ନବରାତ୍ରିରେ ଘରେ ରଖିଦିଅନ୍ତୁ 1 ଟଙ୍କାର କଏନ, ମା ଲକ୍ଷ୍ମୀଙ୍କ କୃପାରୁ ହୋଇଯିବେ ମାଲାମାଲା !

ସବୁରି ମନୁଷ୍ୟ କିଛି ନା କିଛି କର୍ମ କରିଥାନ୍ତି । କାରଣ କର୍ମ ହିଁ ଭଗବାନ । କର୍ମ ଦ୍ଵାରା ହିଁ ଫଳ ପ୍ରାପ୍ତି ହୋଇଥାଏ । ସଂସାର ଚଳାଇବାକୁ ହେଲେ ଧନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥାଏ । ସମସ୍ତ ବ୍ୟକ୍ତି ଚାହାନ୍ତି ପରିବାରରେ କିପରି ସୁଖ ସମୃଦ୍ଧି ରେ ଭରିଯାଉ । ତ ଆସନ୍ତୁ ଜାଣିବା ଏହି ନବରାତ୍ରିରେ ୧ ଟଙ୍କା ରଖିବା ଦ୍ଵାରା କଣ ହୋଇଥାଏ । ଘରର ମଙ୍ଗଳ ପାଇଁ ଏକ ଟଙ୍କିଆ କଏନ ରେ ସିନ୍ଦୁରରେ ନିଜ ନାର ପ୍ରଥମ ଅକ୍ଷର ଲେଖିବେ ।

ରାତିରେ ଘରର ଛାତ ଉପର ପାଣି ଟାଙ୍କି ଉପରେ ରଖିବେ ଯେମିତି ଆପଣ ଲେଖିଥିବା ପ୍ରଥମ ଅକ୍ଷର ଉପରକୁ ରହୁଥିବ । ଯାହା ଫଳରେ ରାତିର ଉଜାଲା ସେହି ଟଙ୍କାରେ ଲେଖିଥିବା ନା ଉପରେ ବଡିବ । ସେହି ଟଙ୍କାକୁ ତ ପର ଦିନ ସକାଳେ ଆଣିକି ନିଜ ପଇସା ରଖିବା ଜାଗାରେ ରଖିବେ । ଯାହା ଫଳରେ ମା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ରହିବ ନାହିଁ । କୌଣସି କାର୍ଯ୍ୟରେ ଅସଫଳ ହେବେ ନାହିଁ । ବ୍ୟବସାୟରେ ଉନ୍ନତି ଆସିବ ।

ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ରହି ଯାଇଥିବା କାର୍ଯ୍ୟ ସଫଳ ହେବ । ଯଦି କୌଣସି ସମସ୍ଯା ପାଇଁ ଆର୍ଥିକ ସମସ୍ଯା ରହିଛି ତ ରାତିରେ ଭଗବାନଙ୍କ ପାଖରେ ଏକ କଳସ ସ୍ତାପାନ କରିବେ ସେହି କଳସ ଉପରେ ଏକ କଏନ ରଖିବେ । ସେହି କଳସକୁ ପ୍ରତିଦିନ ପୂଜା କରିବେ ।ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପାରୁ କେବେବି ଆର୍ଥିକ ସମସ୍ଯା ରହିବ ନହିଁ । କାର୍ଯ୍ୟ କ୍ଷେତ୍ରରେ ଧନର ପ୍ରାପ୍ତି ହେବ । ସମସ୍ତ ସମସ୍ଯା ଦୂର ହେବ ।

ସମାଜରେ କୌଣସି କାର୍ଯ୍ୟ ପାଇଁ ସଂମ୍ମାନିତ ହେବେ । ଏପରି କାର୍ଯ୍ୟ କରିବେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ । ବହୁତ ଉଚ୍ଚ ସ୍ତରକୁ ମଧ୍ୟ ଯାଇପାରନ୍ତି । ଯଦି କୌନସି କାରଣ ପାଇଁ ଧନ ଉପାର୍ଜନ କରୁଛନ୍ତି କିନ୍ତୁ ଅଯଥାରେ ଖର୍ଚ୍ଚ ହୀୟଯାଉଛି । ତ ପୂଜା ଘରେ ଏକ ତମ୍ଭା କଳସରେ ଚାଉଳ ରଖି ସେଥିରେ ଏକ ଟଙ୍କା ର କଏନ ରଖନ୍ତୁ ଓ ସେହି କଳସକୁ ପ୍ରତିଦିନ ପୂଜା କରନ୍ତୁ । ତାପରେ ସେହି କଳସକୁ ନେଇ ଧନ ରହିବା ଜାଗାରେ ରଖିବେ ।

ଏହା ଦ୍ଵାରା କୌଣସି କାରଣ ପାଇଁ ଅଯଥା ଖର୍ଚ୍ଚ ହେବ ନାହିଁ । ସମସ୍ତ ଚିନ୍ତା ମଧ୍ୟ ଦୂର ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ଭଣ୍ଡାର ବୃଦ୍ଧି ହେବ । ଯଦି ଆପଣଙ୍କ ପାଖରେ ଅର୍ଥ ଯେତେ ଚେଷ୍ଟା କଲେବି ହେଉ ନାହିଁ । ତ ଏକ ନାଲି କପଡ଼ାରେ ଏକ ଟଙ୍କା ରଖି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ସେହି ଟଙ୍କାକୁ ନିଜ ପଇସା ରଖିବା ସ୍ଥାନରେ ରହିବେ । ତ ଧନର ଅଭାବ ରହିବା ନାହିଁ । ଧନର ପ୍ରାପ୍ତି କରିବା ପାଇଁ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ନାଲି କପଡ଼ାରେ ଏକ ଟଙ୍କା ଓ ୫ଟା କଉଡି ବାନ୍ଧି ପୂଜା ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିବେ । ଏହା ଦ୍ଵାରା ଭାଗ୍ୟ ରେ ଉନ୍ନତି ହେବ ଓ ବଡ ବଡ ସଫଳତା ମିଳିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *