ଏହି 2ଟି ଜିନିଷ ଚା ରେ ମିଶାନ୍ତୁ, ଆପଣଙ୍କ ଚା ଅମୃତ ହୋଇଯିବ, ଛୋଟ ବଡ ସମସ୍ତ ରୋଗ କରିବ ଭଲ ହେବ…

ବନ୍ଧୁଗଣ ଭାରତରେ ଯଦି କୌଣସି ଜିନିଷର ସେବନ ଅଧିକ କରାଯାଉଛି ତେବେ ତାହା ହେଉଛି ଚାହା । ଅନେକ ଥର ହାହା ବିଷୟରେ ଆପଣ ଅନେକ କଥା ଶୁଣିବାକୁ ପାଇଥିବେ । ଅନେକ ଲୋକ କହିଥାନ୍ତି ଚାହା ବିଲକୁଲ ପିଇବା କଥା ନୁହେଁ । ଆଉ କିଛି କହିଥାନ୍ତି ଚାହା ବିଷ ଅଟେ । କିନ୍ତୁ ଏହାର ବିଜ୍ଞାନ ପ୍ରମାଣିତ କୌଣସି ତଥ୍ୟ ନାହିଁ । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଆପଣ ସାରା ଦିନ ଚାହା ପିଇବେ । ଏହା ଦ୍ଵାରା ସାଇଡ ଇଫେକ୍ଟ ଦେଖିବାକୁ ମିଳିବ । ଆଜି ଆମେ ଆପଣଙ୍କୁ କହିବୁ ଚାହା ରେ ଏମିତି କେଉଁ ଜିନିଷ ମିଶାଇ ସେବନ କରିଲେ ସବୁ ରୋଗ ଭଲ ହୋଇ ପାରିବ । ପ୍ରତେକ ଦିନ 2ରୁ 3 କପ ଚାହା ପିଇଲେ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।

ଏହି 2ଟି ଜିନିଷ ଚାହାରେ ମିଶାଇଲେ ଏହାର ଗୁଣ ଅଧିକ ବଢିଥାଏ । ପ୍ରଥମ ଟି ହେଉଛି ଅଦା । ଅଦା ଏମିତି ଏକ ପୋଷାକ ତତ୍ତ୍ଵ ଯାହାକୁ ଅନେକ ଲୋକ ଚାହା ବନାଇବା ସମୟରେ ବ୍ୟବହାର କରିଥାନ୍ତି । ଚାହା ବନାଇବା ସମୟରେ ଅଦା ମିଶାନ୍ତି ନାହି ତେବେ ବେନିଫିଟ ମିଳିବ ନାହିଁ । ଅଦା ଶରୀରରୁ ଫୁଲା କମ, ଜଏଣ୍ଟ ପେନରୁ ଆରାମ ପହଞ୍ଚାଇଥାଏ, ଓଜନ କମ, ଡାଇଜେସନ କୁ ବିକାଶ କରିଥାଏ ।

ଦ୍ଵିତୀୟ ଜିନିଷ ଟି ହେଉଛି ଡାଲଚିନି । ଡାଲଚିନି ଏମିତି ଏକ ହର୍ବ ଅଟେ ଯାହା ଖାଦ୍ଯରେ ବ୍ୟବହାର କରାଯାଏ । ଏହା ବ୍ଲଡ଼ ସୁଗାରକୁ କାନେଟ୍ରୋଲ କରିବା ସହ ଚାହାର ଟେଷ୍ଟ ବଦଳିଯାଏ । ଚାହା ସେବନ କରିବାକୁ ବହୁତ ଭଲ ଲାଗିଥାଏ । ଆହୁରି ଅନେକ ଫାଇଦା ଅଛି ଯାହା ଡାଲଚିନି ର ପ୍ରୟୋଗ କରିଲେ ମିଳିଥାଏ । ଧ୍ୟାନ ରଖିବେ ଯଦି ଚାହା ରେ ଡାଲଚିନି ସେବନ କରିବେ ତେବେ ନିଶ୍ଚୟ ଫାଇଦା ମିଳିବ । ଆଉ ଏକ ଜିନିଷ ହେଉଛି ଛୋଟ ଗୁଜୁରାତି । ଗୁଜୁରାତି ଚାହାରେ ମିସାଇଲେ ଶରୀରକୁ ଶକ୍ତି ପହଞ୍ଚାଇବାର କାମ କରିଥାଏ । ଏହା ସହ ବ୍ଲଡ଼ ସରକୁଲେସନ ଭଲ ହେବା ସହ ଚାହାର ଟେଷ୍ଟ ବହୁତ ଭଲ ଆସିଥାଏ ।

ଯଦି ଆପଣ ଏକ କପ ଚାହା ବନାଉଛନ୍ତି ତେବେ ସେଥିରେ ଅଧା ଚାମଚ ଛେଚା ଅଦା, ଏକ ଚତୁର୍ଥାଂଶ ଡାଲଚିନି ଓ ଗୋଟେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏକ ପାତ୍ରରେ ଏକ ପାଣି ନିଅନ୍ତୁ । ତାପରେ ସେଥିରେ ଏହି 3ଟି ସାମଗ୍ରୀ ପକାନ୍ତୁ । ଏବେ ଏକ ଚାମଚ ଚାହା ପତି ମିଶାନ୍ତୁ । ତାପରେ ପାଣି ଭଲରେ ଫୁଟିବା ପରେ ଏକ କପ କ୍ଷୀର ମିଶାନ୍ତୁ । ଚାହା ଫୁଟି ଫୁଟି ଅଧା ହେବା ପରେ ଏହାକୁ ଛାଣି ନିଅନ୍ତୁ ।

ଯଦି ଚାହା କୁ ଅଧିକ ଟେଷ୍ଟି ବନାଇବାକୁ ଚାହୁଁ ଛନ୍ତି ତେବେ ଚିନି ଅପେକ୍ଷା ଗୁଡ ଏଥିରେ ମିଶ୍ରଣ କରନ୍ତୁ । ଦେଖିବେ ଚାହା ପିଇବାକୁ ବହୁତ ଭଲ ଲାଗିବ । ଦିନକୁ 1ରୁ 4 କପ ଯାଏଁ ଚାହା ପିଅନ୍ତୁ ଏହା ଠାରୁ ଅଧିକ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *