ରୂଣରୁ ମୁକ୍ତି ଦେଇଥାଏ ଏହି କେତୋଟି ଚମତ୍କାର ଉପାୟ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଥା ରେ ଅଛି ନିଆଁ, ରୁଣ ଆଦି କୁ କେବେ ବି ଛୋଟ ଭାବିବା ଉଚିତ ନୁହେଁ । ମଣିଷ ଅନେକ ସମୟରେ ବିପଦ ସମୟରେ ରୁଣ କରିଥାଏ । ହେଲେ ମଣିଷର ଖରାପ ସମୟ ଚାଲିଗଲେ ସେ ରୁଣ ସୁଝିପାରେ ନାହିଁ । କାରଣ ଏହା ଧୀରେ ଧୀରେ ବଡ ଆକାର ଧାରଣ କରିଥାଏ । ଆଜି ଆମେ ଜାଣିବା ଯେଉଁ ବ୍ୟକ୍ତିଙ୍କର ରୁଣ ଭାର ବଢି ବଢି ଚଳାଇଥାଏ ଓ କୌଣସି ସ୍ଥିତି ରେ ରୁଣ ସୁଝିପାରୁ ନ ଥାନ୍ତି ତେବେ ଜାଣନ୍ତୁ କିଛି ଟିପ୍ସ । ଏହି ସବୁ ଟିପ୍ସ ର ପାଳନ କରିଲେ ରୁଣ ଜନିତ ସମସ୍ଯା ଦୂର ହୋଇଥାଏ ।

1- ଘରର ଉତ୍ତର ଦିଘରେ ଭଗବାନ କୁବେର ଓ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସ୍ଥାପନ କରିବା ଉଚିତ । ଏହାକୁ ନିୟମିତ ପୂଜା କରିବା ଉଚିତ । ଏହି ଉପାୟ ଦ୍ଵାରା ବହୁତ ଜଲ୍ଦି ରୁଣ ରୁ ମୁକ୍ତି ମିଳିଥାଏ । ବ୍ୟକ୍ତି ଯେତେ ବଡ କରଜ ରେ ବୁଡି ରହିଥିଲେ ମଧ୍ୟ ଏହି ଉପାୟ ଟି କରିଲେ ନିଶ୍ଚୟ ରୁଣ ସୁଝିପାରି ଥାଏ ।

2- ଘରର ଦକ୍ଷିଣ ପଶ୍ଚିମ ଦିଗରେ ବାଥରୁମ ରହିବା ଦ୍ଵାରା ଘର ସର୍ବଦା ରୁଣ ରେ ବୁଡି ରହିଥାଏ । ଏହି ଦୋଷ ଦୂର କରିବା ଦ୍ଵାରା ବାଥରୁମ ରେ ଏକ ଲୁଣ ଡବା ରଖନ୍ତୁ । ଏହା କରିବା ଦ୍ଵାରା ରୁଣ ଜନିତ ସମସ୍ଯା ଦୂର ହୋଇଥାଏ ।

3- ଘରର ଐଶାନ୍ୟ କୋଣ କୁ ସର୍ବଦା ସଫା ସୁତୁରା ରଖିବା ଉଚିତ ହୋଇଥାଏ । ଏହି କୋଣରେ ଘରର ଷ୍ଟୋର ରୁମ ବା ଅନ୍ୟାୟ ଜିନିଷ ରଖିବା ଦ୍ଵାରା ଧନ ଜନିତ ସମସ୍ଯା ଦେଖା ଦିଏ ।

4- ରୁଣ ରୁ ମୁକ୍ତି ପାଇବା ପାଇଁ ଲାଲ ରାଗର ବସ୍ତ୍ର ପିନ୍ଧିବା ଉଚିତ । ଯଦି ଏହା ସମ୍ଭବ ହେଉ ନାହିଁ ତେବେ ପାଖରେ ଲାଲ ରୁମାଲ ବ୍ୟବହାର କରିବା ଉଚିତ । ରୁଣ ରୁ ମୁକ୍ତି ପାଇବା ପାଇଁ ଗୁଡ ର ପ୍ରୟୋଗ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ରୁଣ ରୁ ଜଲ୍ଦି ମୁକ୍ତି ମିଳିଥାଏ ।

5- ଘରର ଉତ୍ତର ବା ଉତ୍ତର ପଶ୍ଚିମ ଦିଗରେ କାଚର କିଛି ବସ୍ତୁ ରଖିବା ଶୁଭ ହୋଇଥାଏ । କିମ୍ବା କାଚର କୌଣସି ଡିଜାଇନ କରିଲେ ଭଲ ହୋଇଥାଏ ।

6- ଘରର ପାଣି ଟାଙ୍କି ଉତ୍ତର ଦିଗରେ ହେବା ଉଚିତ ହୋଇଥାଏ । ରୋଷେଇ ଘରର ରଙ୍ଗ କେବେ ବି ନୀଳ ରଙ୍ଗର କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇ ହାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *