ଠାକୁର ଘରେ ପୂଜା କରିବା ସମୟରେ କଣ ଘଟିଲେ ଧନର ବୃଦ୍ଧି ହେବାର ସଂକେତ ମିଳିଥାଏ ?

ବନ୍ଧୁଗଣ ପ୍ରତେକ ଘରେ ଠାକୁର ପୂଜା କରା ଯିବାର ଅନେକ ବିଧି ବିଧାନ ରହିଛି । ଏମିତି କିଛି ନିୟମ ରହିଛି ଯାହାର ପାଳନ କରିବା ନିହାତି ଜରୁରୀ ଅଟେ । ଠାକୁର ପୂଜା କରିବା ସମୟରେ ଏମିତି କିଛି ଘଟଣା ମାନ ଘଟିଥାଏ ଯାହା ଆମେ ଦେଖି ମଧ୍ୟ ଅଣଦେଖା କରିଥାଉ । ଏମିତି କିଛି ଘଟଣା ମାନ ଘଟିଥାଏ ଯାହା ଶୁଭ ହୋଇଥାଏ । ତ ଆଉ କିଛି କ୍ଷେତ୍ରରେ ଅଶୁଭ ହୋଇଥାଏ । ଆଜି ଆମେ ଜାଣିବା ଠାକୁର ପୂଜା ସମୟରେ ଏମିତି କଣ ଘାତିଳେ ଧନର ବୃଦ୍ଧି ହୋଇଥାଏ ।

ଠାକୁର ପୂଜା କରିବା ର ଏକ ବିଶେଷ ବିଧି ରହିଥାଏ । ଠାକୁର ପୂଜା ସମୟରେ ଏମିତି କିଛି ନିୟମ ପାଳନ କରିବାକୁ ପଡିଥାଏ ଯାହାର ଉଚିତ ଭାବେ ନ କରାଗଲେ ଏହାର କୁ-ପ୍ରଭାବ ପରିବାର ଉପରେ ପଡିଥାଏ । ଠାକୁର ପୂଜାର ବିଧି ସଠିକ ଭାବେ ନ କରାଗଲେ ପରିବାର ଉପରେ ବିପଦ ଆସିବାର ସଂକେତ ଦେଇଥାଏ ।

1- ଠାକୁର ପୂଜା ସମୟରେ କୌଣସି ଛୋଟ ପିଲା ବିନା କାରଣ ରେ କାନ୍ଦି ଥାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ କୌଣସି ନେଗେଟିଭ ଶକ୍ତି ଆପଣଙ୍କ ଗୃହକୁ ପ୍ରବେଶ କରିକ ସାରିଛି ।

2- ଠାକୁର ପୂଜା କରିବା ସମୟରେ ସକାଳୁ ଯଦି କୌଣସି ଅତିଥି ଆପଣଙ୍କ ଘରକୁ ଆସନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଶୁଭ ସଂକେତ ଭାବେ ବିଚାର କରା ଯାଇଥାଏ ।

3- ସନ୍ଧ୍ୟା ଆରତୀ ସମୟରେ କୌଣସି ସୁହାଗିନୀ ନାରୀ ଘରକୁ ଆସିଥାନ୍ତି ତେବେ ଏହା ସୌଭାଗ୍ୟର ଲକ୍ଷଣ ହୋଇଥାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଆଗମନ କରିବାକୁ ଯାଉଛନ୍ତି ।

4- ସକାଳ ବା ସନ୍ଧ୍ୟା ସମୟରେ କୌଣସି ଅତିଥି ଠାକୁର ପୂଜା କରିବା ସମୟରେ ଆସିଥାନ୍ତି । ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହ ଅତିଥି ଙ୍କୁ ଜଳପାନ କରିବା ମଧ୍ୟ ଉଚିତ ହୋଇଥାଏ । ବିନା ଜଳପାନ ରେ ଅତିଥି ଙ୍କୁ ଘରୁ ବିଦାୟ ଦେବା ଉଚିତ ନୁହେଁ । ଏମିତି କରିଲେ ଘରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏହା ସହ ଧନ ପ୍ରାପ୍ତି ହୋଇଥାଏ । ଓ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଏହା ଥିଲା ଠାକୁର ପୂଜା କରିବା ସମୟରେ ହେଉଥିବା ଘଟଣା ମାନ ର ସଂକେତ ବିଷୟରେ । ଯାହାର ଅର୍ଥ ବୁଝି ପାରିଲେ ଏହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *