ରାସ୍ତା ରୁ ଯଦି ପଇସା ପାଆନ୍ତି ତେବେ କେଉଁ ସଂକେତ ମିଳିଥାଏ ? 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ତେବେ ଏ ସବୁ ଘଟିବା ପୂର୍ବରୁର ପ୍ରକୃତିରୁ କିଛି ସଂକେତ ମିଳିଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । 1- ଘରେ ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହୁଏ ବା ଘଣ୍ଟାର କାଚ ଭାଙ୍ଗିଯାଏ ତେବେ ପରିବାର ପ୍ରତି ବିପଦ ପଡିବାର ସଂକେତ ଦେଇଥାଏ ।

2- ରୋଷେଇ ଘରେ ରଖାଯାଇଥିବା କାଚପାତ୍ର ଭାଙ୍ଗିଯାଏ ତେବେ ଆର୍ଥିକ ସଙ୍କଟର ସଂକେତ ଦେଇଥାଏ । ଯଦି ଘରେ ହୋଇଥିବା ଶୁଭ କାମରେ ବାଧା ଆସିଥାଏ ତେବେ ପରିବାର ପ୍ରତି ବିପଦ ଆସିଥାଏ ।

3- ଘର ଉପରେ ଅଚାନକ ଚିଲ ହାଡ ଖଣ୍ଡ ପକାଏ ତେବେ ଅଶୁଭ ସଂକେତ ମିଳିବାର ସୂଚନା ଦେଇଥାଏ । କ୍ଷୀର ଗରମ କରିବା ସମୟରେ ବାରମ୍ବାର କ୍ଷୀର ଉତୁରିଥାଏ ଅଶୁଭ ସଂକେତ ହୋଇଥାଏ ।

4- ଘରର ଛାତ ବା କାନ୍ଥ ରୁ ପ୍ଲାଷ୍ଟର ଛାଡିଯାଏ ତେବେ ଅଶୁଭ ସଂକେତ ହୋଇଥାଏ । କୁକୁର ବିନା କାରଣରେ ଭୋକିଥାଏ ତେବେ ଘର ଲୋକଙ୍କ ଉପରେ ବିପଦ ପଡିବାର ସଂକେତ ହୋଇଥାଏ ।

5- ପିନ୍ଧୁଥିବା ବସ୍ତ୍ର ରେ ତୁଳା ଲାଗିଥିବାର ଦେଖନ୍ତି ତେବେ ଭଲ ଖବର ମିଳିବାର ସଂକେତ ହୋଇଥାଏ । ଚାବିଗୁଛା ରେ ବାରମ୍ବାର ଜଣକ ଲାଗେ ତେବେ ସମ୍ପର୍କୀୟ ଙ୍କ ଠାରୁ ଜିନିଷ ପ୍ରାପ୍ତି ହେବାର ସୂଚନା ଦେଇଥାଏ ।

6- ଘରେ ଅଚାନକ ମୂଷା ଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପରିବାର ଉପରେ ବିପଦ ପଡିବାର ସଂକେତ ହୋଇଥାଏ । ଅନେକ ଚେଷ୍ଟା ପରେ ବି କାମ ସଫଳ ହୁଏ ନାହିଁ ତେବେ ଧନ ହାନି ହେବାର ସଂକେତ ହୁଏ ।

7- ପେଟ ଜନିତ ସମସ୍ଯା ଦେଖାଗଲେ ଅଚାନକ ଦୁର୍ଘଟଣାର ସଂକେତ ହୋଇଥାଏ । ମୁହଁ ରେ ଅଧିକ ଲାଳ ଉତପନ ହେଲେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ବଢିବାର ସୂଚନା ଦେଇଥାଏ ।

8- ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖିଲେ ଭଲ ସମୟ ଆସିବାର ଅଙ୍କେତ ହୋଇଥାଏ । ଛୋଟ ବୁଢିଆଣୀ ମୁଣ୍ଡ ଉପରେ ପଡିଲେ ଶୁଭ ହେବ ସହ ଧନ ପ୍ରାପ୍ତ ହୋଇଥାଏ ।

9- କୌଣସି ପକ୍ଷୀ ଘର ଉପରେ ମାରି ପଡିଥିବାର ଦେଖାଜେ ଭୁତ ପ୍ରେତର ସଂକେତ ହୋଇଥାଏ । ଘରେ କଳା ପିମ୍ପୁଡି ସମୂହ ଭାବେ ବୁଲୁଥିବାର ଦେଖନ୍ତି ଏହା ଅଶୁଭ ସଂକେତ ହୋଇଥାଏ ।

10- ଅନ୍ଧାର ହୋଇଥିବା ସମୟରେ ଘରେ ଝାଡୁ ଲଗାଇବା ଅଶୁଭ ହେବ ସହ ଗରିବୀ ବୃଦ୍ଧି ହୋଇଥାଏ । ଏକ ବର୍ଷର ପିଲାଙ୍କୁ ଆଇନା ଦେଖାଇବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

11- ଘରେ ଖାଲି ବାଲଟି ରଖିଲେ ଓଲଟା ରଖିବା ଉଚିତ । ରାସ୍ତାରେ ଯିବା ସମୟରେ ଚୁଟି ରେ ପିନ ମିଳେ ତେବେ ନୂଆ ବନ୍ଧୁ ମିଳିବାର ସଂକେତ ହୋଇଥାଏ ।

12- ରାସ୍ତାରେ ଯିବା ସମୟରେ ପଇସା ମିଳେ ଏହା ଅଶୁଭ ହେବା ସହ କାମରେ ସଫଳତା ମିଳିବାକୁ ବିଳମ୍ବ ହେବାର ସୂଚନା ଦେଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *