ମୀନ ରାଶି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା, ଆପଣଙ୍କ ପାଖରେ ମୀନ ରାଶି ବ୍ୟକ୍ତି ଅଛନ୍ତି ତ ଏହାକୁ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ନିଜର ଭବିଷ୍ୟତ ବା ଆଗାମୀ ସମୟ ସମ୍ପର୍କରେ ଜାଣିବାର ଜିଜ୍ଞାସା ସମସ୍ତଙ୍କ ମନରେ ଲାଗି ରହିଥାଏ । ଭବିଷ୍ୟତ ବିଷୟରେ ଜାଣିବାର ଏକ ମାତ୍ର ସ୍ରୋତ ହେଉଛି ରାଶି । ରାଶି ଗୋଟିଏ ମଣିଷର ସମସ୍ତ ପରିସ୍ଥିତିର ଆଗୁଆ ସୂଚନା ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ସମସ୍ତ କଥା ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ମୀନ ରାଶି: ଏହି ରାଶିର ବ୍ୟକ୍ତି ସ୍ଵାଭାବରେ ବହୁତ ଭଲ ହୋଇଥାନ୍ତି । ସୁମଧୁର କଥା କହିଥାନ୍ତି । ସମସ୍ତଙ୍କ ମନ ଖୁବ ସହଜରେ କିଣି ନେବା ଭଳି ସ୍ଵାଭବ ଏମାନଙ୍କର ହୋଇଥାଏ । କିନ୍ତୁ ଏମାନଙ୍କର ଏକ ମନ୍ଦ ଗୁଣ ଏହା ହେଉଛି କି ଏମାନଙ୍କ ପାଖରେ ଧର୍ଯ୍ୟର ଅଭାବ ଥାଏ । ମୀନ ରାଶିର ଲୋକ ସମସ୍ତ କଥାକୁ ବହୁତ ଅଧିକ ଭବିଥାନ୍ତି । ଛୋଟ ଛୋଟ କଥାରେ ଭୟଭୀତ ହୋଇଯାନ୍ତି ।

ଏମାନଙ୍କ ଠାରେ ଆତ୍ମ ବିଶ୍ଵାସର ଅଭାବ ମଧ୍ୟ ଥାଏ । ତେଣୁ ଏମାନେ କୌଣସି କାର୍ଯ୍ୟ କରିବା ପାଇଁ ପ୍ରଥମେ ସାହସ ଜୁଟାଇ ପାରନ୍ତି ନାହି । ଅନ୍ୟ ମାନଙ୍କ ପ୍ରୋତ୍ସାହନ ପରେ ହି ଏମାନେ ଆଗକୁ ଗୋଟିଏ ପାଦ ବଢାଇଥାନ୍ତି । ଏହି ରାଶିର ଲୋକ ପାଦ ପୀଡା ପାଇଥାନ୍ତି । ଶରୀରରେ ରକ୍ତ ହୀନତା ଦେଖା ଦେଇଥାଏ ।

ସ୍ନାୟୁ ଦୁର୍ବଳତା, କାନ ରୋଗ, ବାୟୁ ରୋଗ ଓ ଯକ୍ଷା ରୋଗ ଇତ୍ୟାଦିରେ ପୀଡିତ ଥାନ୍ତି । ଏମାନେ ବହୁତ ଧାର୍ମିକ ସ୍ଵାଭାବର ହୋଇଥାନ୍ତି । ସର୍ବଦା ଅନ୍ୟ ମାନଙ୍କ ଭଲ କରିବା ନିମନ୍ତେ ନିଜ ମନରେ ଭାବନା ରଖିଥାନ୍ତି । ଆପଣ ମାନଙ୍କ ପାଇଁ ଧନ ପ୍ରାପ୍ତିର ଦିଗ ହେଉଛି ପୂର୍ବ ଦିଗ ଏବଂ ଉତ୍ତର ଦିଗ ।

ଆପଣ ଧନ ସହ ଜଡିତ କୌଣସି କାର୍ଯ୍ୟ ପାଇଁ ଯଦି ଏହି ଦୁଇ ଦିଗକୁ ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟୀ ରହିଥାଏ । ଆପଣ ନିଜ ଜୀବନରେ ନିଜ ବୁଦ୍ଧି ବଳରେ ଖୁବ ଧନ ରୋଜଗାର କରିବେ । ନିଜ ଭାଗ୍ୟରେ ଆପଣ ଉନ୍ନତି କରିବା ପାଇଁ ଚାହୁଁଥିଲେ ଆପଣ ବୃହସ୍ପତିଙ୍କ ଆରାଧନା କରନ୍ତୁ । ଆପଣ ନିଜକୁ ସବୁବେଳେ ଧର୍ମ କାର୍ଯ୍ୟ କରିବାରେ ନିବେଶ କରିବେ ।

ଆପଣଙ୍କ ପିଲାବେଳ ଦୁଃଖରେ କଟିଥାଏ । କିନ୍ତୁ ଆପଣଙ୍କ ଯୁବା ଅବସ୍ଥାରେ ଆପଣଙ୍କ ଭାଗ୍ୟର ସାଥ ଫଳରେ ଆପଣ ଉନ୍ନତି କରିବାକ୍ୟ ଲାଗନ୍ତି । ଯାହା ଫଳରେ ଆପଣ ଏକ ଅଏସ ଆରାମର ଜୀବନ ବିତାଇଥାନ୍ତି । ଆପଣ ନିଜ ଗ୍ରହ ଶାନ୍ତି ପାଇଁ ହଳଦିଆ ଏବଂ ଚମ୍ପା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *