ପୁଅ ଝିଅର ନାଁ ପଚାରିଲା ଝିଅ କହିଲା ପିତାଙ୍କ ପୂର୍ବରୁ ଓ ମା ଙ୍କ ପରେ ଯାହା ଲାଗିଥାଏ ସେଟା ମୋର ନାଁ, ତେବେ କୁହ ଝିଅର ନାଁ କଣ ? ଏହା ସହ ଆହୁରି 15+ GK Questions

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ଏହି ସଉ ପ୍ରଶ୍ନ ଗୁଡିକ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ କ୍ଷେତରେ କାମରେ ଆସିବ । ସେମାନେ ନିଜର ଜ୍ଞାନାର ବିକାଶ କରିବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରି ପାରିବେ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ । ତେବେ ଆସନ୍ତୁ ଜାଣିବା କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

1- ଏମିତି କେଉଁ ଜିନିଷ ଅଛି ଯିଏ ପ୍ରତେକ ଜାଗା ବୁଲିଥାଏ କିନ୍ତୁ ମନିଦ୍ରକୁ ଯିବାକୁ ଭୟ କରିଥାଏ ?

ଉତ୍ତର- ଚପଲ।

2- ଏମିତି କେଉଁ ତାରା ଅଛି ଯାହା 16 ବର୍ଷ ପରେ ଦେଖାଯାଇଥାଏ ?

ଉତ୍ତର- ପୁଛଳ ତାରା ।

3- କେଉଁ ପରିବା ଖାଇଲେ ଦାନ୍ତ ସଫା ହୁଏ ?

ଉତ୍ତର- ପାଳଙ୍ଗ ।

4- ଏମିତି କେଉଁ ପକ୍ଷୀ ଯିଏ ଜୀବନ କାଳରେ କେବେ ବି ଗଛରେ ବସେ ନାହିଁ ?

ଉତ୍ତର- ଟିଟୋନୀ ।

5- ମନୁଷ୍ୟର ସବୁଠୁ ବଡ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର- ମଶା ।

6- ବିଶ୍ଵର ସବୁଠୁ ଲମ୍ବା ନଦୀର ନାମ କଣ ?

ଉତ୍ତର- ନୀଳ ।

7- ଏମିତି କେଉଁ ଜିନିଷ ଅଛି ଖୁରୀ ମାହୋଲରେ ବି କନ୍ଦାଇଦିଏ ?

ଉତ୍ତର- ପିଆଜ ।

8- ଏମିତି କେଉଁ ଜିନିଷ ଅଛି ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ।

9- ଏମିତି କିଏ ଯାହାର ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧିଥାଏ ?

ଉତ୍ତର- ବୋତଲ ।

10- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେବି ବନ୍ଦୀ କରି ରଖିପାରିବନି ?

ଉତ୍ତର- ଛାଇ ।

11- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ head ଓ tail ଅଛି କିନ୍ତୁ body ନାହିଁ ?

ଉତ୍ତର- କଏନ ।

12- ଏମିତି କେଉଁ ଜିନିଷ ଅଛି ଯାହାଉ ଆମେ ଯେତେ ଟାଣିଲେ ବି ତାହା ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ ।

13- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନାହିଁ ତଥାପି ସେ ଉଡିଥାଏ, ହାତ ନାହିଁ କିନ୍ତୁ ସେ ଲଢିଥାଏ ?

ଉତ୍ତର- ଗୁଡି ।

14- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ଥିବା ବେଳେ ମିଠା ଓ ପାଚିଗଲେ ଖଟା ଲାଗିଥାଏ ?

ଉତ୍ତର- ସପୁରି ।

15- ଦୁନିଆରେ ଏବେ ଯାଏଁ କେତେ ଜଣ ମହାନ ବ୍ୟକ୍ତି ଜନ୍ମ ହୋଇଛନ୍ତି ?

ଉତ୍ତର- ସବୁ ପିଲା ଜନ୍ମ ହେବା ପରେ ମହାନ ହୋଇଥାନ୍ତି ।

16- ପୁଅ ଝିଅର ନାଁ ପଚାରିଲା ଝିଅ କହିଲା ପିତାଙ୍କ ପୂର୍ବରୁ ଓ ମା ଙ୍କ ପରେ ଯାହା ଲାଗିଥାଏ ସେଟା ମୋର ନାଁ । ତେବେ କୁହ ଝିଅର ନାଁ କଣ ?

ଉତ୍ତର- ଶ୍ରୀଦେବୀ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *