ରାମ ନବମୀ ଦିନ ଏହି 1 ଜିନିଷ ନିଶ୍ଚୟ ଖାଇଦିଅନ୍ତୁ, ବର୍ଷ ସାରା ଧନର ଅଭାବ ରହିବ ନହିଁ

ଗୋଟିଏ ବର୍ଷରେ ମଧ୍ୟରେ ଅନେକ ପର୍ବପର୍ବାଣି ରହିଥାଏ । ସମସ୍ତ ମନୁଷ୍ୟ ସବୁ ପର୍ବପର୍ବାଣିକୁ ବହୁତ ଆନନ୍ଦର ସହିତ ପାଳନ କରନ୍ତି ।ତ ଆସନ୍ତୁ ଜାଣିବା ଏହି ରାମ ନବମୀ ଦିନ କଣ ଖାଇବା ଦ୍ଵାରା ଭଗବାନ ରାମଙ୍କର କୃପା ଦ୍ରୁଷ୍ଟି ରହିବ । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥି ଦିନ ଏକୋଇଶି ରୂପରେ ତ୍ରେତୟା ଯୁଗରେ ମହାରାଜା ଦଶରଥ ଓ ମହାରାଣୀ କୌଶଲ୍ୟାଙ୍କ କୋଳରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ଜନ୍ମ ହୋଇଥିଲା । ସେଥିଲାଗି ରାମ ନବମୀକୁ ଖସଦିନ ମାନାଯାଇଥାଏ ।

ଏହି ରାମ ନବମୀଦିନ କୌଣସି ଶୁଭ କାର୍ଯ୍ୟ କରିଲେ ଅତ୍ୟନ୍ତ ଭଲ ହୋଇଥାଏ । ଯଦି ଏହି ରାମ ନବମୀକୁ ନିଷ୍ଟା ସହିତ ପାଳନ କରାଯାଏ । ତ ଭଗବାନ ରାମ ସନ୍ତୁଷ୍ଟ ହୋଇ ସବୁ କାର୍ଯ୍ୟରେ ସହାୟ ହୁଅନ୍ତି । ଧନର ଅଭାବ ରଖନ୍ତି ନହିଁ । ପରିବାରରେ ଶାନ୍ତି ଫେରିଆସେ । ଯଦି ଆପଣ ଏହି ରାମ ନବମୀ ବ୍ରତ ରଖିବାକୁ ଚାହୁଛନ୍ତି ତ ତିନି ପ୍ରହାର ପୂଜା ନିସ୍ତାର ସହିତ କରିବାକୁ ପଡିବ । ଏହା ପରେ ଯାଇ ଜଳ ଗ୍ରହଣ କରିବେ । ପୂଜା କରିବା ସମୟରେ ପ୍ରଭୁ ଶ୍ରୀ ରାମଙ୍କୁ ତୁଲସୀ ଜଳ ଚଢନ୍ତୁ ,

କାରଣ ତୁଲସୀ ଜଳ ରାମଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ।ପ୍ରଭୁ ଶ୍ରୀ ରାମଙ୍କୁ କ୍ଷୀରୀ ବହୁତ ପସନ୍ଦ ହୋଇଥାଏ । କ୍ଷୀରୀକୁ ପୂଜା ସମୟରେ ଭୋଗ ଚଢନ୍ତୁ । ଏବଂ କ୍ଷୀରୀ ଭୋଗ ଦେବା ସମୟରେ ତୁଲସୀର ଜଟା ଓ କେଶର ମିଶାଇ ଭୋଗ ଲଗାନ୍ତୁ । ଭୋଗ ଲଗାଇ ସାରିବା ପରେ ରାମାଚରିତ ପାଠ କରନ୍ତୁ ଏହା ଦ୍ଵାରା ବ୍ଯକ୍ତିର ଜୀବନରେ ସୁଖ ଶାନ୍ତି ଭରିଯାଇଥାଏ । କୌଣସି ସମସ୍ଯା ରହିନଥାଏ । ସବୁ ଇଚ୍ଛା ପୂର୍ଣ ହୋଇଥାଏ । ପୂଜା ସାରିବା ପରେ ଯେଉଁ କ୍ଷୀରୀକୁ ଆପଣ ଭୋଗ ଲଗାଇଛନ୍ତି ତାକୁ ଖାଆନ୍ତୁ ।

ଏହି ଶ୍ରୀ ରାମ ନବମୀରେ କ୍ଷୀରୀ ଖାଇବା ବିଶେଷ ମହତ୍ଵ ମାନାଯାଇଛି ।ଏହି କ୍ଷୀରୀ ଖାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଧନର ଅଭାବ ରହିନଥାଏ । ପ୍ରଭୁ ଶ୍ରୀ ରାମଚନ୍ଧ୍ରଙ୍କ ଆଶୀର୍ବାଦ ମିଳିଥାଏ । ଏହି ରାମ ନବମୀ ଦିନ କ୍ଷୀରୀ ଖାଇବା ସମୟରେ କ୍ଷୀରୀରେ ଗୋଟିଏ ଅଳେଇଚ ପକାଇବେ । ଯାହାବି କିଛି ପୂଜା ସମୟରେ ଫଳର ଭୋଗ ଲଗାଇଛନ୍ତି ତାକୁ ମଧ୍ୟ ଖାଇବେ । ଯଦି ଏହି ରାମ ନବମୀ ଦିନ ନାଲି କିମ୍ବା କଳା ଅଙ୍ଗୁର କୋଳି ଭୋଗ ଲଗାଇଛନ୍ତି ତ ସେହି ଅଙ୍ଗୁର କୋଳିକୁ ନିଶ୍ଚିନ୍ତ ଖାଆନ୍ତୁ ।

ଏହାକୁ ବିଶେଷ ଶୁଭ ମାନାଯାଇଥାଏ ।ରାମ ନବମୀ ଦିନ କ୍ଷୀରୀ ସହିତ ମିଶିରି ମିଶାଇ ଖାଇବେ । ତ ଏହା ଅତି ଶୁଭ ଦାଯକ ହୋଇଥାଏ । ଜୀବନରେ କେବେବି ଗାରିବର ସାମ୍ନା କରିବାକୁ ପଡିନଥାଏ । ସବୁ ସମସ୍ଯା ମଧ୍ୟ ଦୂର ହୋଇଯାଇଥାଏ । କାର୍ଯ୍ୟ କ୍ଷେତ୍ରରେ ଧନର ଅଭାବ ରହିନଥାଏ । ଯଦି ଆପଣାକୁ ଏହି ପୋଷ୍ଟ ଟି ଭଲ ଲଗିଥାଏ । ତ ଏହି ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *