ଭଗବାନ ଙ୍କ ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଉପର ବାଲା ର ସନ୍ଦେଶ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି-TARTO CARD READING

ବନ୍ଧୁଗଣ ମଣିଷ ଜୀବନରେ ପରିବର୍ତ୍ତନ ବା ଭଲ ସମୟ ଆସିବା ପୂର୍ବରୁ ଭଗବାନ କିଛି ନା କିଛି ନା କିଛି ସଂକେତ ଦେଇଥାନ୍ତି । ଯାହାକୁ ଖୁବ କମ ଲୋକେ ବୁଝି ପାରନ୍ତି । ତେବେ ଇଶ୍ଵର ଙ୍କ ସନ୍ଦେଶ ମିଳିଲେ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଃଖ ଆସିଥାଏ । ସମୟ କେତେବେଳେ ଚେଞ୍ଜ ହୋଇଯିବ ତାହା କେହି କହି ପାରିବେ ନାହିଁ । ତେବେ ଆଇ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ଭଗବନା କୃଷ୍ଣ ଙ୍କ ଚିତ୍ର । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆପଣ ଜାଣିବେ ଈଶ୍ବରଙ୍କ ସନ୍ଦେଶ ଆପଣଙ୍କ ପାଇଁ କଣ ରହିଛି ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ମନରେ ଯାହା ବି କଥା ଚାଲିଛି କିମ୍ବା କଣ କରିବେ କଣ ନାହିଁ ତାହା ଜାଣିପାରୁ ନାହାନ୍ତି । ଏବେ ସମୟ ଆସି ନାହିଁ । ସେହି କାମ କରିବାକୁ ପେକ୍ଷା କରନ୍ତୁ । ଆପଣଙ୍କର ମନରେ ଯାହା ବି ସମସ୍ଯା ରହିଛି ତାହା ବହୁତ ଜଲ୍ଦି ଦୂର ହେବ । ଆପଣ ନିଜର ମନ କଥା ଶୁଣନ୍ତୁ । ଆପଣ ଯାହା ଭାବୁଛନ୍ତି ବା ଯେଉଁ କାମ କୁ ନେଇ ଚିନ୍ତାରେ ଅଛନ୍ତି ତାହାକୁ ନିଜ ଭିତରେ ସିମିତ ରଖନ୍ତୁ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ବାଛିଛନ୍ତି ଏମିତି ବହୁତ କିଛି ଅଛି ଯାହା ଲୁଚି ରହିଛି । ଯାହା ଜାଣିବା ଆପଣଙ୍କର ଦରକାର । ଏମିତି ଅନେକ କିଛି ଅଛି ଯାହା ଆପଣଙ୍କର ବୁଝିବା ଦରକାର । ଆପଣ ସବୁ କିଛି ଜାଣିଛନ୍ତି ଅନେକ ସମୟରେ ଲୋକଙ୍କ କଥାରେ ପଡି ଏପଟସେପଟ କାମ କରିଥାନ୍ତି । ଯେବେ ଯାଏଁ ଆପଣ କାହା ସହ ଦେଖା କରି ନାହାନ୍ତି ବା କଥା ହୋଇ ନାହାନ୍ତି ସେ ଯାଏଁ ତାଙ୍କ ବିଷୟରେ କିଛି ରାୟ ଦେବା ଉଚିତ ନୁହେଁ ।

3- ଆପଣ ଯଦି ତୃତୀୟ ନମ୍ବର କୁ ଚୁଜ କରିଛନ୍ତି ତେବେ ଆପଣ ଯାହା ବି ଭାବୁଛନ୍ତି ବା ମନରେ ଯାହା ବି ଚାଲିଛି ତାହା ବହୁତ ଜଲ୍ଦି ପୁରା ହେବ । ଆପଣଙ୍କର ସ୍ଥିତି ନିଶ୍ଚୟ ବଦଳିବ । ଆପଣ ପଜେଟିଭ ରୁହନ୍ତୁ । ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ଅଛି । ଇଶ୍ଵର ସର୍ବଦା ଆପଣଙ୍କ ସହ ଅଛନ୍ତି । ଆପଣ କେଉଁ କାମରେ ସଫଳ ହେବେ କି ନାହିଁ ତାହାକୁ ମନରୁ ଦୂରେଇ ଦିଅନ୍ତୁ ।

4- ଆପଣ ଯଦି ଚତୁର୍ଥ ନମ୍ବର ଟି ବାଛିଛନ୍ତି ତେବେ ଯାହା ବି ସ୍ଥିତି ଚାଲିଛି ତାହା ସୁନ୍ଦର ସ୍ଥିତି ଆଗାମୀ ସମୟରେ ହେବାକୁ ଯାଉଛି । ଆପଣଙ୍କୁ ବହୁତ ବଡ ଖବର ମିଳିବ ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରି ଦେବେ । ଏବେ ଯାହା ବି ସମସ୍ଯା ଅଛି ତାହା ବହୁତ ଜଲ୍ଦି ବଦଳିବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ସାରା ଖୁସି ନେଇକି ଆସୁଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *