ନମସ୍କାର ବନ୍ଧୁଗଣ, ଦୁନିଆର ଅନେକ ଜିନିଷ ରହିଛି ଯାହା ଉପରେ ଆମର ହକ ଥାଇ ମଧ୍ୟ ଲାଜରେ ଆମେ ତାହାକୁ ମାଗି ନଥାଉ ଏବଂ ହାତ ଛଡା କରିଦେଇଥାଉ । କିନ୍ତୁ ସବୁବେଳେ ମନେ ରଖନ୍ତୁ ନିଜର ହକ ଥିବା ଜିନିଷକୁ ପାଇବା ପାଇଁ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ ବା ଲାଜ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ପୁରୁଷମାନଙ୍କୁ କେଉଁ 3ଟିକାମ କରିବା ବେଳେ କେବେ ମଧ୍ୟ ଲାଜ କରିବା ଦରକାର ନଥାଏ ।
ପ୍ରଥମ: ସ୍ଵାମୀ ସ୍ତ୍ରୀଙ୍କ ଭଲପାଇବା । ଶାରୀରିକ ସମ୍ବନ୍ଧ ପ୍ରେମର ଏକ ପ୍ରତୀକ ଅଟେ । ତେଣୁଏହି ସମୟରେ କୌଣସି ପୁରୁଷଙ୍କୁ ମଧ୍ୟ ଲାଜ କରିବା ବା ଡରିବା ଉଚିତ ହୋଇନଥାଏ । ତାଙ୍କର ତାଙ୍କ ଜୀବନ ସାଥି ଉପରେ ସମ୍ପୂର୍ଣ ହକ ରହିଛି ଏହିସବୁ କରିବା ପାଇଁ । ଯଦି ଆପଣ ଏଭଳି ଡରି ଡରି ନିଜ ସ୍ତ୍ରୀ ଠାରୁ ଦୂରେଇ ରୁହନ୍ତି ତେବେ ଅନ୍ୟ କେହି ସେହି ସ୍ଥାନକୁ ପୁରା କରିଦେଇଥାଏ ।
ତେଣୁ କେବେ ମଧ୍ୟ ନିଜର ଏହି ହକ ଠାରୁ ଦୂରେଇ ରୁହନ୍ତୁ ନାହିଁ । ତେଣୁ ଶାରୀରିକ ସମ୍ବନ୍ଧ ବେଳେ ବୀନା ଲାଜରେ ହିଁ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ପ୍ରେମ କରନ୍ତୁ । ଦିତୀୟ: ମଣିଷକୁ ନିଜ ଜୀବନ ବଞ୍ଚାଇବା ପାଇଁ ଖାଇବା ନିହାତି ଆବଶ୍ୟକ ତେଣୁ ଭୋଜନ କରିବା ସମୟରେ କୌଣସି ବ୍ୟକ୍ତି ଲାଜ କରିବା ଉଚିତ ନୁହେଁ । ଯେଉଁ ମାନେ ଏଭଳି କରନ୍ତି ସେମାନେ ପ୍ରାୟ ସବୁବେଳେ ଉପାସ ହିଁ ରହିଯାନ୍ତି । ଯାହା ଫଳରେ ଏହା ତାଙ୍କ ପାଇଁ ଭବିଷ୍ୟତରେ ଚିନ୍ତାର କାରଣ ହୋଇଯାଏ ।
ସ୍ଵାସ୍ତ ଅବସ୍ତା ଠିକ ରୁହେ ନାହିଁ । ଏହା ମଧ୍ୟ ଜାଣି ରଖନ୍ତୁ କି ଭୋକରେ ରହୁଥିବା ବ୍ୟକ୍ତି ସର୍ବଦା କ୍ରୋଧିତ ହୋଇଉଠନ୍ତି । ତେଣୁ ସବୁବେଳେ ପେଟ ଫୁଲ ଓ ମନ ଶାନ୍ତି କରି ଭଜନ କରିବା ଦରକାର । ଏହି ସମୟରେ କେବେ ହେଲେ ମଧ୍ୟ ନିଜକୁ ରୋକନ୍ତୁ ନାହିଁ । ଖାଇବାରେ ଲାଜ କରିବାକୁ ଖାଇବାର ଅପମାନ ବୋଲି ମନାଯାଏ ।
ତୃତୀୟ: ଗୁରୁଙ୍କ ଠାରୁ ଜ୍ଞାନ ନେଉଥିବା ସମୟରେ ବା ପାଠ ପଢୁଥିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତିଙ୍କ ଜ୍ଞାନ ସବୁବେଳେ ଅଧା ହିଁ ରାହିଜାଏ । ଏହି ମଣିଷ ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ । ତେଣୁ କୁହଯାଏ କି ଅଧୁରା ଜ୍ଞାନ ଆପଣଙ୍କ ପାଇଁ ସବୁବେଳେ ହାର ଆଣିଦେଇଥାଏ ।
ଅନ୍ୟକୁ ଦେଇଥିବା ଉଧାର ଧନକୁ ମାଗିବା ପାଇଁ କେବେ ହେଲେ ମଧ୍ୟ କୁଣ୍ଠା ବୋଧ କରନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।