କେବଳ ୭ ଦିନରେ ରକ୍ତର ଅଭାବ ବା ହିମୋଗ୍ଲୋବିନ ଶରୀର ରେ ଦୂର ହୋଇଯିବ

ବନ୍ଧୁଗଣ ଯଦି ଆପଣଙ୍କୁ ସବୁବେଳେ ଥକାପଣ, ଦୁର୍ବଳତା ବା ମୁଣ୍ଡ ବିନ୍ଧା ଭଳି ସମସ୍ଯା ରହୁଛି ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ହିମୋଗ୍ଲୋବିନ କମ ରହୁଛି । ଆସନ୍ତୁ ଜାଣିବା ହିମୋଗ୍ଲୋବିନ କଣ ? ଏହା ଏକ ପ୍ରକାରର ପ୍ରୋଟିନ ଅଟେ ଯାହା ରେଡ ବ୍ଲଡ଼ ରେ ମିଳିଥାଏ । ବ୍ଲଡ଼ ସେଲ ଯାହା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ ପହଞ୍ଚାଇବାର କାମ କରିଥାଏ । ହିମୋଗ୍ଲୋବିନ କମ ହେବା ଦ୍ଵାରା ଶରୀରର କାର୍ଯ୍ୟ ପ୍ରଣାଳୀ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ ।

ଏହା କମ ହେବା ଦ୍ଵାରା ଶରୀରରେ ରକ୍ତର ଅଭାବ, ଲିଭର, କିଡନୀ ସମସ୍ଯା ଦେଖାଯାଏ । ଆଜି ଆମେ ଜାଣିବା ହିମୋଗ୍ଲୋବିନ ର ଅଭାବ ଦୂର କରିବା ପାଇଁ ଏକ ରେମେଡି ବିଷୟରେ । ହିମୋଗ୍ଲୋବିନ ଶରୀରରେ ବଢାଇବା ପାଇଁ ଆଇରନ ଜାତୀୟ ଖାଦ୍ଯ ଖାଇବା ଉଚିତ । ଆଇରନ ରକ୍ତ ବଢାଇବା ସହ ରେଡ ବ୍ଲଡ଼ ସେଲ୍ସ ବନାଇବାରେ ସାହାର୍ଯ୍ୟ କରିଥାଏ ।

ହିମୋଗ୍ଲୋବିନ ର ନରମାଲ ଲେନ୍ସ ପୁରୁଷ ଙ୍କ ପାଇଁ 13.2 ରୁ 16.6 ଗ୍ରାମ ପ୍ରତି ବେସୀ ଲିଟର ଅଟେ । ଏବଂ ମହିଳାଙ୍କ ପାଇଁ 11.6 ଠାରୁ 15.0 ଗ୍ରାମ ପ୍ରତି ବେସୀ ଲିଟର ଅଟେ । ଏହା କାମ ହେବାର ମୁଖ୍ୟ କାରଣ ହୋଇପାରେ । ପ୍ରାୟତଃ ଖାଦ୍ୟ ରେ ଆଇରନ ର ଅଭାବ, ବି-12 ର ଅଭାବ, ବ୍ଲଡ଼ କ୍ୟାନ୍ସର, କିଡନୀ, ଥାଇରଏଡ, ଲିଭର ସମସ୍ଯା ଇତ୍ୟାଦି । ଏମିତି ହେବା ଦ୍ଵାରା କିଛି ଲକ୍ଷଣ ଦେଖାଯାଏ ।

ଯଥା ତ୍ଵଚା ହଳଦିଆ ଆପାଦିବା, ହାର୍ଟ ବିଟ ବଢିଯିବା, ମାଢି ରେ ରକ୍ତ ପଡିଥାଏ, ସର୍ବଦା ଦୁର୍ବଳତା ଓ ଥକାପଣ ଲାଗିବା, ମାଂସପେଶି ଦୁର୍ବଳତା, ମୁଣ୍ଡ ବିନ୍ଧା, ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ । ଶରୀରରେ ହିମୋଗ୍ଲୋବିନ ବଢାଇବା ପାଇଁ ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ଅଟେ । ଖାଦ୍ଯ ରେ କମଳା, ଲେମ୍ବୁ, ସିମଳା ଲଙ୍କା, ବିଲାତି, ଅଙ୍ଗୁରୁ, ଡାଳିମ୍ବ, ବିଟ, ଖଜୁରୀ, ସଜନା ଶାଗ, ବ୍ରୋକାଳି, ପାଳଙ୍ଗ ଭଳି ଭିଟାମିନ-ସି ଯୁକ୍ତ ଖାଦ୍ଯ ଖାଇବା ଉଚିତ ।

ଏବେ ଆସନ୍ତୁ ଏକ ଜୁସ ବିଷୟରେ ଯାହାର ସେବନ କରିବା ଦ୍ଵାରା ଶରୀରରେ ରକ୍ତ ଅଭାବ ଦୂର ହେବ । ଏଥିପାଇଁ ଆବଶ୍ୟକ ଗୋଟେ ଗାଜର ଯାହାକୁ ପିସ ପିସ କରି କାଟି ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ବିଟ ଯାହାକୁ ପିସ ପିସ କରି କାଟି ଦିଅନ୍ତୁ । ତୃତୀୟ ସାମଗ୍ରୀ ଡାଳିମ୍ବ । ଗୋଟେ ଡାଳିମ୍ବ କୁ ଛଡାଇ ଏହାରା ମଞ୍ଜି ବାହାର କରନ୍ତୁ । ଚତୁର୍ଥ ସାମଗ୍ରୀ ହେଉଛି 7ରୁ 8ଟି ଖଜୁରୀ ।

ଏହା ପରେ ଦେହ କପ ପାଣିରେ ସବୁ ସାମଗ୍ରୀ ର ଜୁସ ପ୍ରସ୍ତୁତ କରନ୍ତୁ । ଏହାକୁ ସପ୍ତାହକୁ ଦିନେ ଛଡା ଦିନେ ସେବନ କାରନ୍ତୁ । ଏହାରା ସେବନ ମାତ୍ର 1 ମାସ ଲଗାତର କରନ୍ତୁ । ଦେଖିବେ ଶରୀରରେ ରକ୍ତ ଅଭାବ ଦୂର ହେ ଓ ହିମୋଗ୍ଲୋବିନ ବଢିବାରେ ଲାଗିବ । ଏହା ଏକ ପ୍ରାକୃତିକ ଉପାୟ ଅଟେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *