ମୟୂର ପଙ୍ଖ ଦ୍ଵାରା ଆଜି ହିଁ କରନ୍ତୁ ଏହି 7ଟି କାର୍ଯ୍ୟ, ଘରର ବଡ ରୁ ବଡ ସମସ୍ୟା ହୋଇଯିବ ଛୁମନ୍ତର

ବନ୍ଧୁଗଣ ନମସ୍କାର ।ଆମର ଶାସ୍ତ୍ରରେ ମୟୂର ପୁଛକୁ ଏକ ବିଶେଷ ମହତ୍ଵ କୁହାଯାଇଛି । ଭଗବାନ ଶ୍ରୀକୃଷ୍ଣ ସର୍ବଦା ତାଙ୍କର ମୁକୁଟରେ ମୟୂର ପୁଛ ଲଗାଇଥାନ୍ତି । ଇନ୍ଦ୍ର ଦେବ ବି ମୟୂର ପୁଛର ସିଂହାସନ  ଉପରେ ବସୁଥିଲେ । ଆମେ ଯଦି ଦେଖିବା ଆମ ସମସ୍ତଙ୍କ ଘରେ ମୟୂର ପୁଛ ଦେଖିବାକୁ ମିଳେ ।  ବନ୍ଧୁଗଣ ଆଜି ଆମେ ଆପଣଙ୍କୁ 7ଟି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଘରେ ଲାଗିରହିଥିବା କିଛି ସମସ୍ୟାରୁ  ମୁକ୍ତି ପାଇବେ ।

ଆସନ୍ତୁ ଜାଣିବା ସେହି ଉପାୟ 1ରେ ହଉଛି ଧନ ପାଇଁ – ଯଦି ଆପଣଙ୍କ ଘରେ ଧନର ଅଭାବ  ହଉଛି ।ଧନ ଆସିବାରେ କିଛି ବାଧା ସୁଷ୍ଟି ହଉଛି ତାହାଲେ ଆପଣ ଏକ ମୟୁର ପୁଛ କୁ ଆପଣଙ୍କର ଘରର ଦକ୍ଷିଣ କିମ୍ବା ପୂର୍ବ ଦିଗରେ ରଖିବେ । ଦେଖିବେ ଧନର ଅବଭାବ  ହେବ ନାହିଁ । 2 – ରେ ହଉଛି ଦୁର୍ଘଟଣାରୁ ବଞ୍ଚିବା ପାଇଁ – ଆପଣ ଘରୁ ବାହାରିବା ବେଳେ ଯଦି ଏକ ମୟୁର ପୁଛ ପାଖରେ ରଖି ଯିବେ ତାହାଲେ ଆପଣ ଦୁର୍ଘଟଣାରୁ ମୁକ୍ତି ପାଇବେ ।

ସର୍ବଦା ଆପଣଙ୍କ ପାଖରେ ରଖି ଯିବେ । ଦେଖିବେ କେବେବି ଆପଣଙ୍କର ଦୁର୍ଘଟଣା ହେବ ନାହିଁ । 3 – ରେ ବିଦ୍ୟା ଓ ବୁଦ୍ଧି ପାଇଁ – ଯଦି ଆପଣଙ୍କର ଛୁଆ ପଢିବାରେ ମନ ଦଉନାହାନ୍ତି କି ଆପଣଙ୍କ ଛୁଆର ସ୍ମରଣ ଶକ୍ତି ହ୍ରାସ ପାଉଛି ଆପଣ ସେହି ପୁସ୍ତକରେ ମୟୁର ପୁଛ  ଗୋଟେ ରଖିଦେବେ ।ଦେଖିବେ ଆପଣଙ୍କର ଛୁଆର ପାଠ ପଢିବାରେ ମନ ଲାଗିବ ।

4 – ରେ ଯଦି ଆପଣଙ୍କର ଦାମ୍ପତ୍ୟ ଜୀବନରେ ସମସ୍ଯା  ଦେଖା ଯାଉଛି – ଯଦି ଆପଣଙ୍କର ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା  ଯାଉଛି ତାହାଲେ ଆପଣ ନିଜର ବିବାହ ଆଲବମ ରେ ଏକ ମୟୁର ପୁଛ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ଦାଂପତ୍ଯ ଜୀବନ ସୁଖ ମୟ ହେବ । ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବ । ସୁଖରେ ଜୀବନ କାଟିବେ ।

5- ଯଦି ଆପଣ ଖରାପ ସପ୍ନ ଦେଖୁଛନ୍ତି –   ଯଦି ଆପଣ ରାତିରେ ଶୋଇଲା ବେଳେ  ଖରାପ ସ୍ଵପ୍ନ ଦେଖନ୍ତି  ତାହାଲେ ଆପଣ ନିଜର ତକିଆ ତଳେ ଏକ ମୟୁର ପୁଛ ରଖିକି ଶୋଇବେ ଦେଖିବେ ଆପଣ ଆଉ ଖରାପ ସୋପ୍ନ ଦେଖିବେ ନାହିଁ । 6 -ରେ ପରିବାରରେ ଶାନ୍ତି ପାଇଁ –  ପରିବାରରେ ଶାନ୍ତି ପାଇଁ  ଆପଣ ଘରର ଦୁଆରବନ୍ଧରେ ମୟୁର ପୁଛ ଲଗାଇଦେବେ ଦେଖିବେ ଆପଣଙ୍କର ଘରେ ଶାନ୍ତି ଦେଖାଦବ ।

7- ରେ ଆପଣଙ୍କର ସଫଳତା ପାଇଁ – ଯଦି ଆପଣ ନିଜ  ଇଛାରେ ବଞ୍ଚିବାକୁ ଚାହୁଛନ୍ତି ତାହାଲେ ଆପଣ ମୟୁର ପୁଛକୁ ନିଜ ପାଖରେ ରଖନ୍ତୁ ଦେଖିବେ ଆପଣଙ୍କର ଭାଗ୍ୟ ବଦଳି ଯିବ  । ଆପଣଙ୍କର ସଫଳତାର ରାସ୍ତା ଖୋଲିଯିବ ।

Leave a Reply

Your email address will not be published. Required fields are marked *