ପାଦ ଛୁଇଁବା ସମୟରେ ଏହି ଭୁଲ କରନ୍ତୁ ନାହିଁ । ଆଜିର ଅନୁଚିନ୍ତା ।

ବନ୍ଧୁଗଣ ଆମେ ମାନେ ଯେ କୌଣସି ବଡ ବ୍ୟକ୍ତି ଙ୍କୁ ଦେଖିଥାଉ କିମ୍ବା ସେମାନେ ଆମ ଆଖ ପାଖ ରେ ରହିଥାନ୍ତି । ତେବେ ଆମେ ତାଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରିଥାଉ । ଯାହା ଦ୍ଵାରା ସେମାନେ ଆମକୁ ଆଶୀର୍ବାଦ କରିଥାନ୍ତି । କାହିଁକି ନା ଶାସ୍ତ୍ର ରେ କୁହା ଯାଇଛି କି ବଡ ମାନଙ୍କର ପାଦ ଛୁଇଁବା ଦ୍ଵାରା ସେମାନଙ୍କର ଆଶୀର୍ବାଦ ମିଳିଥାଏ ଯାହା ଆମକୁ ଜୀବନରେ ଆଗକୁ ବଢିବାର ପ୍ରେରଣା ଦେଇଥାଏ ।

ଆମ ଶାସ୍ତ୍ର ରେ କୁହା ଯାଉଛି ବଡ ମାନଙ୍କର ଓ ଗୁରୁଜନ ମାନଙ୍କର ପାଦ ଛୁଇଁବା ଦ୍ଵାରା ଭାଗ୍ୟରେ ଉନ୍ନତି ଆସିଥାଏ । ଓ ଏହା ଦ୍ଵାରା ଦଇବି କୃପା ପ୍ରାପ୍ତ ହୋଇଥାଏ । ବହୁତ ବଡ ଲୋକ ମାନେ ଆମ ଠାରୁ ବୟସରେ ବଡ ହୋଇଥାନ୍ତି । ଜାତି ଓ ଧର୍ମ ରେ ବଡ ହୋଇଥାନ୍ତି । କିନ୍ତୁ ସେହି ବଡ ମାନଙ୍କର କର୍ମ ଏତେ ନିଚ୍ଚ ହୋଇଥାଏ କି ସେମାନଙ୍କର ପାଦ ଛୁଇଁବା ଦ୍ଵାରା ତାଙ୍କର ଅମାନବୀୟ ଗୁଣ ଆମ ଠାରେ ଦେଖା ଯାଇଥାଏ ।

ଯେମିତି କି କୌଣସି ବ୍ୟକ୍ତି ଆମ ଠାରୁ ବଡ ହୋଇଥାନ୍ତି କିନ୍ତୁ ସେମାନେ ମାଂସ ଭକ୍ଷଣ ପ୍ରତି ଅଧିକ ରୁଚି ରଖିଥାନ୍ତି ଓ ନିଚ୍ଚ କର୍ମ କରୁଥାନ୍ତି । ଏମିତି ଲୋକଙ୍କର ପାଦ ଛୁଇଁବା ଦ୍ଵାରା ସେମାନଙ୍କର ରାଶିର ପ୍ରକୃତିମାନ ଆମକୁ ପ୍ରଭାବିତ କରିଥାଏ । ବ୍ରାହ୍ମଣ ଓ ଗୁରୁ ଙ୍କୁ କେବେ ବି ପାଦ ଛୁଇଁ ପ୍ରଣାମ କରିବା ଉଚିତ ନୁହେଁ । କାରଣ ଯଦି ଏମାନେ କ୍ରୋଧ କରନ୍ତି ତେବେ ବ୍ୟକ୍ତିଙ୍କର ଆୟୁଷ କମି ଯାଇଥାଏ ।

ବ୍ରାହ୍ମଣ ଓ ଗୁରୁ ଙ୍କର ଭକ୍ତି ଓ ଆଦର କରିବା ଉଚିତ । ଏହା ଦ୍ଵାରା ଜ୍ଞାନ ଓ ଭକ୍ତି ପ୍ରାପ୍ତ ହୋଇଥାଏ । କୁମାରୀ କନ୍ୟା ଓ ବାଳକ ମାନେ ଭଗବାନଙ୍କର ଅଂସ ହୋଇଥାନ୍ତି । କିନ୍ତୁ ଏମାନଙ୍କର ପାଦ କେବେ ବି ଛୁଇଁବା ଉଚିତ ନୁହେଁ । ବିଶେଷ କରି ଯେଉଁ ମାନେ ପୂଜନୀୟ ଓ ନମସ୍ୟ ତଥା ଶ୍ରଦ୍ଧା ଓ ଆଦର ର ଯୋଗ୍ୟ ଅଟନ୍ତି । ସେମାନଙ୍କ ପାଦ କେବେ ବି ଛୁଇଁବା ଉଚିତ ନୁହେଁ ।

ଏପରି ସ୍ଥଳେ ତାଙ୍କ ପାଦ ନ ଛୁଇଁ ମାଟି ଉପରେ ସେମାନଙ୍କୁ ପ୍ରଣାମ କରିବା ଉଚିତ । କାରଣ ପାଦ ଛୁଇଁବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ନ ଦେଲେ ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ତେବେ ଏହି ସବୁ କ୍ଷେତ୍ରରେ ଓ ଏହି ଲୋକ ମାନଙ୍କର ପାଦ କେବେ ବି ଛୁଇଁବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଜୀବନରେ ପ୍ରଗତି ବଦଳରେ ଅଗ୍ରଗତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *