍ବଜ ।

10- ସ୍ଵୟଂବର ସ୍ଥଳର ଅଧିଷ୍ଠାତ୍ରୀ ଦେବୀ କିଏ ?

ଉତ୍ତର- ଶଚୀ ।

11- ତାଡକା ରାକ୍ଷସୀ କାହାକୁ ବିବାହ କରିଥିଲେ ?

ଉତ୍ତର- ସୁଡ ।

12- ସୁଗ୍ରୀବ ଙ୍କ ପତ୍ନୀ ଙ୍କ ନାମ କଣ ?

ଉତ୍ତର- ରୁମା ।

13- ସୁଗ୍ରୀବ ଙ୍କୁ ଶ୍ରୀରାମ କେଉଁ କାଣ୍ଡ ରେ ଭେଟିଥିଲେ ?

ଉତ୍ତର- କିଶ୍କିନ୍ଧ୍ୟାକାଣ୍ଡ ।

14- ସାହଶ୍ଚାର୍ଜୁନ କୁ କିଏ ବଦ୍ଧ କରିଥିଲେ ?

ଉତ୍ତର- ପର୍ସୁରାମ ।

15- ଇନ୍ଦ୍ରଜିତର ପ୍ରଥମ ନାମ କଣ ?

ଉତ୍ତର- ମେଘନାଦ ।

16- ଭୂମି ସୂତା କିଏ ?

ଉତ୍ତର- ସୀତା ।

17- ଶବ୍ଦ ଭେଦି ବାଣରେ କିଏ ପ୍ରାଣତ୍ୟାଗ କରିଥିଲେ ?

ଉତ୍ତର- ଶ୍ରବଣ କୁମାର ।

18- ଭାରତ କେଉଁ ଠାରେ ରହିରାଜ କାର୍ଯ୍ୟ ତୁଲାଉଥିଲେ ?

ଉତ୍ତର- ନନ୍ଦିଗ୍ରାମରେ ।

19- ରାମାୟଣ ରେ ସବୁଠାରୁ ବଡ ତ୍ୟାଗ କିଏ କରିଥିଲେ ?

ଉତ୍ତର- ଊର୍ମିଳା ।

20- ଦଶରଥ ଙ୍କ ଝିଅ ର ନାମ କଣ ?

ଉତ୍ତର- ଶାନ୍ତା ।

 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *