ପବିତ୍ର ଦୂର୍ଗା ପୂଜା ରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ ମା ଦୂର୍ଗା ଙ୍କ କୃପାରୁ ଧନର କେବେ ବି ଅଭାବ ହେବ ନାହିଁ ।

ବନ୍ଧୁଗଣ ଆଶ୍ଵିନ ମାସର ପ୍ରତିପଦା ତିଥି ରୁ ହିଁ ନବରାତ୍ରି ର ଆରମ୍ଭ ହୋଇଥାଏ । ଆଉ ଏହି ବର୍ଷର ଶାରଦୀୟ ନବରାତ୍ରିର ଆରମ୍ଭ ହୋଇ ସାରିଛି । ଏହାର ସମାପନ ଅକ୍ଟୋବର 24 ତାରିଖ ଦଶମୀ ଦିନ ହେବ । ଅକ୍ଟୋବର 15 ରୁ ଆମ୍ଭ ହୋଇ ସାରିଛି ପବିତ୍ର ଦୂର୍ଗା ପୂଜା । ଏହି 9 ଦିନରେ ଘରକୁ ଏମିତି କିଛି ପବିତ୍ର ଜିନିଷ ଆଣିଲେ ଘରେ ନେଗେଟିଭ ଶକ୍ତି ଦୂର ହୋଇ ପଜେଟିଭ ଊର୍ଜାର ସୃଷ୍ଟି ହୋଇଥାଏ । ଜୀବନରେ ଆସୁଥିବା ସବୁ ବାଧା ବିଘ୍ନ ଦୂର ହୋଇଥାଏ । ଏହା ସହ ମା ଦୂର୍ଗାଙ୍କ ଅଶେଷ କୃପା ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ବିସ୍ତାର ପୂର୍ବକ ।

1- ମା ଦୂର୍ଗାଙ୍କର ପାଦ ଚିହ୍ନ କୁ କିଣି ଆଣି ଘରକୁ ନେଇ ଆସି ଏହାକୁ ପୂଜା କରନ୍ତୁ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଏହା ସହ ଆର୍ଥିକ ସମୟ ରୁହେ ନାହିଁ । ମା ଦୂର୍ଗାଙ୍କର ପାଦ ଚିହ୍ନ ଘରେ ସ୍ଥାପନ କରିଲେ ପାଇର୍ବାର ଲୋକଙ୍କ ମଧ୍ୟରେ ପ୍ରେମ ବଢିଥାଏ ।

2- କଳସ : ସନାତନ ଧର୍ମ ଅନୁଯାୟୀ କଳସ କୁ ବହୁତ ଶୁଭ ଭାବେ ବିଚାର କରାଯାଏ । ନବରାତ୍ରି ରେ ମାଟି, ସୁନା, ରୂପା କଳସ ଘରକୁ ଆଣି ପ୍ରତିଷ୍ଠା କରିବା ଉଚିତ । ଏହା ଦ୍ଵାରା ଘରେ ଶୁଭତା ଆସିଥାଏ । କୌଣସି ବି ଧାତୁର କଳସ ଆଣି ଘରେ ପୂଜା କରିବା ସହ ଘରର ମୁଖ୍ୟଦ୍ଵାର ରେ ରଖିବା ଉଚିତ ।

3- ମା ଦୂର୍ଗା ଙ୍କ ମୂର୍ତ୍ତି ବା ଫୋଟୋ ଆଣି ଘରେ ସ୍ଥାପନ କରିବା ଉଚିତ । ବିଧି ବିଧାନ ଅନୁଯାୟୀ ମା ଦୂର୍ଗାଙ୍କ ପୂଜା କରିଲେ ଘରେ ସୁଖ ଶାନ୍ତିରେ ବୃଦ୍ଧି ହୋଇଥାଏ ।

4- ଦୂର୍ଗା ଭିଷା ଯନ୍ତ୍ର କୁ ଘରେ ସ୍ଥାପନ କରିଲେ ଭାଗ୍ୟରେ ଅଗ୍ରଗତି ହେବ । କାର୍ଯ୍ୟ ରେ ସଫଳତା ଆସିବା ସହ ମା ଦୂର୍ଗାଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ଜନ୍ତ୍ର ର ଚମତ୍କାରିତା ଖୁବ ଅଧିକ ହୋଇଥାଏ । ଏହି ନବରାତ୍ର ରେ ମହିଳା ଙ୍କୁ ଗହଣା ଉପହାର ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହ ଘରର ବଡ ମାନଙ୍କୁ ବସ୍ତ୍ର ଉପହାର ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ନବରାତ୍ରି ରେ ମ ଦୂର୍ଗା ଙ୍କର ପୂଜା ବ୍ରହ୍ମ ମୂହୁର୍ତ୍ତ ରେ କରିବା ଉଚିତ ହୋଇଥାଏ । ତେବେ ଏହି ସବୁ ଜିନିଷ ନବରାତ୍ରି ରେ ନିଶ୍ଚୟ ଘରକୁ ଆଣିବା ଉଚିତ । ଏହା ଦ୍ଵାରା ମା ଦୂର୍ଗାଙ୍କର ବିଶେଷ କୃପା ପ୍ରାପ୍ତ ହେବ ସହ ଜୀବନରେ ଥିବା ସବୁ ସମସ୍ୟମାନ ଦୂର ହେବ । ଏହି ସବୁ ଜିନିଷ ଗୁଡିକ ମା ଦୂର୍ଗାଙ୍କ ସହ ଜଡିତ ଅଟେ । ଏହି ସବୁ ଜିନିଷ ର ଅଧିକ ମହତ୍ଵ ରହିଥାଏ ଯାହା କି ଜୀବନରେ ଚାଲିଥିବା ସମସ୍ୟାମାନ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଏହି ଦୂର୍ଗା ପୂଜା ରେ ଏହି ସବୁ ଜିନିଷ ମଧ୍ୟ ରୁ କୌଣସି ଗୋଟିଏ ନିଶ୍ଚୟ ଆଣନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *