ବାଛନ୍ତୁ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କାହିଁକି ଆପଣ ଦୁଃଖରେ ଅଛନ୍ତି- Personality Test

ବନ୍ଧୁଗଣ ଆଜିର ବିଷୟ ବସ୍ତୁ ଟି ପ୍ରଶ୍ନ ଭବିଷ୍ୟତ ଉପରେ ଆଧାରିତ ଅଟେ । ଆପଣଙ୍କ ମନରେ ଯାହା ବି ପ୍ରଶ୍ନ ଚାଲିଛି, ଆପଣଙ୍କ ମନର ସ୍ଥିତି କେମିତି ଅଛି ଆପଣ ଏହି ପ୍ରଶ୍ନ ଭବିଷ୍ୟତ କୁ ପଢି ଜାଣି ପାରିବେ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଗାଈ ଓ ହରିଣ ର ଚିତ୍ର । ଯାହା ପାପ ଓ ପୂଣ୍ୟ ଉପରେ ଆଧାରିତ ଅଟେ । ଏହି 2ଟି ଚିତ୍ର ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ବାଛିବାକୁ ପଡିବ । ଏହାପରେ ଆପଣ କାହିଁକି ଦୁଃଖ ରେ ଅଛନ୍ତି ଓ ଆଗାମୀ ଭବିଷ୍ୟତ ଉପରେ ଜାଣି ପାରିବେ ।

1- ଯଦି ଆପଣ ପ୍ରଥମ ନଜରରେ 1 ନମ୍ବର ବା ଗୋମାତାଙ୍କ ଚିତ୍ରକୁ ବାଛିଛନ୍ତି ତେବେ କିଛି ଦୁର୍ଘଟଣା ଘଟିଲେ ଆପଣ କ୍ଲେଶ ପାଉଛନ୍ତି । ଏହାର ବାସ୍ତବତା ଜାଣିପାରୁ ନାହାନ୍ତି । ସନ୍ତାନଙ୍କୁ ନେଇ ଚିନ୍ତାରେ ରହୁଛନ୍ତି । ଆପଣ ଯାହା ଚିନ୍ତା କରୁଛନ୍ତି ତାହା ସଫଳ ହେଉ ନାହିଁ । ବର୍ତ୍ତମାନ ଆପଣଙ୍କ ପାଇଁ ସମୟ ଭଲ ନାହିଁ । ଗୃହରେ ସମସ୍ତେ ରୋଗୀ ଅଛନ୍ତି । ଏଥିପାଇଁ ଅର୍ଥ ବ୍ୟୟ ହେଉଛି ।

ଶନିବାରକୁ ନେଇ କୁଫଳ ପ୍ରାପ୍ତ ହେଉଛି ଯାହା 4ରୁ 6 ମାସ ଯାଏଁ ଭୋଗିବାକୁ ହେବ । ଆପଣ ମା ଦକ୍ଷିଣକାଳୀ ଙ୍କ ଉପାସନା କରନ୍ତୁ । ଏହାଦ୍ବାରା କ୍ଲେଶ ଦୂର ହେବ । ହଠାତ ବଡ ଘଟଣାରେ ଯୋଡି ହୋଇ ଦୁର୍ଘଟଣା ଘଟୁଛି । ଆପଣ ସତ୍ୟ ପଥରେ ଚାଲିବାକୁ ପସନ୍ଦ କରନ୍ତି । ସେଥିପାଇଁ ଅଧିକ ଦୁଃଖ ପାଉଛନ୍ତି । ଅଧିକ ଖରାପ ଲୋକଙ୍କ ସହ ମିଶାନ୍ତୁ ନାହିଁ । ସେମାନଙ୍କର ଆଲୋଚନା କରନ୍ତୁ ନାହିଁ । ଯାହା ବି ମନ୍ଦ ଦଶା ଭୋଗୁଥିଲେ ତାହା ଦୂର ହେବ ।

2- ଆପଣ 2 ନମ୍ବର ବା ହରିଣ ର ଚିତ୍ରକୁ ଚୟନ କରିଛନ୍ତି ତେବେ ପୁତ୍ର କଷ୍ଟ, ଲୋକ ସମ୍ପର୍କ, ରୋଜଗାରକୁ ନେଇ ଚିନ୍ତାରେ ଥିଲେ । ଆୟରେ କ୍ଷତି ହେଉଥିଲା । ସନ୍ତାନ ସ୍ନେହରୁ ବଞ୍ଚିତ ହେଉଛନ୍ତି । ଆପଣଙ୍କ ମନର ଅଭିଳାଷ ପୂରଣ ଏଊ ନାହିଁ । କାରଣ ଆପଣ ମନ୍ଦ ଦଶା ରେ ପଡିଥିଲେ । 19 ବର୍ଷରୁ ଆରମ୍ଭ କରି ଆପଣ ମନ୍ଦ ଦଶା ଭୋଗ କରୁଛନ୍ତି । ଅର୍ଥ ହାନି, ପୁତ୍ର, ସ୍ତ୍ରୀ କଷ୍ଟ ଭୋଗୁଛନ୍ତି ।

ଜାତକ ଦେଖାଇ ନିରାକରଣ କରନ୍ତୁ । ଆପଣ ଯାହା ପୂର୍ବରୁ ଭୋଗ କରୁଥିଲେ ତାହା ବିଶାରେ ଚିନ୍ତା କରନ୍ତୁନି । ନାନା କାରଣରୁ ଅର୍ଥ ବ୍ୟୟ ହେଉଛି । ନିଜର ପ୍ରିୟଜନ ଆପଣଙ୍କ ଠାରୁ ଦୂରେଇ ଗଲେଣି । ପରିବାର ଲୋକଙ୍କ ସହ ସମ୍ପର୍କ ଠିକ ନାହିଁ । ଆପଣ ସତର୍କ ରୁହନ୍ତୁ । ଏ ସବୁ ଦୂର ହେବାକୁ ଯାଉଛି । ଆପଣଙ୍କୁ ଧନ ଲାଭ ହେବ । ଇଷ୍ଟ ଦେବଙ୍କ ପୂଜା କରନ୍ତୁ । ଆପଣଙ୍କର ଉନ୍ନତି ହେବ । ଆପଣଙ୍କର ଯାହା ଇଚ୍ଛା ଅଛି ତାହା ଦୂର ହେବ । ସନ୍ତାନଙ୍କର ଚିନ୍ତା ଦୂର ହେବ । ପୂର୍ବ ପରି ରାଜକୀୟ ସମ୍ମାନ ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *