ପୁଅଟିଏ ଥିଲା– ଜାନୁଆରୀ, ଝିଅଟିଏ ଥିଲା– ଫେବ୍ରୁଆରି, ଦୁହେଁ କଲେଜ ଗଲେ–ମାର୍ଚ୍ଚ, ଦୁହିଙ୍କର ପ୍ରେମ ହେଲା– ଏପ୍ରିଲ, ସେହି ପିଲା ଟି କିଏ ଥିଲା ?

ବନ୍ଧୁଗଣ ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

1- ତାହା ଏମିତି କେଉଁ ଜିନିଷ ଯାହାକୁ ଯେତେ କାଟିବ ତାହା ନୂଆ ହୋଇକି ବାହାରିବ ?

ଉତ୍ତର- ପେନସିଲ ।

2- ଏମିତି କେଉଁ ଜିନିଷ ଅଛି ଯାହା ବିନା ସିଢି ରେ ଚଢିଯାଏ ଓ ଓଲହାଇ ପାରେ ?

ଉତ୍ତର- ମଦର ନିଶା ।

3- ହିନ୍ଦୀ ରେ ଏମିତି ଏକ ଚଢେଇ ର ନାମ କୁହ ଯାହାର ଅର୍ଥ ଇଂରାଜୀ ରେ “ବେଶୀ” ହୋଇଥାଏ ?

ଉତ୍ତର- ମୋର ବା ମୟୂର ।

4- ଦୁନିଆରେ ଗୋରା ରୁ ଗୋରା ଝିଅଙ୍କର ବି ଗୋଟିଏ ଜିନିଷ ନିଶ୍ଚିନ୍ତ କଳା ଅଟେ । କୁହ କଣ ?

ଉତ୍ତର- ଛାଇ ।

5- ତାହା କଣ ଯାହା ଭାଇ ର 2 ଟି ଓ ଭଉଣୀ ର 3ଟି ଥାଏ ?

ଉତ୍ତର- ଅକ୍ଷର । 2 ଟି ଭାଇ ର ଏବଂ 3ଟି ଭଉଣୀ ର ।

6- ଏମିତି କେଉଁ ବାର ଅଛି ଯାହା 7 ଟି ବାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ?

ଉତ୍ତର- ପରିବାର ।

7- ଏକ ଟଙ୍କା କୁ ଦୁଇ ଜଣଙ୍କ ମଧ୍ୟରେ ଏମିତି ଭାବେ ବାଣ୍ଟନ୍ତୁ ଯେପରି ଜଣଙ୍କର 10 ପଇସା କମ ଓ ଅନ୍ୟ ଜଣଙ୍କର 10 ପଇସା ଅଧିକ ହେବ ?

ଉତ୍ତର- ଜଣଙ୍କର 45 ପଇସା ଓ ଅନ୍ୟ ଜଣଙ୍କର 55 ପଇସା ।

8- କେଉଁ ବ୍ୟକ୍ତି ଙ୍କ ଗାଡି ରେ ନମ୍ବର ପ୍ଳେଟ ନ ଥାଏ ?

ଉତ୍ତର- ରାଷ୍ଟ୍ରପତି ।

9- କହିବନି କହିଲେ ଏ ଘର ରହିବନି । ଏହାର ଅର୍ଥ କଣ ?

ଉତ୍ତର- ସତ କହିଲେ ସମସ୍ତଙ୍କୁ ବାଧେ ।

10- ଆପଣଙ୍କୁ ପରବର୍ତ୍ତୀ ମାସଟିର ନାମ କହିବାକୁ ପଡିବ । ପୁଅଟିଏ ଥିଲା– ଜାନୁଆରୀ, ଝିଅଟିଏ ଥିଲା– ଫେବ୍ରୁଆରି, ଦୁହେଁ କଲଜେ ଗଲେ–ମାର୍ଚ୍ଚ, ଦୁହିଙ୍କର ପ୍ରେମ ହେଲା– ଏପ୍ରିଲ, ସେହି ପିଲା ଟି କିଏ ଥିଲା ?

ଉତ୍ତର- ମେ ବା MAY ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *