IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – ଏମିତି କେଉଁ ଅଙ୍ଗ ଅଛି ଯାହାକୁ ବିବାହ ପରେ ସ୍ତ୍ରୀ ନିଜ ସ୍ଵାମୀ କୁ ଛୁଇଁବାକୁ ଦିଏ ନାହିଁ ? କୁହ କଣ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ପକ୍ଷୀ ଅଛି ଯାହାକୁ ହାତ ଲଗାଇବା ମାତ୍ରେ ମରି ଯାଇଥାଏ ?
ଉତ୍ତର- ଟିଟୋନୀ ।

2- କେଉଁ ଦେଶରେ 7ଟି ଛୁଆ ଜନ୍ମ କରିବା ପରେ ଗୋଲ୍ଡ ମେଡାଲ ମିଳିଥାଏ ?
ଉତ୍ତର- କାଜସ୍ଥାନ ।

3- ଭାରତର କେଉଁ ସହର ରେ ଗୁପଚୁପ ବ୍ୟାନ କରାଯାଇଛି ?
ଉତ୍ତର- ଲଳିତପୁର ।

4- କେଉଁ ଦେଶରେ ବର୍ଷା ପାଣିର ଟ୍ୟାକ୍ସ ଦେବାକୁ ପଡିଥାଏ ?
ଉତ୍ତର- ଆମେରିକା ।

5- କଦଳୀର ସର୍ବାଧିକ ଉତ୍ପାଦନ ଭାରତର କେଉଁ ରାଜ୍ୟରେ ହୋଇଥାଏ ?
ଉତ୍ତର- ତାମିଲନାଡୁ ।

6- ଦୁନିଆରେ ସବୁଠୁ ବଡ କଦଳୀ କେଉଁଠି ମିଳିଥାଏ ?
ଉତ୍ତର- ଇଣ୍ଡୋନେସିଆ ।

7- କେଉଁ ଦେଶରେ ନୀଳ ଆଖି ବାଲା ଲୋକେ ରହିଥାନ୍ତି ?
ଉତ୍ତର- ସ୍କଟଲ୍ୟାଣ୍ଡ ।

8- ଇଲେକ୍ଟ୍ରୋନିକ ଫ୍ୟାନ ର ଆବିଷ୍କାର କେଉଁ ବର୍ଷ ହୋଇଥିଲା ?
ଉତ୍ତର- 1882ରେ ।

9- କେଉଁ ଦେଶରେ ମଣିଷ ଠାରୁ ଅଧିକ ଛେଳି ରହିଥାନ୍ତି ?
ଉତ୍ତର- ସ୍କଟଲ୍ୟାଣ୍ଡ ।

10- ଭାରତରେ କେଉଁ ସହରରେ ଦୁନିଆର ସବୁଠୁ ଲମ୍ବା କେକେ ତିଆରି ହୁଏ ?
ଉତ୍ତର- କେରଳ ।

11- ଭାରତରେ ପ୍ରଥମେ କୋରୋନା ଭାଇରାସ କେଉଁ ରାଜ୍ୟରେ ହୋଇଥିଲେ ?
ଉତ୍ତର- କେରଳ ।

12- ମଣିଷର ହୃଦୟ 1 ମିତଣୀରେ କେତେ ଥର ସ୍ପନ୍ଦନ କରିଥାଏ ?
ଉତ୍ତର- 72 ଥର ।

13- ଭାରତର ରାଷ୍ଟ୍ରୀୟ ପୋଷାକ କଣ ?
ଉତ୍ତର- ଧୋତି କୁର୍ତା ।

14- ଭାରତର କେଉଁ ରାଜ୍ୟରେ କୁକୁର ମନ୍ଦିର ଅଛି ?
ଉତ୍ତର- ଛତିଶଗଡ ।

15- ଗାଈ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- ନେପାଳ ।

16- ଭାରତରେ ନୋଟ ବନ୍ଦୀ ନରେନ୍ଦ୍ର ମୋଦୀ କେଉଁ ବର୍ଷ କରିଥିଲେ ?
ଉତ୍ତର- 2016 ।

17- ବିହାରର ଶୋକ ନଦୀ କେଉଁ ନଦୀ କୁ କୁହା ଯାଇଥାଏ ?
ଉତ୍ତର- କୋସି ।

18- ଦୁନିଆରେ ପ୍ରଥମ ସେଲଫି କେଉଁ ବର୍ଷ ନିଆ ଯାଇଥିଲା ?
ଉତ୍ତର- 1839 ରେ ।

19- ଏମିତି କେଉଁ ଅଙ୍ଗ ଅଛି ଯାହାକୁ ବିବାହ ପରେ ସ୍ତ୍ରୀ ନିଜ ସ୍ଵାମୀ କୁ ଛୁଇଁବାକୁ ଦିଏ ନାହିଁ ? କୁହ କଣ ?
ଉତ୍ତର- ପାଦ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *