ସ୍ନାନ କରିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ଆସିପାରେ ଗରିବୀ!

ବନ୍ଧୁଗଣ ଅନେକ ସମୟରେ ଆମେ ଗାଧୋଇ ସାରିବା ପରେ ତରବର ହୋଇ ପୋଷାକ ପିନ୍ଧି ଦେଇଥାଉ । କିନ୍ତୁ ଏମିତି କିଛି ଭୁଲ କରି ଦେଇଥାଉ ଯାହା ଦ୍ଵାରା ଜୀବନରେ ଆର୍ଥିକ ଓ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ପ୍ରେତକ କାମରେ ସଠିକ ନିୟମ ରହିଛି । ଏହାକୁ ମାନି ଚାଲିଲେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଆଜି ଆମେ ଜାଣିବା ସ୍ନାନ କରିବା ପାଇଁ କେଉଁ କାମ କରିବା ଉଚିତ ନୁହେଁ ।

1- ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରିବା ଉଚିତ ନୁହେଁ । କାରଣ ଏହି ଦିଗ ଯମରାଜ ଙ୍କୁ ଦର୍ଶା ଯାଇଛି । ଏହା ସହ ଦକ୍ଷିଣ ଦିଗକୁ ମୃତ ପରିଜନଙ୍କ ଅନ୍ତିମ ସଂସ୍କାର କରାଯାଏ । ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁଖ ନ କରି ପୂର୍ବ ଦିଗରେ ସ୍ନାନ କରିବା ଉଚିତ ହୋଇଥାଏ ।

2- ବାଲଟି ରେ ଗାଧୁଆ ପାଣି ଭର୍ତ୍ତି କରିବା ଉଚିତ ନୁହେଁ । ସ୍ନାନ ପରେ ବାଲଟି କୁ ଓଲଟା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ବୃଦ୍ଧିରେ ବାଧା ଆସିଥାଏ । 3- ଗାଧୋଇବା ପରେ ଓଦା ଲୁଗା ପକାଇ ରଖିବା ଉଚିତ ନୁହେଁ । ଯେଉଁ ମାନଙ୍କର କୁଣ୍ଡଳୀ ରେ ରାହୁ ଦୋଷ ଅଛି ଏହାର ଖରାପ ପ୍ରଭାବ ପଡିଥାଏ । ତେଣୁ ଗାଧୋଇବା ପରେ ଓଦା କପଡା ପକାଇବା ଉଚିତ ନୁହେଁ ।

4- ଗାଧୋଇବା ସମୟରେ ଚପଲ ପିନ୍ଧି କି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ହାନି ହୋଇଥାଏ । ଗାଧୋଇବା ସମୟରେ ପ୍ରଥମ ପାଣି ପାଦ ରେ ପକାଇବାକୁ ଅଶୁଭ ମାନା ଯାଇଥାଏ । ପାଦ ରେ ପାଣି ଢାଳିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

5- ଗାଧୋଇବା ସମୟରେ ନୀରବ ହୋଇ ସ୍ନାନ କରିବା ଅନୁଚିତ ଅଟେ । ସ୍ନାନ କରିବା ସମୟରେ କୌଣସି ମନ୍ତ୍ର କି ସଂଗୀତ ଉଚ୍ଚାରଣ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ପୁରା ଦିନ ସତେଜ ହୋଇଥାଏ ।

6- ଗାଧୋଇ ସାରିବା ପରେ ସେଭିଙ୍ଗ କରିବା ବା ନଖ କାଟିବା ଉଚିତ ନୁହେଁ । ଏପରି କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକରକ ହୋଇଥାଏ । ଏପରି କରୁଥିବା ବ୍ୟକ୍ତି ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୁଏ ନାହିଁ ।

7- ସ୍ନାନ ପରେ ଓଦା ଲୁଗାରେ ଠାକୁର ପୂଜା କରିବା ଉଚିତ ନୁହେଁ । ଏହା ଦ୍ଵାରା ସବୁ ପୂଣ୍ୟ କାମ ପାପ କାମରେ ପରିଣତ ହୋଇଥାଏ । ଏହା ପରେ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ ।

8- ସ୍ନାନ ପରେ ସିନ୍ଦୁର ଲଗାଇବା ବା ସଜବାଜ ହେବା ଅଶୁଭ ମାନାଯାଏ । ନାରୀ ମାନେ ସ୍ନାନ ପରେ ଖାଲି ପେଟରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ବାମୀଙ୍କ ଆୟୁଷ ଉପରେ ପ୍ରଭାବ ପକାଇଥାଏ । ସ୍ନାନ ପରେ ପାଟି ରେ ଲୁଣ ପକାଇ କିଛି ଖାଦ୍ୟ ଖାଇକି ସିନ୍ଦୁର ଲଗାଇବା ଉଚିତ । ଏପରି କରିଲେ ସ୍ଵାମୀ ଙ୍କ ଆୟୁଷ ବଢିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *