ମିଛ ପ୍ରେମକୁ ପରଖିବାର ଏହି 4ଟି ଉପାୟ, ନିଶ୍ଚୟ ଜାଣନ୍ତୁ…

ବନ୍ଧୁଗଣ କିଏ ଆପଣଙ୍କୁ ଯଦି ମିଛରେ ଭଲ ପାଉଥିବେ ତେବେ ନିଶ୍ଚୟ ତାଙ୍କ ପାଖରେ ଏହି 4ଟି ଲକ୍ଷଣ ଦେଖାଯିବ । ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରେମ କରୁଥିବା ଯୋଡି ଙ୍କ ମଧ୍ୟରେ ପରସ୍ପର ପ୍ରତି ଭଲ ପାଇବା ରହିବା ନିହାତି ଜରୁରୀ ଅଟେ । ଆସନ୍ତୁ ଜାଣିବା ସେହି 4ଟି ସଂକେତ ବିଷୟରେ । 1- ଯଦି କୌଣସି ପୁଅ ବା ଝିଅ ସତରେ ଆପଣଙ୍କୁ ଭଲ ପାଉଥିବେ ତେବେ ସେ ଆପଣଙ୍କୁ କେବେ ବୋ ଧୋକା ଦେବେ ନାହିଁ ।

ଯଦି କେହି ଆପଣଙ୍କୁ ଧୋକା ଦିଅନ୍ତି ତେବେ ଜାଣି ରଖନ୍ତୁ ସେ ଆପଣଙ୍କୁ ସତରେ ଭଲ ପାଉ ନାହାନ୍ତି । କାରଣ ସତରେ ଭଲ ପାଉଥିବା ମଣିଷ ଟି କେବେ ବି ଧୋକା ଦିଅନ୍ତି ନାହିଁ । ଆପଣଙ୍କ ଠାରୁ କେହି ସୁନ୍ଦର କି ଭଲ ମିଳିଗଲେ ମଧ୍ୟ ସେ କେବେ ବୋ ଧୋକା ଦେବେ ନାହିଁ ।

2- ଯଦି କୌଣସି ବ୍ୟକ୍ତି ଆପଣଙ୍କର ଅତୀତ କି ବର୍ତ୍ତମାନ କୁ ନେଇ ଝଗଡା କରୁଛନ୍ତି, ଆପଣଙ୍କ କଥା ତାଙ୍କୁ ଭୁଲ ଲାଗୁଛି ତେବେ ସେ କେବେ ବି ସଚ୍ଚା ପ୍ରେମ କରୁ ନାହାନ୍ତି । କାରଣ ସଚ୍ଚା ପ୍ରେମ ଭଲ ଓ ଖରାପ ନେଇ ହୋଇଥାଏ । ସବୁ ମଣିଷ ଙ୍କ ଠାରେ ଭଲ ଖରାପ ରହିଥାଏ । ମଣିଷ ଜୀବନରେ ଅତୀତ କୁ ନେଇ କିଛି କଥା ରହିଥାଏ । କେହି ଆପଣଙ୍କୁ ସତରେ ଭଲ ପାଉଥିଲେ ତାଙ୍କୁ କେବେ ବି ଫରକ ପଡିବ ନାହିଁ କି ଆପଣଙ୍କର ଅତୀତ କଣ ଥିଲା, ଆପଣଙ୍କ ଠାରେ କଣ ଖରାପ ଗୁଣ ଅଛି । ସେ ଆପଣଙ୍କୁ ଆପଣଙ୍କର ଅତୀତକୁ ନେଇ ଆପଣଙ୍କୁ ଗ୍ରହଣ କରିଲେ ଜାଣିବେ କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ।

3- ଯେବେ ଆପଣଙ୍କର ଭଲ ସମୟ ଚାଲିଥାଏ ତେବେ ଖରାପ ସମୟ ମଧ୍ୟ ଆସିଥାଏ । କିଛି ଲୋକ ଟାଇମ ପାସ କରିବାକୁ ଚାହୁଁଥିବେ କିନ୍ତୁ ଆପଣଙ୍କୁ ଲାଗିବ ସେ ଆପଣଙ୍କୁ ଭଲ ପାଉଛନ୍ତି । ଭଲ ସମୟରେ ସମସ୍ତେ ରହିଥାନ୍ତି କିନ୍ତୁ ଖରାପ ସମୟରେ କେହି ବି ରହି ନ ଥାନ୍ତି । ଖରାପ ସମୟରେ ଯେଉଁ ବ୍ୟକ୍ତି ସାଥ ଦେଇଥାଏ ସେହି ହିଁ ପ୍ରକୃତ ମଣିଷ । ଯିଏ ଖରାପ ସମୟରେ ସାଥ ଛାଡି ଦେଇଥାଏ ସେ କେବେ ବି ସଚ୍ଚା ପ୍ରେମୀ ନୁହେଁ ।

4- କୁହାଯାଏ ସମୟ ବଦଳିବା ସହ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରେମ କମ ହୋଇଯାଏ । ଏମିତି ସ୍ଥିତିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ କେବେ ନ ଥିଲା । ସଚ୍ଚା ପ୍ରେମ ସମୟ ସହ ବଢିଥାଏ । କୌଣସି ବ୍ୟକ୍ତି ର ଭଲ ପାଇବା ସମୟ ସହ ବଦଳିଗଲେ ସେ କେବେ ବି ସଚ୍ଚା ପ୍ରେମୀ ନୁହେଁ । ସମୟ ସହ ଯିଏ ସାଥି ହୋଇ ରୁହେ ସେ ହିଁ ପ୍ରକୃତ ମଣିଷ ବ ସଚ୍ଚା ସାଥି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *