ପ୍ରତିଦିନ ସକାଳୁ ଖାଲି ପେଟରେ ରସୁଣ ସହିତ ଗରମ ପାଣି ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ଫଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ ?

ଉତ୍ତର- ସେଓ ।

2- କେଉଁ ମାଂସ ଖାଇଲେ ମଣିଷ ସୁସ୍ଥ ରୁହେ ?

ଉତ୍ତର- କୋଚିଆ ।

3- ବିଶ୍ଵର କେଉଁ ଦେଶରେ ରକ୍ତ ର ବର୍ଷା ହୋଇଥାଏ ?

ଉତ୍ତର- ଇଟାଲୀ ।

4- କଣ ଖାଇଲେ ରକ୍ତ ଜଲ୍ଦି ବଢିଥାଏ ?

ଉତ୍ତର- ଖଜୁରୀ ।

5- କଣ ଖାଇବା ଦ୍ଵାରା କିଡନି ସୁସ୍ଥ ରୁହେ ?

ଉତ୍ତର- ପିଆଜ ।

6- ନାକ ରୁ ରକ୍ତ ବାହାରିଲେ କେଉଁ ଗଛର ରସ ପକାଇଲେ ରକ୍ତ ବନ୍ଦ ହୋଇଯାଏ ?

ଉତ୍ତର- ଦୁବଘାସ ରସ ।

7- କେଉଁ ଗଛର କାଠ କୁ କେବେ ଜଳା ଯାଇ ନ ଥାଏ ?

ଉତ୍ତର- କଦଳୀ ।

8- ସାଇକେଲ ଚଳାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ହୃଦୟ ରୋଗ ।

9- ଜଣେ ମଣିଷ ଟାଟୁ ତିଆରି କରିବାର କେତେ ଦିନ ପର୍ଯ୍ୟନ୍ତ ରକ୍ତ ଦାନ କରି ପାରିବ ନାହିଁ ?

ଉତ୍ତର- 6 ମାସ ।

10- କେଉଁ ଡାଲି ଖାଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ ?

ଉତ୍ତର- ହରଡ ।

11- କେଉଁ ଭିଟାମିନ ଅଭାବରୁ ଗୋଡ ହାତ ଝିମ ଝିମ ହୋଇଥାଏ ?

ଉତ୍ତର- ଭିଟାମିନ-ବି12 ।

12- ଛତୁ ଖାଇବା ଦ୍ଵାରା କେଉଁ ରୋଗରୁ ମୁକ୍ତି ମିଳିଥାଏ ?

ଉତ୍ତର- ହୃଦ ରୋଗ ।

13- ଲିଟି ଚୋଖାର ଉତପତି ଭାରତର କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର- ବିହାର ।

14- ଭାରତର କେଉଁ ରାଜ୍ୟ ମସାଲା ଉତ୍ପାଦନ ପାଇଁ ପ୍ରସିଦ୍ଧ ?

ଉତ୍ତର- କେରଳ ।

15- ପ୍ରତିଦିନ ସକାଳୁ ଖାଲି ପେଟରେ ରସୁଣ ସହିତ ଗରମ ପାଣି ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ?

ଉତ୍ତର- ଅର୍ଶ, କୋଷ୍ଠ କାଠିନ୍ଯ। ମଧୁମେହ ଓ ରକ୍ତଚାପ ଓ ପାକକ୍ରିୟା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *