ମେଷ ରାଶି ଓ କୁମ୍ଭ ରାଶି ଏହି 2ଟି ରାଜା ରାଶି ମଧ୍ୟରୁ କିଏ ଅଧିକ ଧନୀ ଅଟନ୍ତି ?

ବନ୍ଧୁଗଣ ଆଜି ଆମେ ଜାଣିବା ମେଷ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ମଧ୍ୟରୁ କିଏ ଅଧିକ ଭାଗ୍ଯବାନ ଅଟନ୍ତି । ପ୍ରଥମେ ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତି ବିଷୟରେ କିଛି ଖାସ କଥା । ମେଷ ରାଶିରେ ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ଏହି ରାଶିର ଜାତକ ଅଗ୍ନି ତତ୍ଵ ପ୍ରଦାନ ହୋଇଥାନ୍ତି । ଏଥିପାଇଁ ଏମାନେ ଊର୍ଜାବାନ ହୋଇଥାନ୍ତି । ଏମାନେ ନିର୍ଭୟୀ ହେବ ସହ ସାହସୀ ହୋଇଥାନ୍ତି । ମେଷ ରାଶିର ଜାତକ ସ୍ବାଭିମାନୀ ଓ ପରିଶ୍ରମୀ ହୋଇଥାନ୍ତି ।

ଏମାଙ୍କର ସ୍ଵଭାବରେ ଅଧିକ ଚଞ୍ଚଳତା ରହିଥାଏ । ଏମାନେ କ୍ଷଣକୋପୀ ହୋଇଥାନ୍ତି । ଏମାନଙ୍କର ପ୍ରତୀକ ଚିହ୍ନ ମେଣ୍ଢା ଅଟେ । ଲୋକଙ୍କ ଗହଣରେ ରହିବା ଓ ନିୟମକୁ ମାନିବା ଏମାନଙ୍କର ପ୍ରମୁଖ୍ୟ ଲକ୍ଷ୍ୟ ଅଟେ । ଗୋଟେ ଥର ଯାହା ନିଶ୍ଚିନ୍ତ କରନ୍ତି ତାହା କରିବାରେ ଡେରି କରନ୍ତିନି । କୌଣସି କାର୍ଯ୍ୟ ଆବଶ୍ୟକ ଠାରୁ ଅଧିକ ସମୟ ଲାଗିଲେ ଏମାନେ ବ୍ଯଗ୍ର ହୋଇ ଯାଇଥାନ୍ତି ।

ଏମାନଙ୍କୁ ଜୀବନରେ ସମସ୍ୟମାନ ଭୋଗ କରିବାକୁ ପଡିଥାଏ । ଏହି ରାଶିର ଲୋକେ ଗମ୍ଭୀର ସ୍ବଭାବର ହୋଇଥାନ୍ତି । ଏମାନଙ୍କ ଠାରେ ଧାର୍ଯ୍ୟ ଯେତିକି ଥାଏ ତା ଠାରୁ ଅଧିକ ସଂବେଦନଶୀଳ ରହିଥାଏ । ଜୀବନକୁ ଉଚ୍ଚ ସ୍ତରକୁ ନେବାକୁ ପ୍ରତେକ ବିଶେଷତା ରହିଥାଏ । ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା । କୁମ୍ଭ ରାଶିର ଜାତକ ମାନବବାଦୀ ହୋଇଥାନ୍ତି ।

ଏମାନଙ୍କର ରାଶି ଚିହ୍ନ କୁମ୍ଭ ଅଟେ । ଏମେନ ଜ୍ଞାନୀ ହେବା ସହ ପ୍ରଗତିଶୀଳ ହୋଇଥାନ୍ତି । ଏମାନଙ୍କର ଚିନ୍ତାଧାରା ସ୍ବଚ୍ଛ ହେବା ସହ ଆଧୁନିକ ସ୍ଵଭାବର ହୋଇଥାନ୍ତି । ମାନ ପ୍ରତିଷ୍ଠା ପ୍ରତି ଯତ୍ନବାନ ହୋଇଥାନ୍ତି । ଏମାନେ ସ୍ଵତନ୍ତ୍ରତା କୁ ପସନ୍ଦ କରନ୍ତି । ଏମାନେ ଦେଖିବାକୁ ଆକର୍ଷକ ଓ ସୁନ୍ଦର ହୋଇଥାନ୍ତି । କଥାରେ ହିଁ କାହାକୁ ବାନ୍ଧି ପାଆନ୍ତି । ଏଥିପାଇଁ ଏମାନଙ୍କର ବନ୍ଧୁ ସଂଖ୍ୟା ବହୁତ ଅଧିକ ଥାଏ ।

ଏମାନେ ସମସ୍ତଙ୍କ ବିଚାର ଠାରୁ ଅନ୍ୟ ଭଳି ହୋଇଥାନ୍ତି । ଭିଡ ଭିତରେ ନ ଚାଲି ଏକା ରହିବାକୁ ପାଣ୍ଡ କରନ୍ତି । ଯେତିକି ଭାବିବା କଥା ତା ଠାରୁ ଅଧିକ ଚିନ୍ତା କରିଥାନ୍ତି ଯାହା ଏମାନଙ୍କର ଖରାପ ଗୁଣ । ଏଥିପାଇଁ ଭଲ ସୁଯୋଗକୁ ହରାଇଥାନ୍ତି । ଏମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି । ଜୀରା ରୁ ସିରା ବାହାର କରିବାର କଳା ଏମାନଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ ।

ବିଜ୍ଞାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି । ନେତୃତ୍ଵ ନେବାରେ କ୍ଷମତା ଥିଲେ ବି ରାଜନୀତି ଠାରୁ ଦୂରେଇ ରହିଥାନ୍ତି । ଜୀବନରେ ଏମାନେ ଜଲ୍ଦି ଉନ୍ନତି କରିଥାନ୍ତି । କିଛି ଶିଖିବା ପ୍ରତି ରୁଚି ରହିଥାଏ । ସଙ୍ଗୀତ ଓ କଳା ପ୍ରତି ଅଧିକ ରୁଚି ରଖିଥାନ୍ତି । ଏମାନେ କାହାର ଦୁଃଖ ଦେଖିପାରନ୍ତିନି । ଏମାନେ ନିଜର ଜୀବନ ସାଥୀଙ୍କୁ କେବେ କଷ୍ଟ ଦିଅନ୍ତି ନାହିଁ । ଏଣୁ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏମାନେ ଲଭ ଲାଇଫ ପ୍ରତି ରୁଚି ରଖିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *