ଏବେ ମାତ୍ର ୨ ଟଙ୍କାରେ ଭଲ ହୋଇପାରିବ କ୍ୟାନ୍ସର, ଆମେରିକାର ବୈଜ୍ଞାନିକ ବାହାର କଲେ ନୂଆ ଉପାୟ- ଜାଣନ୍ତୁ ଏହା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଅଭଳି ଖବର କହିବାକୁ ଯାଉଛୁ ଯାହା ଶୁଣି ଆପଣ ବହୁତ ଖୁସି ହେବେ । ତେବେ ଖବର ଟି ହେଲା ଆମେରିକାର ବୈଜ୍ଞାନିକ ମାନେ କିଛି ଏଭଳି ଉପାୟ ବାହାର କରି ଛନ୍ତି ଯାହା ଦ୍ଵାରା କେବଳ 2 ଟଙ୍କାରେ ବର୍ତ୍ତମାନ କ୍ୟା-ନ୍ସ-ର ର ଚି-କି-ତ୍ସା କରାଯାଇ ପାରିବ ।

ତେବେ ଏହା କିପରି ସମ୍ଭବ ସେ ବିଷୟରେ ଆସନ୍ତୁ ଜଣାଇବା । ମଣିଷ ତା ଜୀବନରେ ସୁସ୍ଥ ରହିବା ପାଇଁ କଣ ବା ନ କରେ । ତଥାପି ଦୈନଦିନ ଜୀବନରେ ମଣିଷକୁ କିଛି ନା କିଛି ରୋ-ଗ ନିଶ୍ଚୟ ହୁଏ ଓ କିଛି ଏମିତି ରୋ-ଗ ମହଦୀ ଆଚଚି ଯାହା ଥରେ ହେଲେ ଲୋକର ଜୀବନ ମଧ୍ୟ ଚାଲିଯାଏ ।

ଏହି ରୋ-ଗ କେବେବି ଭଲ ହୁଏ ନି । ସେହିଭଳି ଏକ ରୋ-ଗ ହେଉଛି କ୍ୟା-ନ୍ସ-ର । ଏହା ଏକ ଏଭଳି ମା-ରା-ତ୍ମ-କ ରୋ-ଗ ଯାହା ଥରେ ହେଲେ ବ୍ବ୍ୟକ୍ତିର ଜୀବନ ନେଇ ହିଁ ଛାଡେ । ଏହା ଏକ ଏଭଳି ରୋ-ଗ ଯାହା ଧୀରେ ଧୀରେ ଆମ ଶରୀରକୁ ଆ-କ୍ରା-ନ୍ତ କରେ, ପ୍ରଥମେ ପ୍ରଥମେ ଏହା ଯେଉଁ ସଂ-କେ-ତ ଦିଏ ତା ପରେ ସମସ୍ତେ ଅବହେଳା କରନ୍ତି ଯାହା ଫଳରେ ଏହା ଆଗକୁ ଯାଇ ଠିକ ହୋଇ ପାରେ ନାହିଁ ।

କିନ୍ତୁ ଯଦି ଏହା ଆରମ୍ଭରୁ ଜଣା ପଡି ଯାଏ ତେବେ ଏହାର ଚି-କି-ତ୍ସା ହେବା ସମ୍ଭବ ଅଟେ । ଏହି ରୋ-ଗରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ, ତଥାପି କିଛି ଏମିତି ରୋ-ଗୀ ଥାନ୍ତି ସେମାନଙ୍କ ଜୀବନ ବ-ଞ୍ଚି ପାରେ ନାହିଁ । କିନ୍ତୁ ଏବେ ଆଉ ଚି-ନ୍ତା ନାହିଁ କାହିଁକି ନା ଏହି ବଡ ରୋ-ଗ-ର ପ୍ର-ତି-କା-ର ପାଇଁ ଆମେରିକାର ଲଡଓ୍ବିଙ୍ଗ ଇନଚ୍ୟୁଷ୍ଟ ଫର୍‌ କ୍ୟା-ନ-ସ-ର- ରି-ଚ-ର୍ସ ସେ-ଣ୍ଟ-ର-ରେ ବୈଜ୍ଞାନିକମାନେ ନୂଆ ଉପାୟ ବାହାର କରିଛନ୍ତି ।

ଆମେରିକାର ଗବେଷକଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ କ୍ୟାନସର ରୋ-ଗର ଚି-କି-ତ୍ସା ଲାଗି ଯେଉଁ ପଦ୍ଧତି ବାହାରିଛି ତାହା କ୍ୟାନସର ରୋ-ଗକୁ ସମ୍ପୂର୍ଣ୍ଣ ଭଲ କରି ପାରିନାହିଁ । ତେଣୁ ବେକିଙ୍ଗ ସୋଡ଼ାରେ କ୍ୟାନସର ରୋ-ଗ ଚି-କି-ତ୍ସା ହୋଇପାରିବ ବୋଲି ଆମେରିକା ଗବେଷକ କହିଛନ୍ତି । ବେକିଙ୍ଗ ସୋଡାର ଦାମ ଅଧିକ ନୁହେଁ, ଏହାକୁ ସବୁବର୍ଗର ଲୋକ ବ୍ୟବହାର କରିପାରିବେ ।

ଗବେଷକଙ୍କ କହିବା ମୁତାବକ, ପାଣିରେ ବେକିଙ୍ଗ ସୋଡ଼ା ମିଶାଇ ରୋ-ଗୀଙ୍କୁ ପିଇବାକୁ ଦେଲେ ଏହାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମଳିଥାଏ । କେମୋଥେରାପି ଓ ଦାମୀ ଔଷଧଠାରୁ ବେକିଙ୍ଗ ସୋଡ଼ା ଦ୍ରୁତଗତିରେ ଟ୍ୟୁ-ମ-ର ସେଲ୍ସ ବୃଦ୍ଧି ହେବାରୁ ରୋକି ଥାଏ । ତେବେ ଏହି ସରଳ ଉପାୟରେ ଏହି ଭୟଙ୍କର ରୋ-ଗରୁ ମୁକ୍ତି ମିଳି ପାରିବ ବୋଲି ବୈଜ୍ଞାନିକ ମାନକ ଦାବା ଅଟେ । ତେବେ ଯଦି ଆପଣ ଏହି ଉପାୟକୁ କରିବା ପାଇଁ ଚାହୁଛନ୍ତି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏବଂ ଏହା ଆପଣ ଆପଣଙ୍କ ମେଡିସିନ ସହ ହିଁ ନେବେ ମେଡିସିନ ବନ୍ଦ କରି ନୁହେଁ ।

ଏହି ଖବର କୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଓ ସମସ୍ତଙ୍କୁ ଏହା ବିଷୟରେ ସଚେତନ କରାନ୍ତୁ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *