ମନିପ୍ଳାଣ୍ଟରେ ବାନ୍ଧି ଦିଅନ୍ତୁ ଏହି ଗୋଟେ ଜିନିଷ, ଘରେ ହେବ ଏତେ ଧନ ବର୍ଷା କି… ସମ୍ଭାଳି ପାରିବେନି ଆପଣ- Vastu Tips

ବୃକ୍ଷ ଆମର ବନ୍ଧୁ ଅଟେ ଆମେ ଜାଣିଛେ କି ଗଛକୁ ଆମେ ଲଗେଇବା ଦ୍ଵାରା ଆମେ କଣ ପାଇ ଥାଉ । ଆପଣ ମାନେ ଜାଣିଛନ୍ତି କି ଗଛରେ ଥିବା ପ୍ରତେକ ଅଂଶ ଆମ କାମରେ ଆସି ଥାଏ । ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଯଦି ଗଛ ଟିଏ ଲଗେଇବେ କେବଳ ନିଜ ପାଇଁ ନୁହେଁ ବରଂ ସବୁ ମାନବ ଜାତି ପାଇ ଓ ପ୍ରକୃତି କୁ ଏକ ନୂଆ ଜୀବନ ଦେବେ ।

ଆମେ ଗଛକୁ ନେଇକି ତାହାର କାଠରୁ ଅନେକ କିଛି ବଣାଇ ଥାଉ । ତାର ଫଳ ଫୁଲ ଓ ପତ୍ର ଦ୍ଵାରା ଆମେ ପୂଜା କରି ଥାଉ ଭଗବାନ ଙ୍କୁ କେବଳ ଅତିକି ନୁହେଁ । ଆପଣ ଏହା ମଧ୍ୟ ଜାଣିଥିବେ କି ଯେଉଁ ମାନେ କେବଳ ସାଧା କ୍ଷାନ୍ତି ସେମାନେ ଗଛର ସବୁ ପ୍ରକାର ଜିନିଷକୁ ଖାଇ ଥାନ୍ତି । ଦେଖି ବା ପାଇଁ ଗଲେ ଏହା ଆମକୁ ବଞ୍ଚିବା ପାଇଁ ଭଲ ଭଲ ସୁସ୍ଵାଦୁ ଫଳ ଦେଇ ଥାଏ ।

ଏହା ସହ କିଛି ଔଷଧ ମଧ୍ୟ ଦେଇ ଥାଏ । ତେବେ ଆମେ ଯଦି ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣିବା କି ଆମେ ସବୁ ପ୍ରକାର ସୁବିଧା ଗଛ ପାଖରୁ ପାଇ ଥାଉ । ତେବେ ହିନ୍ଦୁ ଶାସ୍ତ୍ର ଅବନୁସାରେ ଆମେ ଅନେକ ଗଛକୂ ଘରେ ରଖିବା ଉଚ୍ଚିତ ଓ କିଛି ଗଛକୁ ଘର ବାହାରେ ରଖିବା ଉଚ୍ଚିତ । ଏହା ସହ ଏହା ମଧ୍ୟ କୁହା ଯାଏ କି କିଛି ଗଛ କୁ ଆମେ ନଯ ଆଖ ପାଖ ଜାଗାରେ ରଖିବା ମଧ୍ୟ ଅନୁଚିତ ଅଟେ ।

ଏହା ପରେ ଯଦି ଆମେ ଦେଖିବା ପାଇଁ ଯିବା ଯେଉଁ ଗଛ ମାନଙ୍କୁ ଆମେ ଶୁଭ ଭାବି ଥାଉ ସେମାନେ ଆମ ଆଖ ପାଖରେ ରହିଲେ ଖୁବ ଭଲ ହୋଇ ଥାଏ । ତେବେ ବିଜ୍ଞାନ ମଧ୍ୟ ଏହାର ସତ୍ୟତା କୁ ମାନି ନେଲାଣି । କୁହା ଯାଏ କି ଯେଉଁ ମାନେ ନିଜ ଘରେ ଧନର କମି ଦେଖି ଥାନ୍ତି ସେମାନେ ନିଜ ଘରେ ଯଦି ମନି ପ୍ଳାଣ୍ଟ ଗଛ ଆଣିକି ଲଗେଇ ବେ ତାହେଲେ ଏହା ଖୁବ ଭଲ ପରିଣାମ ଦେବ ।

ତେଣୁ କରି ସେମାନେ ନିଜ ଘରେ ଏହା କୁ ଆଣିକି ବିଭିନ୍ନ ପାତ୍ରରେ ରାଖୀ ଥାନ୍ତି । ଯଦି ଆପଣ ମାନେ ଦେଖିବେ ତ ଜାଣି ପାରିବେ କି ଏହା ଦ୍ଵାରା ଆପଣଙ୍କ ଘରର ଶାନ୍ତି ରହିବା ସହ ଆପଣଙ୍କ ଘରର ଧନ ମଧ୍ୟ ବୃଦ୍ଧି ହୁଏ । ତେବେ କୁହା ଯାଇଛି କି ଯଦି ଏହା କୁ ଲଗେଇଥିବା ଜିନିଷ ଉପରେ ଆମେ ନାଲି ରଙ୍ଗର ଏକ ରିବନ ଆଣିକି ଲଗେଇ ଦେବା ତାହେଲେ ଆମ ଘରର ଊର୍ଣ୍ଣତି ଆହୁରି ବଢି ଜୀବ ।

ଚୀନ ରେ କୁହା ଯାଏ କି ନାଲି ରଙ୍ଗ ଆମ ଭିତରେ ଥିବା ମଣିଷକୁ ଜନ୍ମେଇ ଥାଏ । ତେଣୁ ଯଦି ଗଛ ମାନଙ୍କ ପାଖେ ଏହି ରଙ୍ଗ ରହିବ ତେବେ ଏହା ଖୁବ ଭଲ ପରିଣାମ ଦେବ । ଆପଣ କୌଣଶୀ ଭି ପ୍ରକାର ନାଲି ରିବନ ବାନ୍ଧି ପାରିବେ । ଆପଣ ଏହାକୁ ଯେଉଁ ଜାଗାରେ ରଖିଛନ୍ତି ତା ଉପରେ ବାନ୍ଧିବେ । ଗଛକୁ ଏହିଠିରେ ବାନ୍ଧିବେ ନି । ଏହା ପରେ କୁହା ଯାଇଛି କି ଏଭଳି କରିବା ଦ୍ଵାରା ନାକାର୍ତ୍ମକ ଶକ୍ତି ମଧ୍ୟ ଦୂର ହୋଇ ଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *