ରାଶି ଅନୁସାରେ ଜାଣନ୍ତୁ ସୁନା ଅଳଙ୍କାର ପିନ୍ଧିବେ କି ନାହିଁ, ମିଳିବ ଫାଇଦା- ନଚେତ…

ନମସ୍କାର ବନ୍ଧୁଗଣ, ଆପଣମାଙ୍କୁ ଆମର ଏହି ଲେଖାକ ସ୍ଵାଗତ । ଆପଣ ମାନେ ତ ଜାଣିଥିବେ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମେ କେଉଁ ଧାତୁ ଧାରଣ କରିବା ବା କେଉଁ ଧାତୁ ଧାରଣ ନକରିବା କଥା କୁହାଯାଇଛି । ଯଦି ଆପଣ ଏହାକ ନ ମାନି କିଛି ଏମିତି ଜିନିଷ ପିନ୍ଧୁଛନ୍ତି ତେବେ ଆପଣଙ୍କ ସହ କିଛି ନା କିଛି ଅଘଟଣ ନିଶ୍ଚୟ ହୋଇଥାଏ ।

କିନ୍ତୁ ଆପଣ ଯାନୀ ପାରନ୍ତି ନାହିଁ କି ଆପଣଙ୍କ ସହ ଏହି ସବୁ ଅଘଟଣ କାହିଁକି ହେଉଛି । ଏହା ପଛରେ ଅନେକ କାରଣ ଥାଇ ପାରେ କିନ୍ତୁ ଗୋଟେ କାରଣ ଏହା ହେଉଛି କି ବାସ୍ତୁ ଆପଣ ଧାରଣ କରୁଥିବା ଧାତୁ ଜିନିଷ । ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କୁ ସୁନା ପିନ୍ଧିବା ଆବଶ୍ୟକ କି ନାହିଁ । କାହିଁକି ନା ଯଦି ଆପଣଙ୍କ ରାଶି ଅନୁସାରେ ଏହା ଠିକ ନ ହୋଇଥାଇ ଆପଣ ଏହାକୁ ପିନଧନତି ତେବେ ବହୁତ କ୍ଷତି ହୋଇପାରେ ।

ଯେମିତିକି ଆଜିକାଲି ସୁନା ଚେନ, ମୁଦି ବା କଡା ପିନ୍ଧିବାର ଟ୍ରେଣ୍ଡ କିନ୍ତୁ ସୁନା ପିନ୍ଧୁଥିବା ଲୋକେ ଜ୍ୟୋତିଷଶାସ୍ତ୍ରର ଏହି ନିୟମରେ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶି ପାଇଁ ସୁନା ଠିକ ଓ କାହା ପାଇଁ ନୁହେଁ ।

ମେଷ, କର୍କଟ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଶୁଭ ହୋଇଥାଏ ।

ବୃଷ, ମିଥୁନ, କନ୍ୟା ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଅଶୁଭ ହୋଇଥାଏ ।

ତୁଳା ଓ ମକର ରାଶିର ଲୋକମାନେ ସୁନା କମ ପିନ୍ଧିବା ଜରୁରୀ ।

ବୃଷ ଓ ମାନ ରାଶିର ଲୋକେ ସୁନା ପିନ୍ଧିଲେ ତାଙ୍କ ପାଇଁ କେବେ କୌଣସି ଅସୁବିଧା ହୋଇନଥାଏ ।

କୁଣ୍ଡଳୀରେ ବୃହସ୍ପତ୍ତି ଖରାପ ଥିଲେ ବା ଦୂଷିତ ଥିଲେ ସୁନା ପିନ୍ଧିବା ଅନୁଚିତ୍‌ । ସ୍ବର୍ଣ୍ଣ ଆବୁଷଣ ପବିତ୍ର ଧାତୁ ହୋଇଥାଏ । ଏହା ବୃହସ୍ପତ୍ତିଙ୍କ ଧାତୁ ବୋଲି କୁହାଯାଏ । ସେଥିପାଇଁ ସୁନା କେବେ ଗୋଡରେ ପିନ୍ଧିବା ଅନୁଚିତି୍‌ । ଏହା ଦ୍ବାରା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ହୋଇଥାଏ ।

 

ସୁନା ପିନ୍ଧୁଥିବା ଲୋକଙ୍କୁ ମଦ ପିଇବା ଅନୁଚିତ୍‌ । ସୁନା ପିନ୍ଧୁଥିବା ଲୋକେ ମାଂସ ଖାଇବା ଅନୁଚିତ୍‌ । ଏହା ଦ୍ବାରା ଜୀବନରେ ଅନେକ ସମସ୍ୟା ହୋଇଥାଏ । ଏହାର ପବିତ୍ରତା ପାଳନ କରିବା ଜରୁରୀ । ସୁନା, ଲୁହା ବା ନକଲି ଆଭୁଷଣ କେବେ ଏକା ସହ ପିନ୍ଧିବା ଅନୁଚିତ୍‌ । ଏହା ଦ୍ବାରା ବୃହସ୍ପତିଙ୍କର କୌଣସି ଖୁଭ ପ୍ରଭାବ ପଡେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *