ନବରାତ୍ରି ରେ ଏହି ଗଛର ଚେର ସହ ନେଇ ଆସନ୍ତୁ, ଆଉ ଦେଖନ୍ତୁ 24 ଘଣ୍ଟାରେ ଏହାର ଚମତ୍କାର…

ବନ୍ଧୁଗଣ ପବିତ୍ର ନବରାତ୍ରର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମା ଦୂର୍ଗା ଆପଣଙ୍କର ସବୁ କଷ୍ଟ ସମସ୍ୟାକୁ ଦୂର କରନ୍ତୁ ଏହା ଆମର କାମନା । ନବରାତ୍ରିରେ ପିନ୍ଧନ୍ତୁ ଏହି ଗଛର ଚେର । ଭାଗ୍ୟ ଆପଣଙ୍କର ସାଥ ଦେବ ଓ ଆପଣ ହୋଇଯିବେ କୋଟିପତି । ହିନ୍ଦୁ ଧର୍ମ ଅନୁଯାୟୀ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ମହତ୍ଵ ଦିଆଯାଇଛି । ଅନେକ ଗଛ ଗୁଡିକୁ ଶୁଭ ମାନାଯାଏ ।

ଏହି ଗଛ ଗୁଡିକ ଆମ ଜୀବନରେ ଚାଲିଥିବା ସମସ୍ୟାକୁ ଦୂର କରିଥାନ୍ତି । ଗଛ ଗୁଡିକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ । ବେଦ ପୁରାଣରେ ଅନେକ ଗଛର ଉଲେଖ ରହିଛି । ଆଇ ଆମେ ଜାଣିବା ଏମିତି ଏକ ଗହ ବିଷୟରେ ଯାହାର ଚେର ଏହି ନବରାତ୍ର ରେ ଘରକୁ ନେଇ ଆସିଲେ କେବେ ବି ଧନର ଅଭାବ ହେବ ନାହିଁ ।

ତେବେ ଆମେ ଏଠାରେ ଯେଉଁ ଗଛ ବିଷୟରେ କହୁଛୁ ତାହା ହେଉଛି ଅପାମାର୍ଗ ଗଛ । ଏହି ଗଛକୁ ଅପମାର୍ଗ ଏଥିପାଇଁ କୁହାଯାଏ କି ଏହି ଗଛର ବୀଜ ଓଲଟା ଚାଲିଥାଏ । ଅଲଗା ଗଛ ଏହି ଗଛ ଭିନ୍ନ ଅଟେ । ଆୟୁର୍ବେଦିକରେ ସବୁଠାରୁ ଖାସ ମହତ୍ଵ ରହିଥାଏ । ମାନାଯାଏ କି ଏହି ଗଛର ବ୍ୟବହାର କରି ବ୍ୟକ୍ତି ଶରୀରର ପ୍ରୋଟିନ କୁ ପୂର୍ତ୍ତି କରିପାରିବେ ।

ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ ତପସ୍ୟା କରିବା ସମୟରେ ଏହି ଗଛର ବୀଜ ର ଖେଚେଡି ତିଆରି କରି ଖାଉଥିଲେ । ଯାହା ପାଇଁ ସେମାନଙ୍କୁ ଅଧିକ ଭୋକ ଲାଗୁ ନ ଥିଲା । ଏହି ଗଛ ଏମିତି ଏକ ଗଛ ଯାହା ଉପରେ ଅମୃତର କିଛି ବୁନ୍ଦା ପଡିଥିଲା । ଯେବେ ସମୁଦ୍ର ମନ୍ଥନ ହୋଇଥିଲା କିଛି ଅମୃତ ଏହି ଗଛର ମୂଳରେ ପଡିଥିଲା । ଏହି କାରଣରୁ ଏହି ଗଛରେ ମା ଗଙ୍ଗାଙ୍କର ବାସ ହୋଇଥାଏ ।

ଏହି ଗଛର ମୂଳ ବା ଚେର ରେ ଦାନ୍ତ ଘାସିଲେ ଦାନ୍ତ ପୋକ ସମସ୍ଯା ତୁରନ୍ତ ଠିକ ହୋଇଇବ । ମାଢିରେ ଦରଜ ହେଉଥିଲେ ଏହି ଗଛର ମୂଳରେ 1 ମାସ ଦାନ୍ତ ଘସନ୍ତୁ ତାହା ଭଲ ହୋଇଯିବ । ଦାନ୍ତ ହଳଦିଆ ପଡୁଥିଲେ ଏହି ଗଛର ମୂଳରେ ଦାନ୍ତ ଘସିଲେ ଦାନ୍ତ ମୋତି ଭଳି ଚମକିଥାଏ । ଆଣ୍ଠୁ ଗଣ୍ଠି ଦରଜ ଓ ବିନ୍ଧା ହେଉଥିଲେ ଏହି ଗଛର ମୂଳକୁ ଖରାରେ ସୁଖାନ୍ତୁ ।

ଏହାର ପାଉଡର ବନାଇ ଗରମ ସୋରିଷ ତେଲ ରେ ଫୁଟାନ୍ତୁ ମାଲିସ କରନ୍ତୁ । ଶତ୍ରୁକୁ ପରାସ୍ତ କରିବା ପାଇଁ ଏହି ଗଛର ବୀଜ ଶନିବାର ଦିନ ଆଣି ଏହାକୁ ନାଲି କପଡାରେ ବାନ୍ଧି ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ । ଏହାକୁ ଏମିତି ଜାଗାରେ କେହି ଦେଖିପାରିବେନି । ବ୍ୟାପାରରେ ଉନ୍ନତି ପାଇଁ ଏଇ ଗଛର ଚେରକୁ ଶୁକ୍ରବାର ଦିନ ଆଣି ନାଲି କପଡାରେ ରଖିକି ସିନ୍ଦୁର ରଖନ୍ତୁ । ଏହାପରେ ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଦେଖିବେ ଧନର ଅଭାବ ହେବନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *