ମିଥୁନ ରାଶି 2023 ନୂଆବର୍ଷ ରେ ଆପଣଙ୍କ ସହ ଘଟିବାକୁ ଯାଉଛି 6ଟି ମହତ୍ଵପୂର୍ଣ୍ଣ ଘଟଣା, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ନୂଆବାର୍ଷ ୨୦୨୩ ର ଅନେକ ଅନେକ ଶୁଭକାମନା । ଆପଣଙ୍କର ସବୁ ଇଚ୍ଛା, ଅଭିଳାଷ ପୁରଣ ହେଉ । ଆପଣଙ୍କ ପାଇଁ ୨୦୨୩ ନୂଆବର୍ଷ ସୁଖମୟ ହେଉ । ଇଂରାଜୀ ନବବର୍ଷ ରେ ମିଥୁନ ରାଶିରେ କେଉଁ ୬ଟି ବଡ ଘଟଣା ଘଟିବାକୁ ଯାଉଛି ତାହା ସତ୍ୟ ଅଟେ ଏବଂ କେଉଁ ୪ଟି ଖୁସି ଖବର ମିଳିବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୨୦୨୩ ବର୍ଷଟି ଆପଣଙ୍କ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିଛି ।

ପ୍ରଥମ ଘଟଣାଟି ହେଉଛି ଯେଉଁ ବ୍ୟକ୍ତି ବିଦେଶ ଯାତ୍ରା ବା ଚାକିରି ଚେଞ୍ଜ କରିବାକୁ ଚାହୁଁଥିଲେ ତାହା ଜାନୁଆରୀ ୧୭ ପରେ ସମୟ ଶୁଭ ରହିବ । କାରଣ ଶନିଦେବ ରାଜଯୋଗ ବନାଇବେ । ୩୦ ବର୍ଷ ପରେ ଆପଣଙ୍କ ଭାଗ୍ୟ ସ୍ଥାନରେ ରହିବେ । ଦ୍ଵିତୀୟ ମହତ୍ବପୂର୍ଣ୍ଣ ଘଟଣା ହେଉଛି ବୁଦ୍ଧଦେବ ୭ ଫେବୃଆରୀ ପରେ ଆପଣଙ୍କର ଅଷ୍ଟମ ଘରେ ଟ୍ରାଞ୍ଜେଡ କରିବେ । ଫେବ୍ରୁଆରି ମାସରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ସ୍କିନ ଜନିତ ସମସ୍ଯା ହୋଇପାରେ ।

ତୃତୀୟ ଘଟଣାଟି ହେଉଛି ବୃହସ୍ପତି ମେଷ ରାଶିରେ ଟ୍ରାଞ୍ଜେଡ କରିବେ । ଆପଣଙ୍କର ଏକାଦଶ ଘରକୁ ବୃହସ୍ପତି ପ୍ରବେଶ କରିଲେ ସପ୍ତମ ଓ ପଞ୍ଚମ ଘରକୁ ଦ୍ରୁଷ୍ଟି ପକାଇବେ । ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରୁଥିଲେ ଏପ୍ରିଲ ୨୧ ପରେ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଚତୁର୍ଥ ଘଟଣାଟି ହେଉଛି ଦେବଗୁରୁ ବୃହସ୍ପତି ଆପଣଙ୍କ ସପ୍ତମ ଘରକୁ ଦ୍ରୁଷ୍ଟି ପକାଇବେ । ଯେବେ ସପ୍ତମ ଘରକୁ ଦ୍ରୁଷ୍ଟି ପଡିବ ଏପ୍ରିଲ ୨୧ରୁ ନଭେମ୍ବର ମାସ ଭିତରେ ବିବାହ ହେବାର ବହୁତ ସମ୍ଭାବନା ରହିଛି ।

ବିବାହ ପାଇଁ କଥା ଫାଇନାଲ ହୋଇପାରେ । ପଞ୍ଚମ ଘଟଣାଟି ହେଉଛି ରାହୁଦେବ ୩୦ ଅକ୍ଟୋବରରେ ଆପଣଙ୍କ ଦଶମ ଘରେ ଗୋଚର କରିବେ । ସେହି ସମୟରେ ଆପଣଙ୍କ କ୍ଯାରିୟରରେ ବହୁତ ପରିବର୍ତ୍ତନ ନେଇକି ଆସିବ । ଅକ୍ଟୋବର ୩୦ରୁ ୨୦୨୪ ଯାଏଁ ଆପଣଙ୍କ ଜୀବନରେ ଜବରଦସ୍ତ ପରିବର୍ତ୍ତନ ନିଶ୍ଚୟ ଆସିବ । ଷଷ୍ଠ ଘଟଣାଟି ହେଉଛି କେତୁ ଗ୍ରହ ଆପଣଙ୍କ ଚତୁର୍ଥ ଘରେ ଟ୍ରାଞ୍ଜେଡ କରିବେ । ରାହୁ ଆପଣଙ୍କର ଦଶମ ଓ ଶନିଦେବ ନବମ ଘରେ ରହିବେ ।

୩୦ ଅକ୍ଟୋବର ପରେ ଆପଣଙ୍କ ମାନଙ୍କ ଗୋଡରେ ଯନ୍ତ୍ରଣା ହୋଇପାରେ । କିନ୍ତୁ ଅଧିକ ମାତ୍ରାରେ କିଛି ସମସ୍ଯା ହେବ ନାହି । କେତୁ ଚତୁର୍ଥ ଘରକୁ ଆସିଲେ ସମ୍ପତି କ୍ରୟ କରିବା ଆଗରୁ ବିଚାର କରି କରନ୍ତୁ ବା ବଡ ଧରଣର ନିବେଶ କରିବେ । ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ଯାହା ଫଳରେ ଆପଣ ୨୦୨୩ରୁ ୨୦୨୫ ମଧ୍ୟରେ ରାଜ କରିବାକୁ ଯାଉଛନ୍ତି ।

ଆପଣ ପ୍ରତେକ ଦିନ ସକାଳୁ ଗାୟତ୍ରୀ ମନ୍ତ୍ର ଜପ କରିବା ସହ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ତାହା ସହ ବୁଧ ଗ୍ରହଙ୍କ ମନ୍ତ୍ର ଜପ କରନ୍ତୁ ଓ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *