ମହିଳାଙ୍କ ଏହି 3ଟି କାମ ସ୍ଵାମୀଙ୍କୁ କରିଦିଏ ଦାଣ୍ଡର ଭିକାରି, ପୁରୁଷ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ଚାଣକ୍ୟ ଙ୍କ ମତ ଅନୁସାରେ ଦେଖିବା ପାଇଁ ଗଲେ ସେ ନିଜ ଅନୁଭବ ଅନୁସାରେ କିଛି ଏଭଳି କଥା କହିଛନ୍ତି । ଯେଉଁ  କଥା ଜାଣିବା ପରେ ଆପଣ ମାନେ ଏହାକୁ ଚିନ୍ତା କୃ ଦେଖିବେ କି ଏହା କେତେ ମାତ୍ରାରେ ସତ୍ୟ ଅଟେ । ତେବେ ଚାଣକ୍ୟ ମହିଳା ମାନଙ୍କ ପାଇଁ କିଛି କହି ଯାଇଥିଲେ । କୁହା ଯାଏ କି ମହିଳା ମାନେ ହେଉଛନ୍ତି ଘରର ଡାଇତ୍ଵ ଓ ଏହାର ମୂଳ ମଧ୍ୟ ।

କିନ୍ତୁ ଦେଖିବା ପାଇଁ ଗଲେ ଜାଣି ପାରିବ କି ମହିଳା ମାନେ ନିଜ ଭଲ ପାଇବା ଓ ସ୍ନେହା ଦେଇ ପରିବାର କୁ ବଞ୍ଚାଇ ଥାନ୍ତି ।  ଦେଖିବା ପାଇଁ ଗଲେ ପ୍ରତେକ ମହିଳା ଅଲଗା ଅଟନ୍ତି ପ୍ରତେକ ଦିନ ଅଲଗା ଥାଏ । ମାତ୍ର ଚାଣକ୍ୟ ଜଣେ ନ୍ୟାୟ ପ୍ରିୟା ବ୍ରାହ୍ମଣ ଥିଲେ ସେ କହିଥିବା କଥା କୁ ସେ ନିଜ ପୁସ୍ତକ ଚାଣକ୍ୟ ନୀତିରେ  ଲେଖି ଯାଇଥିଲେ ।

ଏହାକୁ ଯଦି ଆମେ ଏବେ ଦେଖିବା ତ ଜାଣିପାରିବା କି ଏଭଳି ମହିଳା ମାନେ ମଧ୍ୟ ଅଛନ୍ତି । ପ୍ରତେକ ସ୍ତ୍ରୀ ମାନେ ନାଖରା ଦେଖାଇ ଥାନ୍ତି ମାତ୍ର ଏହା ସବୂ ବେଳେ କରିବା ଆଶ୍ଚର୍ଯ୍ୟ ଲାଗେ ତେନୂ ଏହି ଗୁଣ ପାଇଁ ସବୁ ବେଳେ ତାଙ୍କ ଉପରେ ସମସ୍ତ ଚିଡି ଥାନ୍ତି । ଏହା ପରେ ସେ କହିଛନ୍ତି କି ସ୍ତ୍ରୀ ଲୋକମାନେ ସବୁ ବେଳେ ନିଜ ଭିତରେ କଥା ହେବା ସମୟରେ ଅନ୍ୟର ଖରାପ କଥା ଚିନ୍ତା କରିଥାନ୍ତି ।

ସ୍ତ୍ରୀ ଲୋକମାନେ କେବେ ହେଲେ କିଛି କଥା ନିଜ ଭିତରେ ରାଖୀ ପାରି ନଥାନ୍ତି କୁହା ଯାଏ କି ସେମାନେ ସବୁ ବେଳେ ସବୁ କଥା ସବୁ ଆଡେ  କହି  ଦେଇ ଥାନ୍ତି । ଯଦି କେହି  ସ୍ତ୍ରୀ କୁ ନିଜ ଗୁପ୍ତ କଥା କହିଥାଏ ତେବେ ତାହାର ଅନ୍ତ ନିଶ୍ଚିତ ଅଟେ । ସ୍ତ୍ରୀ ଲୋକମାନେ ଖୁବ ସ୍ଵାର୍ଥ ପର ହୋଇ ଥାନ୍ତି ସେମାନେ ନିଜ ସ୍ଵାର୍ଥ ପାଇଁ କିଛି ଭି କରି ପାରନ୍ତି । ସେମାନେ ଚାହିଲେ କାହା ସହ ସମ୍ପର୍କ ସ୍ଥାପନା କରି ପାରନ୍ତି ଚାହିଁଲେ କାହା ସହ ସମ୍ପର୍କ ଭାଙ୍ଗି ପାରି ଥାନ୍ତି ।

ସ୍ତ୍ରୀ ଲୋକମାନେ ଖୁବ ଶୀଘ୍ର ନିଜ କଥାରୁ ଓହରି ଯାଇଥାନ୍ତି । ସେମାନେ ଖୁବ ଶିଘ୍ର ଅନ୍ୟର କଥାରେ ଭାସି ଯାଇଥାନ୍ତି । ଏହା ସହ ସ୍ତ୍ରୀ ଲୋକମାନେ ଖୁବ ଜଲ୍ଦି  କାନ୍ଦି ପକାନ୍ତି । ସେମାନେ କିଛି ଏଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରି ଥାନ୍ତି ଯାହା ପାଇଁ ସେମାନେ ଖୁବ ଚିନ୍ତିତ ଥାନ୍ତି । ସ୍ତ୍ରୀ ଲୋକମାନେ ଦେଖା ଦେଖି କାମ କରି ଥାନ୍ତି । ଯେଉଁ ଯାଏ ସେମାନେ ନିଜେ ଚାହୁଁ ଥିବା ଜିନିଷ ପାଇ ଯାଇ ନଥାନ୍ତି ସେତେବେଳ ଯାଏ ସେମାନେ ନିଜ ଇଛା କୁ ସ୍ବାମୀଙ୍କ ଉପରେ ଲଦି କରି ରଖିଥାନ୍ତି ।

ଯେଉଁ ମାନେ ସ୍ତ୍ରୀ ଲୋକଙ୍କ ଉପରେ ଭରଷା କରି ଥାନ୍ତି ସେମାନେ ନିଶ୍ଚିତ ଭାବେ କୋର୍ଟ କଚେରୀ ମଧ୍ୟ ଯାଇ ପାରନ୍ତି । ଯେତେବେଳେ ସେମାନେ କିଛି କହିବେ ଆପଣ ଏହାକୁ ଭାବି ଚିନ୍ତି କାମ କରିବବା ଉଚ୍ଚିତ ଅଟେ । ତେବେ କିଛି ସ୍ତ୍ରୀ ମାନେ ଖୁବ ଲୋଭୀ ହୋଇ ଥାନ୍ତି । ସେମାନେ ନିଜ କୁ ଧନୀ କରିବା ପାଇଁ କିଛି ଭି କରି ପାରନ୍ତି କିଛି ଭି ଭୁଲ କାମ ତାଙ୍କୁ ଠିକ ଲାଗି ଥାଏ । ତେବେ ଏହିଭଳି ସବୁ ସ୍ତ୍ରୀ ଲୋକମାନେ ହୋଇ ନଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *