ମୁଁ ଆପଣଙ୍କ Loverଙ୍କ ନାମ କହିପାରେ, କେମିତି ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ- Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆପଣଙ୍କର ଲଭର ଙ୍କ ନାଁ କହିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କୁ ବୁଦ୍ଧି ର ପ୍ରୟୋଗ କରିବାକୁ ହେବ । ତେବେ କଣ ଆପଣ ରେଡି ଅଛନ୍ତି ଆପଣଙ୍କ ଲଭର ଙ୍କ ନାଁ ଜାଣିବା ପାଇଁ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଲାଭ କୁଇଜ ଗେମ । ସ୍ଟେପ-୧ : ଆପଣ ନିଜର ଲଭର ଙ୍କ ନାମର ପ୍ରଥମ ଅକ୍ଷର ନାମ ବାଛନ୍ତୁ । ଏହା ସହ ନମ୍ବରରେ ଆମେ କିଛି ନମ୍ବର ମଧ୍ୟ ଦେଇଛି ଯାହାକୁ ଆପଣ ନିଜର ଲଭରଙ୍କ ନାମ ସହ ପ୍ରୟୋଗ କରିବେ । ଯେମିତିକି A- ୧୭, B-୧୫, C-୭, D-୬, E-୧୬, F-୧୮, G-୪, H- ୧୩, I-୧୯, J-୫, K-୨୦, L-୧୨, M-୧୪, N-୨, O-୧୦, P- ୯ Q-୮, R-୧, S-୨୧, T-୨୫, U-୩, V- ୨୨, W-୨୬, X-୧୧, Y-୨୧, Z-୨୩ ।

ସ୍ଟେପ-୨ : ଆପଣଙ୍କୁ ଆପଣଙ୍କ ଲଭରଙ୍କ ପ୍ରଥମ ଅକ୍ଷର ଚୟନ କରିବାକୁ ହେବ । ଆଶା କରୁଛୁ ଆପଣ ନିଶ୍ଚିନ୍ତ ଭାବେ ଚୟନ କରି ସାରିଥିବେ । ପ୍ରଥମ ନାମର ଯେଉଁ ନମ୍ବର ରହିଛି ସେଥିରେ ୨୦ ଆଡ କରିବାକୁ ହେବ । ଉଦାହରଣ ଆମେ A ଚୟନ କରିଛୁ ତାହାର ନମ୍ବର ରହିଛି ୧୭ ସେଥିରେ ଆଡ ୨୦ କରିଲେ ହେବ ୩୭ ।

ସ୍ଟେପ-୩ : ଆପଣଙ୍କର ଯାହା ବି ଜବାବ ଆସିଛି ସେଥିରେ ୧ ଫେଡାଣ କରନ୍ତୁ । ଉଦାହରଣ ୩୭ ନମ୍ବର ଆସିଥିଲା ଆପଣ ସେଥିରେ ୧ ଫେଡାଣ କରିଲେ ରହିବ ୩୬ । ଏହିପରି ଭାବେ ଆପଣ ନିଜର ଲଭର ଙ୍କ ନାମର ପ୍ରଥମ ଅକ୍ଷର ର ନମ୍ବର ୧ ଫେଡାଣ କରିବେ ।

ସ୍ଟେପ-୪ : ଆପଣଙ୍କର ଷ୍ଟେପ-୩ ରେ ଯାହା ଅବି ଜବାବ ଆସଥିବ ସେଥିରେ ୩ ଗୁଣନ କରନ୍ତୁ । ଉଦାହରଣ ପୂର୍ବ ରୁ ଉତ୍ତର ଆସିଥିଲା ୩୬ ସେଥିରେ ୩ ଗୁଣନ କରିଲେ ଉତ୍ତର ଆସିବ ୧୦୮ । ଠିକ ସେହିପରି ଆପଣ ନିଜର ଲଭର ଙ୍କ ନାମ କୁ ଏଭଳି ଭାବେ ଗୁଣନ କରନ୍ତୁ ।

ସ୍ଟେପ-୫ : ଏବେ ପୁଣି ଠାରେ ଯେଉଁ ଜବାବ ସ୍ଟେପ-୪ ରେ ଆସିଥିଲା ସେଥିରେ ୨ ଗୁଣନ କରନ୍ତୁ । ଯେମିତି ପୂର୍ବରୁ ଉତ୍ତର ରହିଥିଲା ୧୦୮ ସେଥିରେ ୨ ଗୁଣନ କରିଲେ ଜବାବ ଆସିବ ୨୧୬ ।

ସ୍ଟେପ-୬ : ଏବେ ଆସନ୍ତୁ ଜାଣିବେ ଆପଣ ନିଜର ଲଭର ଙ୍କ ନାଁ କେମିତି ଜାଣିବେ । ଏଥିପାଇଁ ଆପଣ ଲେଟର ଅନୁଯାୟୀ ନମ୍ବର ନେଇ ଆସିଛୁ । A- ୨୧୬, B-୨୦୪, C-୧୪୪, D-୨୩୪, E-୧୮୬, F-୧୯୮,, G-୧୩୮, H-୧୯୨, I-୨୨୮, J-୧୬୨, K-୧୨୦, L-୨୫୮, M-୨୬୪, N-୧୨୬, O-୧୩୨, P-୨୪୬, Q-୨୭୦, R-୧୮୦, S-୨୪୦, T-୨୫୨, U- V-୧୫୬, W-୧୫୦, X-୨୧୦, Y-୨୨୨, Z-୧୩୮ ।

ତେବେ ଆପଣ ଏହି ନମ୍ବର ଦେଖି ଯେଉଁ କାଉଣ୍ଟ କରିଥିବେ ସେଥିରୁ ଜାଣି ପାରିବେ ଆପଣଙ୍କ ଲଭର ଙ୍କ ନାମର ପ୍ରଥମ ଅକ୍ଷର । ଯେମିତି ଆମେ ଉଦାହରଣ ମାଧ୍ୟମରେ ନେଇଥିଲୁ A ଯାହାର ୨୧୬ ରହିଛି ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *