10+ ପ୍ରଶ୍ନ ଓ ଉତ୍ତର – ଗୋଟିଏ ଝିଅ ଜନ୍ମ ହେଲା 1950 ରେ, ଆଉ ମରିଗଲା 1950 ରେ । ଯେତେବେଳେ ସେ ମରିଲା ସେତେବେଳେ ତାର ବୟସ ଥିଲା 20 ବର୍ଷ । କୁହ କେମିତି ହେଲା ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣିବା ନିହାତି ଜରୁରୀ ଅଟେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତ୍ରି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର- vegetable ।

2- କାହାର ଡେଣା ନ ଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର- ଗୁଡି ।

3- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ କେବଳ କିଣିଥାନ୍ତି ?

ଉତ୍ତର- ରାକ୍ଷୀ ।

4- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇ ନାହିଁ ?

ଉତ୍ତର- ଗୋଆ ।

5- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲା ରେ ଅଛି ଓ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିଥାନ୍ତି ମିଳନ୍ତି ?

ଉତ୍ତର- ମୟୂରଭଞ୍ଜ ଜିଲ୍ଲା ବ୍ୟାଘ୍ର ସରକ୍ଷଣ କେନ୍ଦ୍ର । ଏହାରେ ହାତୀ, ଗୟଳ, ଶମ୍ବର, ହରିଣ, ଭାଲୁ ସାପ ଦେଖା ଯାଇଥାନ୍ତି ।

6- ଭିତର କନିକା କେଉଁ ଜିଲ୍ଲା ରେ ଅଛି ଓ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର- କେନ୍ଦ୍ରାପଡା ରେ ଅଛି । ଏଠାରେ ପ୍ରଜନନ କେନ୍ଦ୍ର, ସାପ, ହରିଣ, ଶମ୍ବର ଦେଖିବାକୁ ମିଳେ ।

7- ଏମିତି କେଉଁ ଜିନିଷ ଯିଏ ଆଲୋକ ରେ ତୁମ ସାଥିରେ ଥାଏ କିନ୍ତୁ ଅନ୍ଧାର ରେ ନ ଥାଏ ?

ଉତ୍ତର- ଛାଇ ।

8- ମଣିଷ ର ଗୋଟିଏ ଆଖି ର ଓଜନ କେତେ ହୋଇଥାଏ ?

ଉତ୍ତର- 8 ଗ୍ରାମ ।

9- ମୋଗଲ ବଂଶ ର ସଂସ୍ଥାପକ କିଏ ଥିଲେ ?

ଉତ୍ତର- ବାବର ।

10- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ଅଟନ୍ତି ?

ଉତ୍ତର- ପ୍ରଧାନ ମନ୍ତ୍ରୀ ।

11- ବିଶ୍ଵ ର ସବୁଠାରୁ ଗରିବ ଦେଶର ନାମ କଣ ?

ଉତ୍ତର- ଭୁଟାନ ।

12- ଗୋଟିଏ ଝିଅ ଜନ୍ମ ହେଲା 1950 ରେ, ଆଉ ମରିଗଲା 1950 ରେ । ଯେତେବେଳେ ସେ ମରିଲା ସେତେବେଳେ ତାର ବୟସ ଥିଲା 20 ବର୍ଷ । କୁହ କେମିତି ହେଲା ସମ୍ଭବ ?

ଉତ୍ତର- କାରଣ ଝିଅ ଟି 1950 ରେ ଜନ୍ମ ହୋଇଥିଲା ଓ ଯେଉଁ ଘରେ ମରିଲା ତାର ରୁମ ନମ୍ବର 1950 ଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *