ଧନର ଅଭାବ ଲାଗି ରହୁଥିଲେ ପର୍ସରେ ଆଣି ରଖନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆପଣ ସକାଳୁ ପର୍ସ ଭରିକରି ନେଉଛନ୍ତି କିନ୍ତୁ ସନ୍ଧ୍ୟା ସମୟରେ ତାହା ଖାଲି ହୋଇ ଯାଉଛି । ଟଙ୍କା ରୋଜଗାର କରିବାକୁ କାହାର ବା ଇଚ୍ଛା ନ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୁଏ ନାହି । କାରଣ ଆମେ ସକାଳୁ ଘରୁ ବାହାରିରିବା ସମୟରେ ଆମ ପର୍ସ ରେ ଟଙ୍କା ରହିଥାଏ । କିନ୍ତୁ ଘରକୁ ଫେରିବା ସମୟରେ ଆମେ ଯାହା ଅବି ରୋଜଗାର କରିଥାଉ ତାହା ପର୍ସ ରେ ନ ଥାଏ । ତେବେ ଏହାର ଅନେକ କାରଣ ହୋଇପାରେ । ଯାହା ଆମେ ଅଜାଣତରେ ବା ଜଣାତରେ ହେଉ କରିଥାଉ । ଆଜି ଆମେ ଆପଣଙ୍କୁ ପର୍ସ ରେ କେଉଁ ଜିନିଷ ରଖିଲେ ଧନର ବୃଦ୍ଧି ଓ ହାନି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣ ପର୍ସ କିଣୁଛନ୍ତି ବ ଗିଫ୍ଟ ଆକାରରେ ମିଳୁଛି ତାହା ବହୁତ ଶୁଭ ଅଟେ । ଆପଣ ଯେଉଁ ପର୍ସ ବ୍ୟବହାର କରୁଛନ୍ତି ତାହାକୁ ପ୍ରତି ବର୍ଷ ବଦଳାଇ ଦିଅନ୍ତୁ । କେହି କେହି ଭାବନ୍ତି ଏହି ପର୍ସ ରଖିଲେ ଧନ ବୃଦ୍ଧି ହୋଇଥାଏ ଯାହା ସମ୍ପୂର୍ଣ ଭୁଲ ଧାରଣା ଅଟେ । ତେଣୁ ନୂଆ ପର୍ସ ପ୍ରତି ବର୍ଷ ଆଣନ୍ତୁ ।

୨- ପର୍ସକୁ ହଳଦୀ ଅପାଣିରେ ଧୋଇଲେ ଆହୁରି ଅଧିକ ଉନ୍ନତି ହୋଇଥାଏ । ଯଦି ପର୍ସ ଚିରିଯାଏ ତେବେ ତାହାକୁ ବଦଳାଇ ଦିଅନ୍ତୁ । କାରଣ ଫଟା ପର୍ସ ରଖିଲେ ଧନର ଅଭାବ ହୋଇଥାଏ ।

୩- ଯେତେବେଳେ ନୂଆ ପର୍ସ ଆଣିବେ ପୁରୁଣା ପର୍ସକୁ ଫୋପାଡିବାକୁ ଦେବେ ନାହି ବରଂ ଗଛ ମୂଳେ ରଖିବା ଉଚିତ । କିଛି ଲୋକ ଅନ ଲାଇନ ଜରିଆରେ ଟଙ୍କା ପାଇବା ପରେ ଅନ ଲାଇନ ଦ୍ଵାରା ପେମେଣ୍ଟ କରିଥାନ୍ତି । କିନ୍ତୁ ଏହା ଭୁଲ ଅଟେ । ସବୁବେଳେ ନିଜ ପାଖରେ ପର୍ସ ରଖିବା ସହ ସେଥିରେ ତାଙ୍କ ରଖନ୍ତୁ ।

୪- ଘରେ ସ୍ତ୍ରୀ, ମା ବା ଭଉଣୀକୁ ସବୁବେଳେ କିଛି ନା କିଛି ତାଙ୍କ ଦିଅନ୍ତୁ । ଘରର ଠାକୁର ଘରେ କିଛି ପଇସା ରଖି ତାହାକୁ ପୂଜା କାମରେ ଲଗାନ୍ତୁ । ଏହା କରିବା ଦ୍ଵାରା ଧନର ଆଗମନ ହୋଇଥାଏ ।

୫- ପର୍ସରେ ନୋଟ ସବୁ ସାଇଜ କରି ରଖିବା ସହ ନୋଟ ଓ କଏନକୁ ଅଲଗା ରଖନ୍ତୁ । ପର୍ସରେ କାହରାଇ ଫୋଟୋ ରଖନ୍ତୁ ନାହି । କାହାର ବି ଭିଜିଟିଙ୍ଗ କାର୍ଡ ବା ପୁରୁଣା ବିଲ ରଖନ୍ତୁ ନାହି ଯାହା ନାକାରାତ୍ମକକୁ ବୃଦ୍ଧି କରାଇଥାଏ ।

୬- ପର୍ସକୁ ସବୁବେଳେ ପରିଷ୍କାର ରଖନ୍ତୁ । କାରଣ ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ସ୍ଥାନରେ ରହିଥାନ୍ତି । କର୍ମରୁ ଫେରିବା ପରେ ଘରେ ଥିବା ମହିଳାଙ୍କୁ ଦେଇ ସ୍ଵତନ୍ତ୍ର ସ୍ଥାନରେ ରଖିବା ପରେ ତାର ପର ଦିନ ଘରୁ ବାହାରିବା ସମୟରେ ନେଇକି ଯିବେ ।

୭- ମା ଲକ୍ଷ୍ମୀଙ୍କ ପାଖରେ ରୂପା କଏନ ରଖି ପୂଜା କରି ପର୍ସରେ ରଖନ୍ତୁ । କଉଡି ବା ଶଙ୍ଖ ନାଭି ପଥରକୁ ପରସରେ ରଖନ୍ତୁ । କିଛି ଅରୁଳା ଚାଉଳ ପୂଜା କରିଲେ ପର୍ସରେ ରକହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *