ନିଜ ପ୍ରେମୀ ଙ୍କ ନାମର ପ୍ରଥମ ଅକ୍ଷର ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି କି ନାହିଁ- LOVE QUIZ

ବନ୍ଧୁଗଣ ଆଜିର ସୁନ୍ଦର ବିଷୟ ବସ୍ତୁଟି ରହିଛି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି କଣ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ନା ନାହିଁ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ପ୍ରେମିର ପ୍ରଥମ ଅକ୍ଷର ବାଛିବାକୁ ହେବ । ଆମେ ଏଠାରେ ନେଇ ଆସିଛୁ ଲେଟର A, G, K, M, N, P, R, S, T, V, L, D । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆପଣ ନିଜର ଜବାବ ଜାଣିପାରିବେ ।

1- ଯଦି ଆପଣଙ୍କ ସାଥିଙ୍କ ନାଁ A ରୁ ଆରମ୍ଭ ତେବେ ଆପଣଙ୍କର ମ୍ୟାରେଜ ତାଙ୍କ ସହ ହିଁ ହେବ । କାରଣ ସେ ଆପଣଙ୍କୁ ସେତିକି ଭଲ ପାଉଛନ୍ତି ଯେତିକି ଆପଣ ।

2- ଆପଣଙ୍କ ଲଭରଙ୍କ ନାଁ ର ପ୍ରଥମ ଅକ୍ଷର G ହୋଇଥିଲେ ସେ ଏବେ କନଫିୟୁଜ ରେ ଅଛନ୍ତି । କିଛି ବି ଠିକ ହୋଇ ନାହିଁ ।

3- ଆପଣଙ୍କ ଲଭର ଙ୍କ ନାମର ପ୍ରଥମ ଅକ୍ଷର K ହୋଇଥିଲେ ଆପଣଙ୍କ ପ୍ରେମୀ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ଓ ସେହି ପ୍ରେମ ଆପଣଙ୍କ ପାଇଁ ସଚ୍ଚା ଅଟେ ।

4- ଆପଣଙ୍କ ଲଭର ଙ୍କ ନାଁ M ଅକ୍ଷର ରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କର କେବଳ ବନ୍ଧୁ ଅଟନ୍ତି ଆଉ କିଛି ବି ନୁହେଁ । ଯେମିତି ଆପଣ ଭାବୁଛନ୍ତି ।

5- ଆପଣଙ୍କ ସାଥିଙ୍କ ନାମ N ଲେଟର ରୁ ଆରମ୍ଭ ହେଉଥିଲେ ଆପଣ ଦୁହିଙ୍କର ପ୍ରେମ ବିବାହ ହେବ । ଏହା ସହ ଆପଣଙ୍କ ପରିବାର ଉଭୟ ମିଶି ଆପଣ ଦୁହିଙ୍କର ମ୍ୟାରେଜ କରିବେ ।

6- ଯଦି ଆପଣଙ୍କ ସାଥିଙ୍କ ନାଁ P ରୁ ଆରମ୍ଭ ହେଉଥାଏ ହଁ ଆପଣ ଦୁହେଁ ସତରେ ସଚ୍ଚା ପ୍ରେମିକ ଓ ପ୍ରେମିକା ଅଟନ୍ତି ।

7- ଆପଣଙ୍କ ଲାଭର ଙ୍କ ନାମର ପ୍ରଥମ ଅକ୍ଷର R ହୋଇଥିଲେ ସେ ଆପଣଙ୍କର ବନ୍ଧୁ ଓ ପ୍ରେମିକ ଉଭୟ ଅଟନ୍ତି ।

8- ଯଦି ଆପଣଙ୍କ ସାଥିଙ୍କ ନାମ S ରୁ ଆରମ୍ଭ ହେଉଥାଏ ତେବେ ସେ ଏବେ ବି ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି । ବାସ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁ  ଛନ୍ତି ।

9- T ଅକ୍ଷରରୁ ଆପଣଙ୍କ ଲଭରଙ୍କ ନାଁ ଆରମ୍ଭ ହେଉଥିଲେ ସେ ଆପଣଙ୍କ ବହୁତ ଅଧିକା ଭଲ ପାଉଛନ୍ତି ।

10- V ଅକ୍ଷରରୁ ଆରମ୍ଭ ହେଉଥିଲେ ଆପଣଙ୍କ ଲଭର ଙ୍କ ନାଁ ସେ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ବହୁତ ଅଧିକା ଭଲ ପାଉ ନାହାନ୍ତି ।

11- ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର L ହୋଇଥିଲେ ସେ ଆପଣଙ୍କୁ ତାଙ୍କର ହମସଫର କରିବେ । କାରଣ ସେ ଆପଣଙ୍କୁ ଭଲ ପାଉଛନ୍ତି ଓ କେୟାର ବି କରୁଛନ୍ତି ।

12- ଆପଣଙ୍କ ସାଥିଙ୍କ ନାଁ D ରୁ ଆରମ୍ଭ ହେଉଥିଲେ 50% ଚାନ୍ସ ଅଛି ସେ ଆପଣଙ୍କୁ ଭଲ ପାଉଛନ୍ତି ଓ ମ୍ୟାରେଜ କରିବେ ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆପଣଙ୍କର ଉତ୍ତର ମିଳି ଯାଇଥିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *