ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 100 ବର୍ଷ ପରେ ମେ 19 ରେ “କାଳସର୍ପ ଯୋଗ”, 6ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଯିଏ ସମସ୍ତ ପ୍ରାଣୀଙ୍କୁ ଉଚିତ ନ୍ୟାୟ ଦେଇଥାନ୍ତି । ଭଗବାନ ଶନିଦେବଙ୍କ କୃପାରୁ ଜ୍ୟଷ୍ଠ ମାସ ଅମାବାସ୍ୟା ତିଥିରେ ମେ ୧୯, ୨୦୨୩ ଶୁକ୍ରବାର ଦିନ ପଡୁଛି ଶନି ଜୟନ୍ତୀ । ଏହି ଦିନ ଶଶୀ ଓ କାଳସର୍ପ ଯୋଗ ବନିବାକୁ ଯାଉଛି । ଯାହା ଫଳରେ ୧୨ ଗୋଟି ରାଶି ମଧ୍ୟରୁ ୬ଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ । ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି ହିଁ ଖୁସି । ସ୍ଵୟଂ ବିଧାତା ମଧ୍ୟ ଶନି ଜୟନ୍ତୀ ଦିନ ଏହି ୬ଟି ରାଶିଙ୍କୁ କୋଟିପତି ବନିବାରେ ରୋକିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଆପଣଙ୍କ ଜୀବନର ଦୁଖ ସଙ୍କଟ ଦୂର ହେବାକୁ ଯାଉଛି । ଧନର ଆଗମନ ହେବ । ଭଗବାନ ଶନି ଆପଣଙ୍କ ଉପରେ ମେହରବାନ ଅଛନ୍ତି । ଚାକିରିରେ ପଦୋନ୍ନତି ହେବାର ନଜର ଆସୁଛି । ଆୟରେ ବୃଦ୍ଧି ହେବ ସହ ବ୍ୟାପାରୀଙ୍କୁ ଦୁଇ ଗୁଣା ଉନ୍ନତି ହେବ ।

କନ୍ୟା ରାଶି : ଶନି ଜୟନ୍ତୀ ଠାରୁ ଆପଣଙ୍କ ଜୀବନରେ ଖାସ ପରିବର୍ତ୍ତନ ହେବାକୁ ଯାଉଛି । ସାମାଜିକ କ୍ଷେତ୍ରରେ ସଫଳତା ପାଇବେ । ନୂଆ ବହନ ବା ଘର କ୍ରୟ କରିପାରନ୍ତି । ଚାରି ଦିଗରୁ ବଡ ବଡ ଖୁସି ଖବର ମିଳିପାରେ । ଏହି ଦିନର ଲାଭ ଉଠାନ୍ତୁ ।

ମିଥୁନ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ଶନି ଜୟନ୍ତୀ ଦିନ ଶୁଭ ଖବର ମିଳିପାରେ । ଏହି ଖବର ଚାକିରି, ସନ୍ତାନ ସହ ଜଡିତ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଆର୍ଥିକ ଲାଭ ହେବ । ଅଟକିଥିବା କାମ ପୁରା ହେବ । ପରିବାର ଓ ଜୀବନସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ ।

ସିଂହ ରାଶି : ଆପଣଙ୍କ ମଧୁର ବାଣୀ ଦ୍ଵାରା ଲୋକେ ଆପଣଙ୍କ ପ୍ରତି ଆକ୍ରୁଷ୍ଟ ହେବେ । ବହୁତ ଭଲ ସମୟ ଆସୁଛି ଶନିଦେବଙ୍କ କୃପାରୁ । ଏମିତି ଖୁସି ଖବର ମିଳିବ ଆପଣଙ୍କୁ ଯାହାକୁ ଶୁଣିବା ପରେ ଶତ୍ରୁ ମାନେ ଭୟ କରିବେ । ଚାକିରି ସମ୍ବଧିତ ଖବର ମିଳିପାରେ । ଅଟକିଥିବା ଧନ ମିଳିପାରେ ।

ତୁଳା ରାଶି : ଆପଣଙ୍କୁ କହି ରଖୁଛୁ ଭଗବାନ ଶନିଦେବଙ୍କ କୃପାରୁ ଏହି ସମୟ ଆପଣଙ୍କ ପାଇଁ ଲାଭକାରୀ ରହିବ । ଅଚାନକ ଲାଭ ହେବ । ଆର୍ଥିକ ଲାଭ ମିଳିବ । ଘର ପରିବାରରେ ଶାନ୍ତିର ବାତାବରଣ ରହିବ । ବହୁତ ବଡ ଖୁସି ଖବର ମିଳିପାରେ । ବ୍ୟବସାୟରେ ଅଚାନକ ଧନ ଲାଭ ହେବ । ସନ୍ତାନ ପ୍ରାପ୍ତିର ଯୋଗ ଅଛି ।

କୁମ୍ଭ ରାଶି : ଏହି ଲିଷ୍ଟରେ କୁମ୍ଭ ରାଶିର ନାମ ବି ସାମିଲ ଅଛି । ଭଗବାନ ଶନିଦେବ ଆପଣଙ୍କ ଉପରେ ଅଧିକ ମେହରବାନ ଅଛନ୍ତି । ଶନି ଜୟନ୍ତୀ ଠାରୁ ଧନ ପ୍ରାପ୍ତିର ପ୍ରବଳ ଯୋଗ ଅଛି । ଦାଂପତ୍ଯ, ବ୍ୟାପାର, ସାର୍ବଜନୀନ ଜୀବନରେ ଭଲ ସମୟ ଅଛି । ଗୃହସ୍ଥ ଜୀବନରେ ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *