ଏହି ସବୁ ଗଛ ଘରେ ରହିଲେ ହୋଇଥାଏ ଧନର ବୃଦ୍ଧି । ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ ।

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗଛ ପରିବେଶର ସୁନ୍ଦରତାକୁ ବଢାଇଥାନ୍ତି । ଏହା ସହ ଏହା ବାତାବରଣକୁ ସୁଧ ରଖିଥାନ୍ତି । ଗଚରୁ ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ଗଛ ନେଗେଟିଭକୁ କମ କରି ଅଧିକ ସାକାରାତ୍ମକ ବନାଇବାର କାମ କରିଥାନ୍ତି । ଘର ସାମନାରେ ଶୁଭ ଗଛ ଲଗାଇବା ଦ୍ଵାରା ଉନ୍ନତି ଆସିଥାଏ । ଏହା ସହ ଗଛ ବାସ୍ତୁ ଦୋଷକୁ ନଷ୍ଟ କରିଥାନ୍ତି । ପୁରାଣ ଶାସ୍ତ୍ରରେ ଗଛର ସୀମାରେ କିଛି ଗଛ ରୋପଣ କରିବାର ଉଲେଖ ରହିଛି । ଆଜି ଆମେ ଜାଣିବା ଘରେ କେଉଁ ଗଛ ଲଗାଇବା ଉଚିତ ଓ ଅନୁଚିତ ଅଟେ ।

1- ଓସ୍ତ ଗଛ : ଘରେ ଓସ୍ତ ଗଛ ଲଗାଇଲେ ତାହା ସହେ ଯଜ୍ଞର ଫଳ ସହ ସମାନ ହୋଇଥାଏ । ଓସ୍ତ ଗଛର ପତ୍ର ଜଳାଶୟରେ ପଡିଲେ ତାହା ପିଣ୍ଡ ସମାନ ହୋଇ ପିତୃପୁରୁଷଙ୍କୁ ପିଣ୍ଡ ପ୍ରଦାନ କରିଥାଏ ।

2- ଆମଲା ଗଛ : ଆମଲା ଗଛ ସମସ୍ତ ଲୋକଙ୍କ ମଧ୍ୟରେ ପବିତ୍ର ହୋଇଥାଏ । ଏହି ପବିତ୍ର ଫଳ ଭଗବାନ ବିଶୁଣୁଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ସବୁ ପାପରୁ ମୁକ୍ତି ମିଳିଥାଏ । ଅଁଳା ଖାଇଲେ ଆୟୁଷ ବଢିଥାଏ । ଏହାର ଜଳ ପିଇଲେ ରୋଗର ନାସ ହୋଇଥାଏ । ଏହାକୁ ଜଳରେ ମିଶାଇ ସ୍ନାନ କରିଲେ ଅପବିତ୍ରତା ଦୂର ହୋଇଥାଏ ।

3- ଅଶୋକ ଗଛ : ଅଶୋକ ଗଛକୁ ଶୋକ କୁ ନାସ କରିବା ତଥା ନିସରାକୁ ସମାପ୍ତ କରିଥାଏ । ଏହି ଗଛକୁ ଘର ପାଖରେ ଲଗାଇଲେ ସୁଖ ଶାନ୍ତୁ ବଜାୟ ରହିଥାଏ । ଏହା ଯୌବନ ଓ ଶୀତଳତା ପ୍ରଦାନ କରିଥାଏ ।

4- ଡିମିରି ଗଛ : ପଦ୍ମ ପୁରାଣ ଅନୁଯାୟୀ ପ୍ରତେକ ମଣିଷଙ୍କୁ ଡିମିରି ଗଛ ଲଗାଇଲେ ଯେଉଁ ଫଳ ମିଳିଥାଏ ତାହା ମହାଯଜ୍ଞ ସହ ସମାନ ହୋଇଥାଏ । କଳିଯୁଗରେ ମନୁଷ୍ୟ ଯଜ୍ଞ କରିପାରିବେନି । ଏଣୁ ଡିମିରି ଗଛ ଲଗାଇବା ଉଚିତ ।

5- ନିମ ଗଛ : ପଦ୍ମ ପୁରାଣ ଅନୁସାରେ ନିମ ଗଛ ଲଗାଇବା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି । ଏହା ଆୟୁଷ ପ୍ରଦାନ କରିଥାଏ । ଏହାକୁ ଘର ପାଖରେ ଲଗାଇଲେ ନାନା ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

6- ଜାମୁକୋଳି ଗଛ : ଯଦି କୌଣସି ବ୍ୟକ୍ତି କନ୍ୟା ପ୍ରାପ୍ତି ପାଇଁ କାମନା କରିଥାନ୍ତି ତାଙ୍କୁ ଜାମୁକୋଳି ଗଛ ଲଗାଇବା ଉଚିତ । ପଦ୍ମ ପୁରାଣ ଅନୁଯାୟୀ ଯେଉଁ ଘରେ ସାମ୍ନାରେ ଜାମୁକୋଳି ଗଛ ରହିଥାଏ ସେଠାରେ କନ୍ୟା ଜନ୍ମ ହୋଇଥାଏ ।

7- ନଡିଆ ଗଛ : ଏହି ଗଛ ଲଗାଇବା ଦ୍ଵାରା ପୁରୁଷ ଅନେକ ସ୍ତ୍ରୀ ର ସ୍ଵାମୀ ହୋଇଥାଏ । ନଡିଆ କୌଣସି ଧାର୍ମିକ ଅନୁଷ୍ଠାନର ଅଙ୍ଗ ହୋଇଥାଏ । ଏହାକୁ ଘର ଅଗଣାରେ ଲଗାଇଲେ ସେହି ଘରେ ଶୁଭତା ଆସିଥାଏ । ଓ ସମାଜରେ ମାନ ସମାନ ବୃଦ୍ଧି ପାଇଥାଏ ।

8- କଦଳୀ ଗଛ : ଘରେ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ । କଦଳୀ ଗଛରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *